Posted inଜାତୀୟ

ମରାଠା କୋଟା ଆଇନ : ଜରୁରୀ ଶୁଣାଣି ଆବେଦନରବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦ା୭(ପି.ଟି.)-ମରାଠା ସମ୍ପ୍ରଦାୟକୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ସୁବିଧା ଦେଇଥିବା ମହାରାଷ୍ଟ୍ର ଆଇନର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ବେଳେ ମାମଲାର ଜରୁରୀ ଶୁଣାଣି ଆବେଦନର ବିଚାର କରିବାକୁ ସର୍ବୋଚ୍ଚ ଅଦାଲତ ରାଜି ହୋଇଛନ୍ତି। ଜରୁରୀ ଶୁଣାଣିଯୋଗ୍ୟ ମାମଲା ତାଲିକାରେ ସ୍ଥାନ ପାଇ ନ ଥିବା ଆଇନଜୀବୀ କହିବା ପରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାକୁ ଅନୁଧ୍ୟାନ କରିବେ ବୋଲି କହିଛନ୍ତି। ସଂରକ୍ଷଣର ସାମ୍ବିଧାନିକ ବୈଧତାକୁ ବମ୍ବେ ହାଇକୋର୍ଟ କାଏମ ରