ମାଙ୍କଡ଼ ନେଇଗଲେ କରୋନା ରକ୍ତ ନମୁନା

ନୂଆଦିଲ୍ଲୀ,୩୦ା୫: ଉତ୍ତରପ୍ରଦେଶର ମିରଟ ମେଡିକାଲ କଲେଜ ପରିସରରେ ଦଳେ ମାଙ୍କଡ ଲାବରେଟୋରି ଟେକ୍‌ନିସିଆନ୍‌ଙ୍କୁ ଆକ୍ରମଣ କରି ତାଙ୍କଠାରୁ ସନ୍ଦିଗ୍ଧ କୋଭିଡ୍‌-୧୯ ସଂକ୍ରମିତଙ୍କ ରକ୍ତ ନମୁନା ଛଡ଼ାଇନେଇ ପଳାଇଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିବାବେଳେ ସଂକ୍ରମଣ ବଢ଼ିବା ଆଶଙ୍କା ପ୍ରକାଶ ପାଇଛି। ଏହି ଦୃଶ୍ୟର ଭିଡିଓ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଖବର ଅନୁଯାୟୀ ଉକ୍ତ ମେଡିକାଲରେ ସଂଗୃହୀତ ହୋଇଥିବା ରକ୍ତ ନମୁନାକୁ ଲାବରେଟୋରି ଟେକ୍‌ନିସିଆନ ଜଣକ ପରୀକ୍ଷା ପାଇଁ ନେଉଥିବାବେଳେ ଗଛରେ ବସିଥିବା ଦଳେ ମାଙ୍କଡ଼ ଧାଇଁଆସି ତାଙ୍କଠାରୁ ୩ଟି ନମୁନା କିଟ୍‌ ନେଇ ପଳାଇଥିଲେ। ସମ୍ପୃକ୍ତ ୩ ସନ୍ଦିଗ୍ଧଙ୍କଠାରୁ ପୁଣି ଥରେ ରକ୍ତ ନମୁନା ସଂଗ୍ରହ କରାଯାଇଛି। ତେବେ ମାଙ୍କଡମାନଙ୍କ ପାଖରେ ସନ୍ଦିଗ୍ଧ ନମୁନା ଥିବାରୁ ଉକ୍ତ ଅଞ୍ଚଳରେ ସଂକ୍ରମଣ ଆଶଙ୍କା ପ୍ରକାଶ ପାଇଛି। ସୂଚନାଯୋଗ୍ୟ ମିରଟ ମେଡିକାଲ କଲେଜ ପରିସରରେ ମାଙ୍କଡଙ୍କ ଉପଦ୍ରବ ନୂଆ କଥା ନୁହେଁ। ବନ ବିଭାଗ କର୍ମଚାରୀଙ୍କୁ ଜଣାଇବା ସତ୍ତ୍ୱେ ମାଙ୍କଡକୁ ଧରାଯାଇପାରିନାହିଁ। ଘଟଣାର ତଦନ୍ତ କରାଯାଉଥିବା ମିରଟ ଜିଲା ଅଧିକାରୀ ଅନିଲ ଧିଙ୍ଗ୍ରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେଓ ଭର୍ତ୍ତି ଟ୍ରକ୍‌ରେ ନିଆଁ ଲଗାଇଲେ ଆତଙ୍କବାଦୀ

ଶ୍ରୀନଗର,୧୮।୧୦: ଜମ୍ମୁ-କଶ୍ମୀର ସୋପୋରେ ଶୁକ୍ରବାର ସକାଳେ ପୁଣି କିଛି ଆତଙ୍କବାଦୀ ସେଓ ବ୍ୟବସାୟୀଙ୍କ ଉପରକୁ ଆକ୍ରମଣ କରିଛନ୍ତି। ସେଓ ଭର୍ତ୍ତି ଥିବା ଏକ ଟ୍ରକ୍‌ରେ ସେମାନେ...

