ମାଗଣା ହୋଇପାରେ ‘ମୋ ସାଇକେଲ’

ଭୁବନେଶ୍ୱର, ୨୦-୧୧(ବ୍ୟୁରୋ):ଆସନ୍ତା ୨୬ ତାରିଖରେ ‘ମୋ ସାଇକେଲ ଯୋଜନା’କୁ ବର୍ଷେ ପୂରିବ। ମୋ ବସ୍‌ ଭଳି ମୋ ସାଇକେଲ ସଫଳ ହୋଇ ନ ଥିବାରୁ କିପରି ଅଧିକ ଆଦୃତ ହୋଇପାରିବ ସେନେଇ ନୂଆ କିଛି ଚିନ୍ତା କରାଯାଉଛି। ବାର୍ଷିକ ଉତ୍ସବରୁ ମୋ ସାଇକେଲକୁ ସପ୍ତାହରେ ଦିନେ କିମ୍ବା ଦୁଇଦିନ ଲୋକଙ୍କ ପାଇଁ ମାଗଣା କରିବାକୁ ଆଲୋଚନା ଚାଲିଛି। ଏହାବ୍ୟତୀତ ଗୋଟିଏ ଆପ୍ଲିକେଶନରେ ମୋ ସାଇକେଲ ଚଲାଇବା ପାଇଁ ବ୍ୟବସ୍ଥା କରାଯିବ। ଆଗାମୀ ଦିନରେ ମହିଳାମାନଙ୍କୁ ମୋ ସାଇକେଲ ଚଲାଇବା ପାଇଁ ଆକୃଷ୍ଟ କରାଯିବାକୁ କିଛି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ। ଗତ ୪ ମାସ ହେବ ମୋ ସାଇକେଲ ପରିଚାଳନା ଦାୟିତ୍ୱ କ୍ରୁଟ୍‌ ନେବା ପରେ ବହୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି। ଫଳରେ ବର୍ତ୍ତମାନ ମୋ ସାଇକେଲର ମାସିକ ଚାଳକଙ୍କ ସଂଖ୍ୟା ବଢି ୧୨ଶହରେ ପହଞ୍ଚତ୍ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ପ୍ରସଙ୍ଗରେ ପୁଣି ତେଜିଲା ରାଜନୀତି

ଭୁବନେଶ୍ୱର,୧ା୨(ବ୍ୟୁରୋ): ମହାନଦୀ ଜଳ ବିବାଦ ନେଇ ପୁଣି ରାଜନୀତି ଜୋର୍‌ ଧରିଛି। ମହାନଦୀ ଜଳ ବିବାଦ ନେଇ ଗଠିତ ଟ୍ରିବ୍ୟୁନାଲ ଗଠନର ଅବଧି ଶେଷ ହେବାକୁ...

ଜିଲା ଗସ୍ତ କରିବେ ବରିଷ୍ଠ କୃଷି ଅଧିକାରୀ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ) : ରାଜ୍ୟ ସରକାର ନେଉଥିବା ନିଷ୍ପତ୍ତି ଓ ଯୋଜନାଗୁଡ଼ିକ ତୃଣମୂଳ ସ୍ତରରେ ଚାଷୀମାନଙ୍କ ନିକଟରେ ପହଞ୍ଚୁଛି କି ନାହିଁ। ଏହାର ଫାଇଦା ସେମାନଙ୍କୁ କେତେ...

କୋଭିଡ୍‌-୧୯ ପରୀକ୍ଷଣ: ରାଜଧାନୀର ୫ ସ୍କୁଲରେ ନମୁନା ସଂଗ୍ରହ ଆରମ୍ଭ

ଭୁବନେଶ୍ୱର, ୧୨।୪(ବ୍ୟୁରୋ): କରୋନା ଭାଇରସ୍‌ କୋଭିଡ୍‌-୧୯ ପରୀକ୍ଷଣ ପାଇଁ ଭୁବନେଶ୍ୱରର ୫ ସ୍କୁଲରେ ନମୁନା ସଂଗ୍ରହ କେନ୍ଦ୍ର ଖୋଲାଯାଇଛି। ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର ସରକାରୀ...

ଲଗାଣ ବର୍ଷାରେ ଭାଙ୍ଗିଲା ଘର : ଅସହାୟ ଶଙ୍ଖାଳି

ଗଣିଆ, ୧୪।୯ (ଡି.ଏନ.ଏ.): ଲଗାଣ ବର୍ଷା ପ୍ରଭାବରେ ନୟାଗଡ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ହରିପୁର ଗ୍ରାମର ଶଙ୍ଖାଳି ବେହେରାଙ୍କ ଏକ ବଖରା ଚାଳଘର...

୪ ଜିଲାରେ ମିଳୁନି ପିଡିଏସ୍‌ ଗହମ, ରାଶନ ପାଇବାରୁ ବଞ୍ଚିତ ଅନ୍ୟ ଜିଲା

ଭୁବନେଶ୍ୱର,୧୧ା୫(ବ୍ୟୁରୋ)-ରାଜ୍ୟର ୪ ଜିଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଗହମ ମିଳୁନାହିଁ। ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ଜଟଣୀ ଗୋଦାମରୁ ଗତ ୪ ମାସ ହେବ ଗହମ...

ଗଠନ ହେଲା ବିଜେଡିର ନୂଆ ଗଣମାଧ୍ୟମ ଟିମ୍‌

ଭୁବନେଶ୍ୱର,୩୧ା୧୨(ବ୍ୟୁରୋ): ନୂଆବର୍ଷରେ ବିଜେଡିର ନୂଆ ଗଣମାଧ୍ୟମ ଟିମ୍‌ ଗଠିତ ହୋଇଛି। ବିଜୁ ଜନତା ଦଳର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ଏମ୍‌ପି ମାନସ ମଙ୍ଗରାଜ ମନୋନୀତ ହୋଇଛନ୍ତି।...

ବୀରମହାରାଜପୁରରୁ ପଦ୍ମନାଭ ବେହେରା ପଛୁଆ

ବୀରମହାରାଜପୁର,୨୩।୫: ବୀରମହାରାଜପୁର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ପଦ୍ମନାଭ ବେହେରା ପଛରେ ପଡ଼ିଛନ୍ତି। ୫ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ପଦ୍ମନାଭ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ...

ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ହେଲେ ଡି.ଏସ୍‌ କୁଟ୍ଟେ

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ): ବରିଷ୍ଠ ଆଇପିଏସ୍‌ ଅଫିସର ଧୀରେନ୍ଦ୍ର ସାମ୍ଭାଜି କୁଟ୍ଟେଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ବୁଧବାର ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।...

Advertisement
Archives

Model This Week