ମାଛଧରା ପ୍ରତିଯୋଗିତାରେ ଆବୁଧାବି ଚାମ୍ପିୟନ: ୩୯ ଲକ୍ଷରେ ବିକ୍ରି ହେଲା ୩୦.୮୫ କିଗ୍ରା ଓଜନର ବଡ଼ମାଛ

ଆବୁଧାବି,୬।୨:ଅନ୍ତର୍ଜାତୀୟ ମାଛଧରା ପ୍ରତିଯୋଗିତାରେ ଆବୁଧାବି ଚାମ୍ପିୟନ୍‌ ହୋଇଛି। ଅନ୍ତର୍ଜାତୀୟ ମେରାଇନ୍‌ ସ୍ପୋର୍ଟ କ୍ଲବ୍‌ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଆବୁଧାବିର ହମଦାନ୍‌ ଅବଦୁଲା ଅଲ୍‌ଙ୍କୁ ବିଜେତା ଭାବେ ଘୋଷଣା କରାଯାଇଛି। ସେ ୩୦.୮୫ କିଗ୍ରା ଓଜନର ବଡ଼ ମାଛ ଧରି ଥିଲେ। ଏହି ବୃହତ୍‌ ମାଛ ୩୯ ଲକ୍ଷ ଟଙ୍କାର ନିଲାମ ହୋଇଥିଲା। ସେହିପରି କୁଏତ୍‌ର ରଶିଦ୍‌ ଅଲ୍‌ କ୍ୟୁଏସି ୨୯.୩୩ କିଗ୍ରା ଓଜନର ମାଛ ଧରି ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ତାରିକ୍‌ ଅଲ୍‌ ମନସୈରୀ ୨୯.୧୧ କିଗ୍ରା ମାଛ ଧରି ତୃତୀୟ ସ୍ଥାନରେ ରହିଥିଲେ। ସମସ୍ତ ପ୍ରତିଯୋଗୀଙ୍କ ଦ୍ୱାରା ଧରାଯାଇଥିବା ମାଛକୁ ବିକ୍ରି କରାଯାଇଥିଲା। ଏଥିରୁ ଏକ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାବୁଲରୁ ଆଇଟିବିପି ଯବାନଙ୍କ ସହ ଭାରତ ଫେରିଲେ ୩ କୁକୁର

ଗାଜିଆବାଦ,୧୮।୮: ଆଫଗାନିସ୍ତାନର କାବୁଲରେ ଥିବା ଭାରତୀୟ ଦୂତାବାସର ସୁରକ୍ଷା ପାଇଁ ନିୟୋଜିତ ମାୟା, ରୁବି ଏବଂ ବବି ନାମକ ତିନିଟି ସ୍ନିଫର୍‌ କୁକୁର ମଙ୍ଗଳବାର ଇଣ୍ଡୋ-ତିବ୍ଦତୀୟ...

କରୋନା ସଂକ୍ରମଣରୁ ମୁକ୍ତ ହେଲେ ଇଧି ଫାଉଣ୍ଡେଶନର ମୁଖ୍ୟ

ଇସ୍‌ଲାମାବାଦ,୭।୫: ପାକିସ୍ତାନରେ ଥିବା ଇଧି ଫାଉଣ୍ଡେଶନର ମୁଖ୍ୟ ଫୈଜଲ ଇଧି କରୋନା ସଂକ୍ରମଣରୁ ମୁକ୍ତ ହୋଇଥିବା ଜଣାପଡିଛି। ଗତ ମାସରେ ସେ କରୋନାରେ ସଂକ୍ରମିତ ହୋଇଥିବା...

ଆଣ୍ଟାର୍କଟିକାରେ ପହଞ୍ଚିଲା କରୋନା: ୩୬ ଗବେଷକ ଆକ୍ରାନ୍ତ

ଓ୍ବାଶିଂଟନ,୨୩।୧୨: ଏବେ ପୃଥିବୀର ସମସ୍ତ ସ୍ଥାନରେ କରୋନା ସଂକ୍ରମଣ ପହଞ୍ଚି ସାରିଛି। କୌଣସି ଅଞ୍ଚଳ କରୋନା ସଂକ୍ରମଣରୁ ମୁକ୍ତ ରହିବାକୁ ସକ୍ଷମ ହୋଇନାହିଁ। ଶେଷରେ ଅଣ୍ଟାର୍କଟିକାରେ...

ପୁରୁଷଙ୍କୁ ଖୁସି କରିବା ପାଇଁ ଏଠାରେ ଥିଲା ଭିନ୍ନ ପରମ୍ପରା, ଜାଣିଲେ…

ଦୁନିଆରେ କିଛି ଦେଶ ଅଛି, ଯେଉଁଠି ଲୋକେ ନିଜ ନିଜର ରୀତିନୀତି,ପରମ୍ପରାକୁ ମାନି ଚଳିଥାନ୍ତି। ବେଳେବେଳେ କିଛି ଦେଶର ଏମିତି ଅଜବ ରୀତିନୀତି ସମସ୍ତଙ୍କୁ ଚକିତ...

କରୋନା ସଂକ୍ରମଣରୁୁ ନିଜ ଶିଶୁକୁ ବଞ୍ଚାଇବାକୁ ଯଶୋଦା ପାଲଟିଲେ ୨ମା’

ଗାଙ୍ଗଟକ୍‌,୧୫।୬: ଭଗବାନ କୃଷ୍ଣଙ୍କୁ ମା’ ଦେବକୀ ଜନ୍ମ ଦେଇଥିଲେ କିନ୍ତୁ ତାଙ୍କୁ ମାତୃତ୍ୱର ସ୍ନେହ ଯଶୋଦାଙ୍କଠାରୁ ମିଳିଥିଲା। ତେବେ ବିଶ୍ୱ ମହାମାରୀରେ କିଛି ଏଭଳି କାହାଣୀ...

୧୦୦ ରୋଗୀଙ୍କୁ ବିଷ ଇଞ୍ଜେକ୍‌ସନ ଦେଇ ମାରିଛନ୍ତି ଏହି ନର୍ସ, କାରଣ ଜାଣିଲେ…

ସାଧାରଣତଃ ହସ୍ପିଟାଲରେ ଥିବା ନର୍ସମାନେ ରୋଗୀଙ୍କ ସେବା କରିଥାନ୍ତି। ରୋଗୀ କିପରି ସୁସ୍ଥ ହେବେ ନିଜ ଜୀବନକୁ ବାଜି ଲଗାଇ ରାତିଦିନ ଏକକରି ରୋଗୀଙ୍କ ସେବାରେ...

୨୪ ଘଣ୍ଟା ମଧ୍ୟରେ କ୍ୟାପଶନ ଦେଲେ ମିଳିବ କାର: ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୧୧ ।୧୦: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ରହିଥାଆନ୍ତି ଆକ୍ଟିଭ । ସମୟ ସମୟରେ ଲୋକଙ୍କ ମନୋବଳ...

ରୁଷିଆ-ୟୁକ୍ରେନ ଯୁଦ୍ଧ: ପ୍ରଥମଥର ପାଇଁ ରୁଷିଆ କହିଲା ହେଲାଣି ବହୁତ କ୍ଷତି

ମସ୍କୋ,୮ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪୦ ଦିନରୁ ଅଧିକ ହୋଇଗଲାଣି । ଏହାରି ଭିତରେ ରୁଷିଆ ପ୍ରଥମଥର ଲାଗି ଯୁଦ୍ଧରେ ନିଜର ବହୁ ସେନାଙ୍କୁ ହରାଇଥିବା...

Advertisement
Archives

Model This Week