ମାନବ କମ୍ପ୍ୟୁଟର ଶକୁନ୍ତଳା ଦେବୀ: ୪ ବର୍ଷରେ କରିଥିଲେ କଠିନ ଗଣିତର ସମାଧାନ

ନୂଆଦିଲ୍ଲୀ,୪।୧୧: ମାନବ କମ୍ପ୍ୟୁଟର ଶକୁନ୍ତଳା ଦେବୀ ୧୯୨୯ ନଭେମ୍ବର ୪ରେ ମହୀଶୂରରେ ଜନ୍ମଗ୍ରହଣ କରିଥିଲେ। ୪ ବର୍ଷ ବୟସରେ ସେ କଠିନ ଗଣିତର ସମାଧାନ ଆରମ୍ଭ କରିଥିଲେ। ୬ ବର୍ଷ ବୟସରେ ମହୀଶୂର ବିଶ୍ୱବିଦ୍ୟାଳୟରେ ସେ ନିଜର ସୃଜନଶୀଳ ପ୍ରତିଭାର ପରିଚୟ ଦେଇଥିଲେ। ୧୩ ନମ୍ବର ବିଶିଷ୍ଟ ବଡ଼ ସଂଖ୍ୟାର ଗୁଣନ ତଥା ଯେ କୌଣସି ସଂଖ୍ୟାର କ୍ୟୁବ୍‌ ରୁଟ୍‌ ସେ ସହଜରେ ସମାଧାନ ଆଖି ପିଛୁଳାକେ କରି ଦେଉଥିଲେ। ୧୯୮୦ ଜୁନ୍‌ ୧୮ରେ ଲଣ୍ଡନର ଖ୍ୟାତି ସମ୍ପନ୍ନ ଇମ୍ପରିୟଲ କଲେଜର କମ୍ପ୍ୟୁଟର ବିଭାଗରେ ସେ ମାତ୍ର ୨୮ ସେକେଣ୍ଡ ମଧ୍ୟରେ ଏକ କଷ୍ଟସାଧ୍ୟ ଗଣିତ ପ୍ରଶ୍ନର ସମାଧାନ କରିଦେଇଥିଲେ। ୧୯୮୨ରେ ତାଙ୍କର ନାମ ଗିନିଜ୍‌ ବୁକ୍‌ରେ ସ୍ଥାନୀତ ହୋଇଥିଲା। ୨୦୧୩ ଏପ୍ରିଲ୍‌ ୧୩ରେ ବେଙ୍ଗାଲୁରୁଠାରେ ତାଙ୍କର ପରଲୋକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପ-ପୁଅଙ୍କ ଉପରେ ଆକ୍ରମଣ କରିବାରୁ ଭାଲୁକୁ ଫାଶୀ ଦଣ୍ଡାଦେଶ

ଇଟାଲୀରେ ଏକ ବ୍ରାଉନ ଭାଲୁକୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି। ଗତ ସପ୍ତାହରେ ଟ୍ରେଟିନୋର ଉତ୍ତର କ୍ଷେତ୍ରରେ ବାପପୁଅଙ୍କ ଉପରେ ଆକ୍ରମଣ କରିବାକୁ ଭାଲୁକୁ ଏପରି ଦଣ୍ଡାଦେଶ...

ବିବାହ ପାଇଁ ଓଡ଼ିଆ ଯବାନଙ୍କୁ ହେଲିକପ୍ଟରରେ ପଠାଇଲା ବିଏସ୍‌ଏଫ୍‌

ଶ୍ରୀନଗର,୨୮ା୪: ଜମ୍ମୁ-କଶ୍ମୀର ମାଛିଲ ସେକ୍ଟରରେ ମୁତୟନ ଥିବା ଜଣେ ଓଡ଼ିଆ ଯବାନଙ୍କୁ ତାଙ୍କ ବିବାହ ପାଇଁ ଘରେ ପହଞ୍ଚାଇବା ଲାଗି ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)...

ଚାଲିଥିଲା ଜୁମ୍‌ ମିଟିଂ: ଉଲଗ୍ନ ହୋଇ ଠିଆ ହେଲେ ନେତାଙ୍କ ସ୍ତ୍ରୀ, ଆଉ ତା’ ପରେ…

କରୋନା ଭାଇରସ ଯୋଗୁ ବର୍ତ୍ତମାନ ଅଧିକାଂଶ ଲୋକେ ଘରେ ରହି କାମ କରୁଛନ୍ତି। ଏହି ସମୟରେ ସକରାରୀ ଅଧିକାରୀ ଏବଂ ନେତାମାନେ ଜୁମ୍‌ ଆପ୍‌ରେ ମିଟିଂ...

ଅକ୍ସିଜେନ୍‌ ଅଭାବ: ଜଣେ ଡାକ୍ତରଙ୍କ ସମେତ ୮ ଜଣଙ୍କ ମୃତ୍ୟୁ…

ନୂଆଦିଲ୍ଲୀ,୧।୫: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ଏହା ତୀବ୍ର ବେଗରେ ବ୍ୟାପୁଥିବାରୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ କରୋନା...

ଭୁବନେଶ୍ୱର, ଯୋଧପୁର ଏମ୍ସକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ,୭।୫: ଭୁବନେଶ୍ୱର ଏବଂ ଯୋଧପୁର ଏମ୍ସର ଓକିଲଙ୍କୁ ସୁପ୍ରିମକୋର୍ଟ ସମନ ଜାରି କରି ଅଦାଲତରେ ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏମ୍ସରେ ପୋଷ୍ଟ ଗ୍ରାଜୁଏଟ୍‌...

ରଞ୍ଜିତ ସାଗର ଡ୍ୟାମ୍‌ରେ ସେନା ହେଲିକପ୍ଟର ଖସିଲା…

ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀର କଠୁଆ ଜିଲାରେ ଥିବା ରଞ୍ଜିତ ସାଗର ଡ୍ୟାମ୍‌ରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହେବା ପରେ ଖସିପଡ଼ିଛି। ହେଲିକପ୍ଟରଟି ଡ୍ୟାମ୍‌...

ସନ୍ଧ୍ୟା ହେଲେ କୁକୁରକୁ ଭେଟିବା ପାଇଁ ସମୁଦ୍ରରୁ ଚାଲିଆସୁଥିଲା ସି-ଲାୟନ, ଦିନେ ଘଟିଲା ଏମିତି…

ବନ୍ଧୁତା ଯେ କେବଳ ମଣିଷମାନଙ୍କ କ୍ଷେତ୍ରରେ ହୋଇଥାଏ ତାହା ନୁହେଁ, ବନ୍ଧୁତା ପଶୁପକ୍ଷୀଙ୍କ ସହ ମଧ୍ୟ ହୋଇଥାଏ। ଆଜିର ଏହି ସ୍ବତନ୍ତ୍ର ଦିବସରେ ସୋସିଆଲ ମିଡିଆରେ...

ସାଇକେଲ ଧରିବା ପରେ ଯୋଗୀଙ୍କୁ ଟାର୍ଗେଟ

ଲକ୍ଷ୍ନୌ,୧୪।୧: ଶେଷରେ ଅଖିଳେଶଙ୍କ ସାଇକେଲ ଧରିଛନ୍ତି ଯୋଗୀ ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ସ୍ବାମୀ ପ୍ରସାଦ ମୌଯ୍ୟ । ସେ ଏକା ନୁହନ୍ତି ତାଙ୍କ ସହ...

Advertisement
Archives

Model This Week