‘ମୋଦି ଚା’ ନାମରେ ଦୋକାନ ଚଲାଉଥିବା ବୃଦ୍ଧଙ୍କୁ ନିର୍ମମ ହତ୍ୟା

କାନପୁର,୨୧।୭: ଉତ୍ତରପ୍ରଦେଶର କାନପୁରର ଘାଟପୁର କୋଟୱାଲୀ ଅଞ୍ଚଳରେ ଏକ ଅଭାବନୀୟ ଘଟରା ଘଟିଛି। ଏଠାରେ ‘ମୋଦି ଚା’ ନାମରେ ଦୋକାନ ଚଲାଉଥିବା ବୃଦ୍ଧଙ୍କୁ ନିର୍ମମ ହତ୍ୟା...

୩ ଦିନରେ ୧୧୫୬ ଭାରତୀୟ ଏୟାର ଲିଫ୍ଟ…

ନୂଆଦିଲ୍ଲୀ,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୫ ଦିନ ଧରି ରକ୍ତାକ୍ତ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନରେ ଥିବା ଭାରତୀୟଙ୍କୁ ଅପରେଶନ୍‌ ଗଙ୍ଗା...

ନିର୍ବାଚନ ପାଇଁ ଆଜି କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ, ପ୍ରାର୍ଥୀଙ୍କ ନାଁ ଉପରେ ମନ୍ଥନ କରିବେ ଗେହଲଟ-ପାଇଲଟ

ଜୟପୁର,୧୯।୮: ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଗଠିତ କଂଗ୍ରେସର ‘ପ୍ରଦେଶ ନିର୍ବାଚନ କମିଟି’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ଜୟପୁରରେ ଅନୁଷ୍ଠିତ ହେବ।...

ଶରଦ ପାଓ୍ବାରଙ୍କୁ ଭେଟିଲେ ଗୌତମ ଆଦାନୀ

ମୁମ୍ବାଇ,୨୦ା୪: ଆଦାନୀ-ହିଣ୍ଡେନ୍‌ବର୍ଗ ପ୍ରସଙ୍ଗର ତଦନ୍ତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା କରାଇବା ପାଇଁ ବିରୋଧୀ ଦଳଗୁଡ଼ିକ ଅଡ଼ିବସିଛନ୍ତି। ଇତିମଧ୍ୟରେ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ...

ଭାରତର ପରିଚୟ ହୋଇଯାଇଛି ଡିଜିଟାଲ ବିନିମୟ, ସହକାରୀ ମହା ସମ୍ମିଳନୀରେ କହିଲେ ମୋଦି

ନୂଆଦିଲ୍ଲୀ,୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୧୭ ତମ ଭାରତୀୟ ସହକାରୀ ମହା ସମ୍ମେଳନକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ମୋଦି ଗତ ୯ବର୍ଷରେ ସହକାରିତା...

ନାଗରିକତା ସଂଶୋଧନ ଆଇନ: କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ; ଜାନୁୟାରୀ ୨୨ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୮।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦାଖଲ ହୋଇଥିବା ୫୯ଟି ଆବେଦନ ଉପରେ ବୁଧବାର ବିଚାର କରି ସୁପ୍ରିମ୍‌କୋର୍ଟ ଏହା ଉପରେ ରୋକ ଲଗାଇବାକୁ ମନା...

‘ଇଣ୍ଡିଆ’ବୈଠକରେ ଚନ୍ଦ୍ରୟାନ -୩, ସୂର୍ଯ୍ୟ ମିଶନକୁ ନେଇ ପାରିତ ହେଲା ପ୍ରସ୍ତାବ

ମୁମ୍ବାଇ,୧।୯: ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ହେଉଛନ୍ତି। ଏହି କ୍ରମରେ ମୁମ୍ବାଇରେ ବିରୋଧୀଙ୍କ ‘ଇଣ୍ଡିଆ’...

Advertisement
Archives

Model This Week