ମାଧୁରୀଙ୍କ ସ୍ବରର ଦିଓ୍ବାନା ହେଲେ ଶାହାରୁଖ୍‌

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ ସମୟରେ ବଲିଉଡ୍‌ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ଗୀତ ‘କ୍ୟାଣ୍ଡେଲ’ ମାଧ୍ୟମରେ ସଂଗୀତ ଜଗତରେ ଡେବ୍ୟୁ କରିଛନ୍ତି। ଏହି ଗୀତ ଶୁଣି ମାଧୁରୀଙ୍କ ସହ କଳାକାରମାନେ ତାଙ୍କ କଣ୍ଠ ସ୍ବରର ଦିଓ୍ବାନା ହୋଇଯାଇଛନ୍ତି। ଏବେ ଏହି ତାଲିକାରେ ଆଉ ଜଣଙ୍କ ନାମ ଯୋଡ଼ି ହୋଇଛି। ସେ ହେଲେ ଶାହାରୁଖ୍‌ ଖାନ୍‌। ଶାହାରୁଖ୍‌ ସୋସିଆଲ ମିଡିଆରେ ମାଧୁରୀଙ୍କର ମନଭରି ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି, ମୋର ସହକଳାକାର, ବନ୍ଧୁ ତଥା ସବୁଠାରୁ ଟ୍ୟାଲେଟେଡ୍‌ ଅଭିନେତ୍ରୀ ହେଉଛନ୍ତି ମାଧୁରୀ ଦିକ୍ଷିତ। ତାଙ୍କଠାରୁ ମୋତେ ବହୁତ କିଛି ଶିଖିବାକୁ ମିଳିଛି, ଆଗକୁ ମଧ୍ୟ ଶିଖୁଥିବି। ତାଙ୍କ ସ୍ବର ମଧୁର ଏବଂ ସେ ନିଜେ ମଧ୍ୟ ବହୁତ ସୁନ୍ଦର ବୋଲି ଶାହାରୁଖ୍‌ ଲେଖିଛନ୍ତି।
କରୋନା ଭାଇରସକୁ ନେଇ ମାଧୁରୀ ଗୀତ କ୍ୟାଣ୍ଡେଲ ଗାଇଛନ୍ତି। ଗୀତ ରିଲିଜ୍‌ ସମୟରେ ସେ ଲେଖିଥିଲେ, ଗୀତକୁ ନେଇ ଖୁସି ଏବଂ ଉତ୍ସାହିତ ଅଛି। ଏବଂ ଟିକେ ନର୍ଭସ ମଧ୍ୟ। ଏହା ମୋର ପ୍ରଥମ ଗୀତ। ଆଶା କରୁଛି ସମସ୍ତଙ୍କୁ ପସନ୍ଦ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଗ୍‌ ବିଙ୍କ ଆଶୁ ଆରୋଗ୍ୟ କାମନା କଲେ ଡ୍ରିମଗର୍ଲ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସମେତ ପରିବାରର ୪ ସଦସ୍ୟ କରୋନାରେ ଆକ୍ରାନ୍ତ ହେବା ଘଟଣା ଜଣାପଡିବା...

ବରଫ ପାଣିରେ କାହିଁକି ମୁହଁ ଧୁଅନ୍ତି ବଲିଉଡ୍‌ ସେଲିବ୍ରିଟି

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବରଫ ପାଣି ଖୁବ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହା ତ୍ୱଚାର ଅନେକ ସମସ୍ୟା ଦୂର କରି ପାରେ। ଏହା ତ୍ୱଚାକୁ କୋମଳ...

ପୁଣିଥରେ ପାଠ ପଢିଲେ ରୁଚା !

ମୁମ୍ବାଇ: ବଲିଉଡ୍‌ର ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରୁଚା ଚଢା ପୁଣିଥରେ ପାଠପଢା ଆରମ୍ଭ କରି ଦେଇଛନ୍ତି। ସେ କହିଛନ୍ତି ପୁଣିଥରେ ପାଠ...

ରିଲିଜ୍‌ ହେଲା ‘ଅଂଗ୍ରେଜୀ ମିଡିୟମ୍‌’ର ଗୀତ ‘କୁଡି ନୁ ନଚାନେ ଦେ’: ଏଥିରେ ସମସ୍ତ ଅଭିନେତ୍ରୀଙ୍କୁ ପ୍ରଶଂସା କଲେ ଅମିତାଭ୍‌

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌। ଏହା ମାଧ୍ୟମରେ ସେ ବଲିଉଡ୍‌ ଫିଲ୍ମ, ଗୀତ ଏବଂ କଳାକାରଙ୍କୁ ପ୍ରଶଂସା ମଧ୍ୟ କରିଥାନ୍ତି।...

କାର୍ତ୍ତିକ ଆର୍ୟନଙ୍କୁ ଆଲିଙ୍ଗନ କରିବାକୁ ଡେଇଁ ପଡିଲେ ମହିଳା ପ୍ରଶଂସକ

ବଲିଉଡ୍‌ରେ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଲୋକପ୍ରିୟତା ବେଶ୍‌ ବୃଦ୍ଧି ପାଇଛି। ଖାସ୍‌ ଭାବେ ଆଜିକାଲି ଯୁବପିଢି ମଧ୍ୟରେ ତାଙ୍କ କ୍ରେଜ୍‌ ବଢିବାକୁ ଲାଗିଛି। ‘ପ୍ୟାର୍‌ କା...

ଫିଟ୍‌ନେସ ପାଇଁ ୨୩ ଘଣ୍ଟା ଉପାସରେ ରହିଲେ ହ୍ରିତିକ

ସାରାଦେଶରେ ଜାରି ରହିଛି ଲକଡାଉନ। ସାଧାରଣ ଲୋକଙ୍କ ପରି ବଲିଉଡ କଳାକାରମାନେ ମଧ୍ୟ ଲକଡାଉନରେ ଘରେ ରହି ସମୟ ବିତାଉଛନ୍ତି। ଏହି ସମୟରେ ଅଧିକାଂଶ କଳାକାର...

ଅଭିନେତ୍ରୀଙ୍କ ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌ ଚ୍ୟାଲେଞ୍ଜ: ଭାଇରାଲ ହେଉଛି ଫଟୋ

ଲକ୍‌ଡାଉନ୍‌ ସମୟରେ ଘରେ ରହି ଲୋକେ ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ଚ୍ୟାଲେଞ୍ଜକୁ ଆସେପ୍ଟ କରୁଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌ ଚ୍ୟାଲେଞ୍ଜ।...

ସାୟାନୀଙ୍କ ଭିନ୍ନ ଅବତାର

ମୁମ୍ବାଇ: ଅଭିନେତ୍ରୀ ସାୟାନୀ ଗୁପ୍ତା ଅନୁଭବ ସିହ୍ନାଙ୍କ ‘ଆର୍ଟିକିଲ୍‌ ୧୫’ରେ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବେ। ଏହି ଭୂମିକା ତାଙ୍କ ପାଇଁ ନୂଆ ହୋଇଥିଲେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *