Posted inଜାତୀୟ

ମାଗ୍‌ସେସେ ବିଜେତା ସନ୍ଦୀପ ଗୃହବନ୍ଦୀ

ଲକ୍ଷ୍ନୌ, ୧୨ା୮: ମାଗ୍‌ସେସେ ପୁରସ୍କାରପ୍ରାପ୍ତ ସାମାଜିକ କର୍ମୀ ସନ୍ଦୀପ ପାଣ୍ଡେଙ୍କୁ ରବିବାର ଗୃହବନ୍ଦୀ କରାଯାଇଛି। ୩୭୦ ଉଚ୍ଛେଦ ପ୍ରତିବାଦରେ ଜିପିଓ ପାର୍କ ନିକଟରେ ଧାରଣା ଦେବା ଲାଗି ଘୋଷଣା କରିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ବାଧୀନତା ଦିବସ ପର୍ଯ୍ୟନ୍ତ ନିଷେଧାଦେଶ ରହିଥିବାରୁ ଏଭଳି ଧାରଣାକୁ ଅନୁମତି ମିଳିବ ନାହିଁ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୮ ସେକେଣ୍ଡରେ ପାଇ’ର ମୂଲ୍ୟ ଦଶମିକ ପରେ ୧୦୦ ସଂଖ୍ୟା ପର୍ଯ୍ୟନ୍ତ କହି ରେକର୍ଡ କଲେ ୫ ବର୍ଷୀୟା ଝିଅ

ବିଜୟଓ୍ବାଡା,୧୪।୧: ଗଣିତ ସମ୍ପର୍କରେ ସାଧାରଣ ଜ୍ଞାନ ଥିବା ବ୍ୟକ୍ତିଙ୍କୁ ଯଦି ପାଇ(π)ର ମୂଲ୍ୟ ପଚରାଯାଏ, ତେବେ ସେ ୩.୧୪ ବୋଲି କହିବେ। କାରଣ ଗଣିତରେ ଏତିକି...

ପ୍ରଶାନ୍ତଙ୍କ ରାୟର ପୁନର୍ବିଚାର ହେଉ

ନୂଆଦିଲ୍ଲୀ, ୩୧।୮: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ପ୍ରତି ହୋଇଥିବା ରାୟର ପୁନର୍ବିଚାର ଲାଗି ଅନୁରୋଧ କରି ୧୨୨ ଜଣ ଆଇନ...

ପୃଥିବୀର ଘୂରିବା ବେଗ ଧିମା ହେଉଥିବାରୁ ଭୂମିକମ୍ପ ତୀବ୍ରତା ବଢୁଛି

ନୂଆଦିଲ୍ଲୀ: ପୃଥିବୀ ତା’ କକ୍ଷପଥରେ ୧୬୭୦ କିଲୋମିଟର ବେଗରେ ଘୂରୁଛି। ନାସାର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି, ପୃଥିବୀ ତା’ କକ୍ଷ ପଥରେ...

ସ୍କୁଲ ଖୋଲିଲା: ଉପସ୍ଥାନ କମ

ଶ୍ରୀନଗର,୨୦ା୮: ଅନୁଚ୍ଛେଦ ୩୭୦ ହଟିବା ପରେ ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା କଟକଣାକୁ କୋହଳ କରାଯାଇଛି। ସୋମବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ଖୋଲିଥିବାବେଳେ ଉପସ୍ଥାନ ବହୁତ...

ଜେଡିୟୁ, ଆର୍‌ଜେଡି ପ୍ରାର୍ଥୀ ତାଲିକା ଘୋଷିତ

ପାଟନା,୬।୧୦: ବିହାର ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବାବେଳେ ସୋମବାର ଜେଡିୟୁ ଓ ଆର୍‌ଜେଡି ପକ୍ଷରୁ ପ୍ରାର୍ଥୀତାଲିକା...

ରୋଗ ଚିହ୍ନଟ ନ ହୋଇ ପୁଅଙ୍କ ମୃତ୍ୟୁ ହେବାରୁ ମା’ ହେଲେ ଡାକ୍ତରାଣୀ: ମାଗଣାରେ କରୁଛନ୍ତି ଚିକିତ୍ସା

ମିରଟ,୨୯।୧୦: ସବୁ ଦୁଃଖ, କଷ୍ଟ ଓ ବିପଦରୁ ନିଜ ପିଲାଙ୍କୁ ଘଣ୍ଟ ଘୋଡାଇ ରଖିଥାଏ ମା’। କିନ୍ତୁ ପିଲାକୁ ଟିକେ ଆଘାତ ଲାଗିଲେ ସେ ଭାଙ୍ଗିପଡ଼େ।...

ସୁନା ଛୁଇଁବା ହେବ ସାତ ସପନ: ମାର୍ଚ୍ଚ-ଏପ୍ରିଲ୍‌ରେ ଟପିବ ୪୫ ହଜାର; ଡିସେମ୍ବରରେ ୫୦ ହଜାର !

ନୂଆଦିଲ୍ଲୀ,୨୦।୨: ଆଗକୁ ସୁନା ଛୁଇଁବା ସାତ ସପନ ପରି ହେବାକୁ ଯାଉଛି। ମାର୍ଚ୍ଚ-ଏପ୍ରିଲ୍‌ରେ ସୁନା ୧୦ ଗ୍ରାମ ପିଛା ଦାମ ୪୫ ହଜାର ଟଙ୍କା ଟପିବାର...

କେନ୍ଦ୍ର ସରକାର ନ ଦେଲେ ବି ଆମେ ମାଗଣାରେ ଦେବୁ କରୋନା ଟିକା: କେଜରିୱାଲ

ନୂଆଦିଲ୍ଲୀ,୧୩ ।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବୁଧବାର ଏକ ବଡ ଘୋଷଣା କରିଛନ୍ତି । କରୋନା ଭାଇରସଠାରୁ ଦୂରେଇ ରହିବାକୁ ଏବେ କରୋନା ଭ୍ୟାକ୍ସିନ...

Play 250+ Trending Games
Archives

Model This Week

Why Dharitri