Posted inଫୁରସତ

ମାଙ୍କଡ଼ଙ୍କ ଦୌରାତ୍ମ୍ୟ: ଗାଁକୁ ବରଯାତ୍ରୀ ନେଇ ଆସିବାକୁ ଭୟ କରୁଛନ୍ତି ବରପକ୍ଷ

ପାଟନା,୨୮।୧: ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଯୋଗୁ ବିହାରର ଏକ ଗାଁରେ ବିବାହ ବୟସ ଗଡ଼ିଯାଉଥିଲେ ମଧ୍ୟ ଯୁବତୀମାନେ ବିବାହ କରିପାରୁ ନାହାଁନ୍ତି। ଗାଁକୁ ବରଯାତ୍ରୀ ନେଇ ଆସିବାକୁ ବରପକ୍ଷ ଭୟ କରୁଛନ୍ତି। ସ୍ଥାନୀୟ ଭୋଜପୁର ଜିଲା ରତନପୁର ଗାଁରେ ଏଭଳି ସମସ୍ୟା ଦେଖାଦେଇଛି। ମାଙ୍କଡ଼ ପଲ ବିଭିନ୍ନ ଉତ୍ସବ ସ୍ଥଳରେ ପହଞ୍ଚି ଡିଆଁଡ଼େଇଁ ଆରମ୍ଭ କରି ଭଙ୍ଗାରୁଜା କରୁଥିବାରୁ ଭୟରେ ଲୋକେ ଗାଁରେ କୌଣସି ଭଲମନ୍ଦ କାର୍ଯ୍ୟକ୍ରମ ଅବା ପର୍ବ ପର୍ବାଣୀ ପାଳନ କରିବାକୁ ଅମଙ୍ଗ ହେଉଛନ୍ତି। ଲୋକେ ଏନେଇ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ମାଙ୍କଡ଼ ସଂଖ୍ୟା ରୋକିବାରେ ପ୍ରଶାସନ ବିଫଳ ରହିଛି। ଫଳରେ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ରତନପୁର ଗାଁ କନ୍ୟାଙ୍କୁ ବିବାହ କରିବା ନା ଶୁଣିଲେ ବରପକ୍ଷ ସିଧା ସଳଖ ମନା କରିଦେଉଛନ୍ତି। ଏବେ ଗାଁକୁ ନେଇ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଚର୍ଚ୍ଚା ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଦୀରେ ବସି ଗୁଟ୍‌ଖା ଖାଉଥିଲେ ବର, କନ୍ୟା ଦେଲେ ଏକ ଶକ୍ତ ଚାପୁଡ଼ା, ଆଉ ତା’ ପରେ…

ପାନ-ମସଲା, ଗୁଟ୍‌ଖା ହେଉ କି ସିଗାରେଟ୍‌ ସମସ୍ତ ମାଦକ ଦ୍ରବ୍ୟ ସ୍ବାସ୍ଥ୍ୟପକ୍ଷେ ହାନିକାରକ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ମାତ୍ର ଅଧିକାଂଶ ଲୋକ ଏହା ଜାଣି...

କିପରି କରିବେ ବ୍ୟାଙ୍କ ଆକାଉଣ୍ଟ କ୍ଲୋଜିଂ

ବ୍ୟାଙ୍କ ଆକାଉଣ୍ଟ କ୍ଲୋଜିଂ କରିବାକୁ ଚାହୁଁଥିଲେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ନଜର ଦେବାକୁ ପଡ଼ିଥାଏ। ତେଣୁ ଏଭଳି ନିଷ୍ପତ୍ତି  ନେବା ପୂର୍ବରୁ  ନିମ୍ନଲିଖିତ ବିଷୟ...

ଜୀବନକୁ ବାଜି ଲଗାଇ ପାଣି ଟାଙ୍କିରୁ ଛୁଆକୁ ଉଦ୍ଧାର କଲା ମା’ ମାଙ୍କଡ: ଦେଖନ୍ତୁ ଭିଡିଓ…

ମାଟିରୁ ଆକାଶ ଯାଏ ଯିଏ ପରିବ୍ୟାପ୍ତ ସେ ହେଉଛି ମା’। ମା’ର ପଣତ ତଳେ ଛୁଆ ଥାଏ ସବୁଠୁ ବେଶି ସୁରକ୍ଷିତ। ଆଉ ଯେତେବେଳେ ନିଜର...

ସ୍ବାବଲମ୍ବୀ କରିଛି ଛେଳି ଚାଷ

ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଝାଙ୍କପାଲି ପଞ୍ଚାୟତ ମୁଣ୍ଡେର (ଖଲିଆପାଲି)ର ମନ୍ଦାକିନୀ ଭୋଇ, ସ୍ବାମୀ କୁଳମଣି ମୁଣ୍ଡେର, ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କୁ ନେଇ...

କଂକ୍ରିଟ କାନ୍ଥକୁ ଥଣ୍ଟରେ ତାଡି ବସା କରୁଛି ପକ୍ଷୀ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ପଶୁପକ୍ଷୀଙ୍କ ଭିଡିଓ ଭାଇରଲ ହେଉଛି। ବର୍ତ୍ତମାନ ଏକ ପକ୍ଷୀ ନିଜ ଥଣ୍ଟରେ କଂକ୍ରିଟ କାନ୍ଥକୁ ତାଡୁଥିବା ଭିଡିଓ ଭାଇରାଲ ହେବାରେ...

ଚାକିରି ଛାଡି, ଘର ବିକି ସ୍କୁଲ ବସ୍‌କୁ ସିଫ୍ଟ ହେଲେ ଏହି ଦମ୍ପତି

ଆମେରିକାରେ ରହୁଥିବା ଏକ ଦମ୍ପତି ସେମାନଙ୍କର ଚାରି ବଖରା ଘର, ସମ୍ପତ୍ତି ବିକ୍ରି କରି ଏକ ସ୍କୁଲ ବସରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଫ୍ଲୋରିଡାର ଏହି...

ରିୟଲ ଲାଇଫ୍‌ ସ୍ପାଇଡର ମ୍ୟାନ

ଇଣ୍ଡୋନେସିଆରେ ଏବେ ଚର୍ଚ୍ଚାରେ ରହିଛନ୍ତି ରିୟଲ ଲାଇଫ୍‌ ସ୍ପାଇଡର ମ୍ୟାନ। ତାଙ୍କ ନାଁ ହେଉଛି ରୁଡି ହାର୍ଟୋନୋ। ଏହି ବ୍ୟକ୍ତି ଜଣକ ସଡ଼କ ଓ ସମୁଦ୍ର...

ଦୂରତା ରକ୍ଷାକରି ଲୋକେ ଏମିତି ଦେଖିଲେ ବାଇକ୍‌ ରେସ୍‌

କରୋନା ଯୋଗୁ ସମଗ୍ର ବିଶ୍ୱରେ ଲକ୍‌ଡାଉନ୍‌ ଜାରି ରହିଛି। କେତେକ ସ୍ଥାନରେ ଏହି ଲକ୍‌ଡାଉନ୍‌ ଅବଧି ଶେଷ ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ପୁଣି...

Advertisement
Archives

Model This Week