Posted inଖେଳ

ମହିଳା ସୁପର ଲିଗ୍‌: ଚେଲସି ଚାମ୍ପିୟନ ଘୋଷିତ

ଲଣ୍ଡନ,୬।୬: ମହିଳା ଚେଲସି ଏଫ୍‌ସି ଏଥର ମହିଳା ସୁପର ଲିଗ୍‌ର ଚାମ୍ପିୟନ ଘୋଷିତ ହୋଇଛି। ଗତମାସ ୨୦୧୯-୨୦ ସେସନକୁ କୋଭିଡ୍‌-୧୯ ମହାମାରୀ କାରଣରୁ ବାତିଲ କରାଯାଇଛି। ଫଳରେ ‘ପଏଣ୍ଟ ପର ଗେମ୍‌’ ରେକର୍ଡକୁ ଦୃଷ୍ଟିରେ ରଖି ମଞ୍ଚେଷ୍ଟର ସିଟିକୁ ପଛରେ ପକାଇ ଚେଲସି ଚାମ୍ପିୟନ ଘୋଷିତ ହୋଇଛି। ସେହିପରି ଗତଥର ଚାମ୍ପିୟନ ଆର୍ସେନାଲ ତୃତୀୟ ସ୍ଥାନରେ ରହିଛି। ମାଞ୍ଚେଷ୍ଟର ସିଟି ଗୋଟିଏ ଅଧିକ ପଏଣ୍ଟ ପାଇଥିଲେ ମଧ୍ୟ ମାର୍ଚ୍ଚରେ ସେସନ ସସ୍‌ପେଣ୍ଡ ହେଲା ବେଳକୁ ଗୋଟିଏ ଅତିରିକ୍ତ ମ୍ୟାଚ୍‌ ଖେଳିଥିଲା। ଲିଗ୍‌ ମୋଟ୍‌ ଉପରେ ଆଉ ୭ଟି ମ୍ୟାଚ୍‌ ଖେଳାଯିବାକୁ ବାକି ରହିଥିବା ବେଳେ ଫଳରେ ଚେଲସି ଲାଭବାନ ହୋଇଥିଲା। ଏହା ପୂର୍ବରୁ ଚେଲ୍‌ସି ୨୦୧୮ରେ ଟାଇଟଲ ହାସଲ କରିଥିଲା। ଏବେ ଚେଲ୍‌ସି ସହିତ ମାଞ୍ଚେଷ୍ଟର ସିଟି ଚାମ୍ପିୟନ୍ସ ଲିଗ୍‌ ଖେଳିବାକୁ ଯୋଗ୍ୟାତ ହାସଲ କରିଛି। ମହିଳା ସୁପର ଲିଗ୍‌ରେ ଆର୍ସେନାଲ ଓ ଚେଲସି ସର୍ବାଧିକ ୩ଟି ଲେଖାଏ ଟାଇଟଲ ଜିତିଛନ୍ତି। ଏହାପୂବରୁ ଚେଲସି ୨୦୧୫, ୨୦୧୭-୧୮, ୨୦୧୯-୨୦ରେ ଟାଇଟଲ ହାସଲ କରିଥିଲା। ସେହିପରି ୨୦୧୪ ଓ ୨୦୧୬ରେ ରନର୍ସଅପ୍‌ ବିବେଚିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଦେଶୀ ଖେଳାଳି ହ୍ରାସ ପାଇଁ ସୁପାରିସ

ନୂଆଦିଲ୍ଲୀ, ୯ା୫ (ପି.ଟି.):ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ର ଟେକ୍‌ନିକାଲ କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଆସନ୍ତାବର୍ଷରୁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଓ ଆଇ-ଲିଗ୍‌ରେ...

ଏହି କ୍ରିକେଟ ଖେଳାଳିଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି ମିତାଲି ରାଜ୍‌

ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଅଧିନାୟକ ମିତାଲି ରାଜଙ୍କ ପ୍ରଦର୍ଶନକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥାଏ। କିଛି ଦିନ ତଳେ ମିତାଲୀ ରାଜଙ୍କୁ ଏକ ସାକ୍ଷାତକାରରେ...

