Posted inଜାତୀୟ

ମାତା-ପିତା ଉଭୟଙ୍କର ସ୍ନେହ ସନ୍ତାନ ପାଇଁ ଗୁରୁତ୍ୱପୂର୍ଣ୍ଣ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୨।୧୦: ମାତା-ପିତାଙ୍କ ସ୍ନେହ ସନ୍ତାନଙ୍କ ପାଇଁ ଆବଶ୍ୟକ ଏବଂ ଗୁରୁତ୍ୱପୂର୍ଣ୍ଣ। ଏଥିରେ ମାତା-ପିତାଙ୍କ ଲାଗି ପ୍ରତିବନ୍ଧକ ସୃଷ୍ଟି ହୋଇପାରିବ ନାହିଁ ବୋଲି ଶନିବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ବିଚାରପତି ଦୀପକ ଗୁପ୍ତା ଏକ ମାମଲାର ବିଚାର କରି ଏଭଳି ରାୟ ଜାରି କରିଛନ୍ତି। ଏକ ଛାଡ଼ପତ୍ର ମାମଲାରେ ୫ ବର୍ଷ ବୟସ୍କ ନାବାଳକଙ୍କୁ ମାତାଙ୍କ ପାଖରେ ରଖିବାର ଅନୁମତି ଦେଇ ଆହ୍ଲାବାଦ୍‌ ହାଇକୋର୍ଟ କହିଥିଲେ ଯେ, ପିତା ମାସରେ ୨ଥର ସମ୍ପୃକ୍ତ ନାବାଳକଙ୍କୁ ଦେଖା କରିପାରିବେ। ଏନେଇ ନାବାଳକଙ୍କ ପିତା ସୁପ୍ରିମ୍‌କୋର୍ଟଙ୍କ ଆଶ୍ରୟ ନେଇଥିଲେ। ତେବେ ସୁପ୍ରିମ୍‌କୋର୍ଟ ଆହ୍ଲାବାଦ୍‌ ହାଇକୋର୍ଟଙ୍କ ରାୟକୁ ଖାରଜ କରିବା ସହିତ ଏହି ପ୍ରତିବନ୍ଧକକୁ ହଟାଇଛନ୍ତି। ନାବାଳକଙ୍କୁ ଦେଖା କରିବାକୁ ପିତାଙ୍କୁ ମନା କରାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିଣାମ ଭଲ ହେବନି

ନୂଆଦିଲ୍ଲୀ,୧ା୪:ଭାରତ ସମେତ କୌଣସି ଦେଶ ରୁଷିଆର କେନ୍ଦ୍ରୀୟ ବ୍ୟାଙ୍କ ଜରିଆରେ ମସ୍କୋଠାରୁ ରୁବଲ ବିନିମୟରେ କାରବାର କଲେ କିମ୍ବା ଆମେରିକାର କଟକଣାକୁ ନୂ୍ୟନ କଲା ଭଳି...

ମଣିଷ ଖିଆ ବାଘୁଣୀକୁ ପିଟି ପିଟି ମାରିଦେଲେ ଗାଁ ଲୋକେ

ପିଲିଭିଟ,୨୬।୭: ଉତ୍ତର ପ୍ରଦେଶର ପିଲିଭିଟର ମାଟାନିଆ ଗାଁରେ ଗୋଟିଏ ବାଘୁଣୀକୁ ଲୋକଙ୍କ ଆକ୍ରୋସର ଶିକାର ହେବାକୁ ପଡିଛି। ବାଘୁଣୀଟି ଗାଁରେ ପଶି ପାଖାପାଖି ୯ ଜଣ...

ପୁନେରେ ପ୍ରବଳ ବର୍ଷା: ୭ ମୃତ, ସ୍କୁଲ, କଲେଜ ବନ୍ଦ

ପୁନେ,୨୬।୯:ମହାରାଷ୍ଟ୍ରର ପୁନେରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ବର୍ଷା ଯୋଗୁ ୭ ଜଣଙ୍କ...

ଗାନ୍ଦରବଲ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୯: ଜମ୍ମୁ-କଶ୍ମୀର ଗାନ୍ଦରବଲରେ ସୁରକ୍ଷାକର୍ମୀଙ୍କ ଏନ୍‌ କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସ୍ଥାନୀୟ ନାରାନାଦ ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀ...

ପୁଣି ଫେରିଲା କଟକଣା, ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜରିମାନା…

ନୂଆଦିଲ୍ଲୀ, ୨୦।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଦିଲ୍ଲୀରେ ସଂକ୍ରମଣ ହାର ପ୍ରତି ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ଦିଲ୍ଲୀ...

ଖେଳୁ ଖେଳୁ ଫାଶିରେ ଝୁଲି ପଡ଼ିଲା ୯ ବର୍ଷୀୟା ଝିଅ

ହାଇଦ୍ରାବାଦ,୨୯।୩ : ଗତ ସପ୍ତାହରେ ୯ ବର୍ଷୀୟା ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ହାଇଦ୍ରାବାଦ୍‌ ପୋଲିସ। ଏହି ସନ୍ଦେହଜନକ ମୃତ୍ୟୁ ମାମଲାର ପୋଲିସ ତନାଘନା...

ଉତ୍ତରପ୍ରଦେଶ ନିର୍ବାଚନ ପରେ ଭାଜପାଠାରୁ ଅଲଗା ହୋଇପାରନ୍ତି ନୀତିଶ: ସୂତ୍ର

ପାଟନା,୨୨।୨: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି।...

ପିଆଜ ପରେ ଏବେ ଟମାଟୋ ପାଳି: କିଲୋ ୬୦ ଟପିଲା

ନୂଆଦିଲ୍ଲୀ,୨୯।୯: ପାର୍ବଣ ଋତୁ ଆସିବା ପୂର୍ବରୁ ପନିପରିବା ଦର ଆକାଶଛୁଆଁ ହୋଇଛି। ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ସହରରେ ପିଆଜ କିଲୋ ପିଛା ୮୦...

Advertisement
Archives

Model This Week