Posted inଜାତୀୟ

ମହିଳା ଅଧିକାରୀଙ୍କୁ ସେନାରେ ମିଳିବ ସ୍ଥାୟୀ କମିଶନ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୭।୨: ଏବେ ମହିଳା ଅଧିକାରୀଙ୍କୁ ସେନାରେ ସ୍ଥାୟୀ କମିଶନ ମିଳିବ। ଏନେଇ ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ୨୦୧୦ରେ ଦିଆଯାଇଥିବା ରାୟକୁ ସର୍ବୋଚ୍ଚ ନ୍ୟାୟାଳୟ ସମର୍ଥନ କରିଛନ୍ତି। ଏହା ସହିତ କେନ୍ଦ୍ର ସରକାରଙ୍କୁ ଭର୍ସନା କରିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ରାୟ ପରେ ମଧ୍ୟ ସରକାରଙ୍କ ପକ୍ଷରୁ ଏହାର ଲାଗୁ ନେଇ ଟାଳଟୁଳ ନୀତି କରାଯିବାରୁ ବାଧ୍ୟ ହୋଇ ମହିଳା ସେନା ଅଧିକାରୀ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଅଜୟ ରସ୍ତୋଗୀଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଭାରତୀୟ ସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ମିଳିବା ଏକ ବିକାଶମୂଳକ ପ୍ରକ୍ରିୟା। ତେଣୁ ଏହାକୁ ଲାଗୁ କରାଯିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଅନନ୍ୟାଙ୍କ ଘରୁ ଏନ୍‌ସିବି ଟିମ୍ ଜବତ କଲା ଇଲୋକ୍ଟ୍ରନିକ୍ସ ଜିନିଷ

ମୁମ୍ବାଇ,୨୧ ।୧୦: ଡ୍ରଗ୍ସ ମାମଲାର ଚେର ବଲିଉଡର କୋଣେ କୋଣେ ବ୍ୟାପିଯାଇଥିବା ଆଲୋଚନା ହେଲାଣି । ନିକଟରେ କ୍ରୁଜ ଡ୍ରଗ୍ସ ମାମାଲାରେ ଫସି ରହିଥିବା ଆର୍ଯ୍ୟନ...

ୟୁନିସେଫ୍‌ ରିପୋର୍ଟ: ବିସ୍ଥାପନ ଯୋଗୁ ବିଶ୍ୱରେ ୪କୋଟି ଶିଶୁଙ୍କୁ ଛାଡିବାକୁ ପଡିଛି ଘର

ନୂଆଦିଲ୍ଲୀ,୨୪।୬: ୟୁନିସେଫ୍‌ ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ ୨୦୨୨ମସିହାରେ ୪୩.୩କୋଟି ଶିଶୁଙ୍କୁ ବାଧ୍ୟତାମୂଳକ ବିସ୍ଥାପନର ଶିକାର ହେବାକୁ ପଡିଥିଲା। ସଦ୍ୟତମ ରିପୋର୍ଟ...

ରାକେଶ ଟିକାଏତଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୨୭।୩: କୃଷକ ନେତା ରାକେଶ ଟିକାଏତଙ୍କୁ ହତ୍ୟା ଧମକ ମିଳିଛି। ଏନେଇ ସେ ଏକ ମାମଲା ରୁଜୁ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।...

୫୦୦ ବର୍ଷ ଭିତରେ ମୋଦି ସବୁଠୁ ବଡ ନେତା, କହିଲେ ଏହି ରାଜ୍ୟର ମନ୍ତ୍ରୀ

ଭୋପାଳ,୫।୮: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ରାମ ମନ୍ଦିରର ଭୁମି ପୂଜନ ସମାରୋହ ବୁଧବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି।...

କୋର୍ଟ ପରିସରରେ ବାର କାଉନସିଲର ମୁଖ୍ୟଙ୍କୁ ହତ୍ୟା

ଆଗ୍ରା,୧୨।୬: ଦୁଇ ଦିନ ତଳେ ଉତ୍ତର ପ୍ରଦେଶ ବାର କାଉନସିଲର ମୁଖ୍ୟ ଭାବେ ନିର୍ବାଚିତ ହୋଇଥିବା ଦରଭେଶ ଯାଦବଙ୍କୁ ବୁଧବାର ସର୍ବସମ୍ମୁଖରେ ଗୁଳି କରି ହତ୍ୟା...

ରାଜ୍ୟ ସଭାରେ ହଠାତ୍‌ ଭୋ-ଭୋ ହୋଇ କାନ୍ଦିଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୨୫।୩: ପାର୍ଲାମେଣ୍ଟର ଉଭୟ ଗୃହରେ ଆଜି ଉତ୍ତେଜନାପୂର୍ଣ୍ଣ ଥିଲା। ଶୁକ୍ରବାର ଭାଜପା ସମେତ ଅଧିକାଂଶ ଦଳ ପଶ୍ଚିମବଙ୍ଗ ବୀରଭୂମ ହିଂସାକୁ ନେଇ ଲୋକ ସଭା ଓ...

ପେଗାସସ୍‌ ମାମଲା: ଆସନ୍ତା ସପ୍ତାହରେ ନିଷ୍ପତ୍ତି

ନୂଆଦିଲ୍ଲୀ, ୨୪ା୯:ପେଗାସସ୍‌ ସ୍ପାଏଓ୍ବେର ବ୍ୟବହାରରେ କେନ୍ଦ୍ର ସରକାରଙ୍କ ଭୂମିକା ସମ୍ପର୍କରେ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟରେ ଆଗତ ଏକାଧିକ ଆବେଦନର ଶୁଣାଣି ଗୁରୁବାର ହୋଇଥିଲା। ସର୍ବୋଚ୍ଚ...

୬୯ ବର୍ଷରେ ମୋଦି

ନୂଆଦିଲ୍ଲୀ,୧୭।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୬୯ ବର୍ଷରେ ପାଦ ଦେଇଛନ୍ତି। ଜନ୍ମଦିନରେ ମୋଦି ଗୁଜରାଟ ନର୍ମଦା ଜିଲାର ସର୍ଦ୍ଦାର ସରୋବର ଡ୍ୟାମ୍‌ ନିକଟରେ...

Advertisement
Archives

Model This Week