ଆଇ- ଲିଗ୍‌: ଚର୍ଚ୍ଚିଲର ସଂଘର୍ଷପୂର୍ଣ୍ଣ ବିଜୟ

ମାରଗାଓ,୧୬।୨(ପି.ଟି.)- ଚଳିତ ଆଇ- ଲିଗ୍‌ରେ ଶୁକ୍ରବାର ଖେଳାଯାଇଥିବା ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଚର୍ଚ୍ଚିଲ ବ୍ରଦର୍ସ ୨-୧ ଗୋଲରେ ଆଇଜଲ ଏଫ୍‌ସିକୁ ପରାସ୍ତ କରିଛି। ଚର୍ଚ୍ଚିଲର ଓ୍ବିଲିସ୍‌...

ବିସିସିଆଇ ଜେନେରାଲ ମ୍ୟାନେଜର ପଦରୁ ସବା କରିମ୍‌ଙ୍କ ଇସ୍ତଫା

ମୁମ୍ବାଇ,୧୯।୭(ପି.ଟି.): ପୂର୍ବତନ କ୍ରିକେଟର ସବା କରିମ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ରିକେଟ ଅପରେଶନ ଜେନେରାଲ ମ୍ୟାନେଜର ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ପଦରୁ...

ଡ୍ରଗ୍ସ କାରବାର ଅଭିଯୋଗରେ ଶ୍ରୀଲଙ୍କା କ୍ରିକେଟର ଅଟକ

କଲମ୍ବୋ, ୨୬।୫(ଏଏଫପି)- ଡ୍ରଗ୍ସ କାରବାର ଅଭିଯୋଗରେ ଶ୍ରୀଲଙ୍କାର ଅନ୍ତର୍ଜାତୀୟ କ୍ରିକେଟର ଶେହାନ ମଦୁଶନକାଙ୍କୁ ପୋଲିସ ଅଟକ ରଖିଛି। ୨୦୧୮ରେ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ହ୍ୟାଟ୍ରିକ...

ବିଶ୍ୱ ରେସଲିଂ ଚାମ୍ପିୟନଶିପ୍‌ରେ ରବୀନ୍ଦରଙ୍କୁ ରୌପ୍ୟ

ବୁଦାପେଷ୍ଟ, ୩୧।୧୦ (ପି.ଟି.)- ଭାରତୀୟ କୁସ୍ତିଯୋଦ୍ଧା ରବୀନ୍ଦର ଏଠାରେ ଅନୁଷ୍ଠିତ ୨୩ ବର୍ଷରୁ କମ୍‌ ବିଶ୍ୱ ରେସଲିଂ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ହାସଲ କରିଛନ୍ତି। ପୁରୁଷ...

ଏହି ବିଦେଶୀ କ୍ରିକେଟର ଶେୟାର କଲେ ଆଲିଆ ଭଟ୍ଟଙ୍କ ଫଟୋ

ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ହର୍ଶେଲ ଗିବ୍ସ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏକ ଆନିମେଟେଡ୍‌ ଫଟୋ ନିଜ ଟୁଇଟରରେ ଶେୟାର କରି ଟ୍ରୋଲ୍‌ ହୋଇଛନ୍ତି।...

ଭାରତୀୟ କ୍ରିକେଟ୍‌ ଦଳର ଏହି ସ୍ପିନରଙ୍କ ଭାବି-ସ୍ତ୍ରୀଙ୍କ ନୃତ୍ୟ ଭିଡିଓ ଭାଇରାଲ: ସୋସିଆଲ ମିଡିଆରେ ଚର୍ଚ୍ଚା

ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କର ନିକଟରେ ନୃତ୍ୟଶିଳ୍ପୀ ଧନଶ୍ରୀ ବର୍ମାଙ୍କ ସହ ନିର୍ବନ୍ଧ ହୋଇଥିଲା। ଯଦିଓ ଧନଶ୍ରୀ ଜଣେ ଡାକ୍ତର, ସେ...

Coronavirus Update


Archives

Model This Week

Why Dharitri