Posted inଜାତୀୟ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୫ ଜଣଙ୍କ ଜୀବନ ଗଲା, ୨ ଗୁରୁତର

ନାଳନ୍ଦା,୧୩।୧୧: ବିହାରର ନାଳନ୍ଦାରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗିରିୟକ ଥାନା ଅଞ୍ଚଳରେ ଏକ ଟ୍ରକ୍‌ ଅଟୋକୁ ଧକ୍କା ଦେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଟ୍ରକ୍‌ଟି ସନ୍ତୁଳନ ହରାଇ ବିପରୀତ ପାର୍ଶ୍ୱରୁ ଆସୁଥିବା ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ଯାତ୍ରୀମାନେ ଟ୍ରକ୍‌ ଚକା ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ତୁରନ୍ତ ହସ୍ବିଟାଲରେ ଭର୍ତ୍ତି କରିଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ହେବ ଜରୁରୀ ଶୁଣାଣି

ନୂଆଦିଲ୍ଲୀ,୩।୩(ପି.ଟି.): ନିର୍ବାଚନ ବେଳେ ଭୋଟରମାନଙ୍କୁ ପ୍ରଲୋଭିତ କରିବା ଲାଗି ବିଭିନ୍ନ ଦଳ ପକ୍ଷରୁ ମାଗଣା ଉପହାର ପ୍ରତିଶ୍ରୁତି ଦିଆଯାଉଛି। ଉକ୍ତ ରାଜନୈତିକ ଦଳଗୁଡ଼ିକ ବିରୋଧରେ ଏତଲା...

କରୋନା ଯୋଗୁ ୨ହଜାର ଟଙ୍କିଆ ଧୋଇ, ସାନିଟାଇଜ କରି ନଷ୍ଟ ହେଲା ୧୭ କୋଟି ନୋଟ

ନୂଆଦିଲ୍ଲୀ,୨୯।୮: କରୋନା ପାଇଁ ଅନେକ ଗୁଡିଏ ଜିନିଷ ନଷ୍ଟ ହୋଇଥିବା ଦେଖାଯାଇଛି। ଲୋକେ ବ୍ୟବସାୟ, ପରିବହନ, ରୋଜଗାର ସବୁଥିରେ କ୍ଷତି ସହିଛନ୍ତି। ଏମିତିକି କରୋନା ସଂକ୍ରମଣକୁ...

ପରେଶ ରାଓ୍ବଲଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କଲା ପୋଲିସ

କୋଲକାତା,୬।୧୨: ବଙ୍ଗାଳିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି ଭାଜପା ନେତା ତଥା ବଲିଉଡ୍‌ ଅଭିନେତା ପରେଶ ରାଓ୍ବଲ। ତାଙ୍କର ବିବାଦୀୟ ବୟାନକୁ...

କେନ୍ଦ୍ର-ରାଜ୍ୟ ବିଜ୍ଞାନ ସମ୍ମିଳନୀର ଉଦଘାଟନ କଲେ ମୋଦି

ନୂଆଦିଲ୍ଲୀ,୧୦ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର-ରାଜ୍ୟ ବିଜ୍ଞାନ ସମ୍ମିଳନୀର ଉଦଘାଟନ କରିଛନ୍ତି । ଏହି ଦୁଇ ଦିନିଆ କନକ୍ଲେଭର...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ରେ ପହଞ୍ଚିଲା: ଜଣେ ମୃତ

ନୂଆଦିଲ୍ଲୀ,୧୩।୩: ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶୁକ୍ରବାର ସୁଦ୍ଧା ୭୫ ଜଣ କରୋନା ଭାଇରସରେ ସଂକ୍ରମିତ ହେବା ସହ ଜଣଙ୍କର ମୃତ୍ୟୁ...

ଚାରଧାମ ପ୍ରୋଜେକ୍ଟରେ ସଡ଼କ ଚୌଡ଼ା କରିବାକୁ ମଞ୍ଜୁରୀ, ଚାଇନା ଉପରେ ବି ନଜର…

ନୂଆଦିଲ୍ଲୀ, ୧୪।୧୨: ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଆଦି ଧାମକୁ ସଂଯୋଗ କରିବା ଲାଗି ପ୍ରସ୍ତାବିତ ଚାରଧାମ ପ୍ରୋଜେକ୍ଟକୁ ମଞ୍ଜୁରୀ ମିଳିଛି। ଏହା...

ଦେଶରେ କରୋନା ଟିକାକରଣ ୬୦ କୋଟି ଟପିଲା, ଏବେବି ପ୍ରତିଦିନ ଆବଶ୍ୟକ ୧ କୋଟି ଟିକା

ନୂଆଦିଲ୍ଲୀ,୨୬ ।୮: କରୋନାକୁ ହରାଇବାରେ ଦେଶ ତା’ର ଉଦ୍ୟମ ଜାରି ରଖିଛି । ଦେଶରେ ଦ୍ରୁତ ଗତିରେ ଚାଲୁଥିବା ଟିକାକରଣ ଏବେ ୬୦ କୋଟିରେ ପହଞ୍ଚିଛି...

ବନ୍ଧୁତ୍ୱ ଦିବସରେ ମୋଦିଙ୍କ ପାଇଁ ଏମିତି ପୋଷ୍ଟ କଲେ ରାହୁଲ

ନୂଆଦିଲ୍ଲୀ,୧।୮: ବନ୍ଧୁତ୍ୱ ଦିବସ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଅପ୍‌ଲୋଡ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭିଡିଓରେ...

Advertisement
Archives

Model This Week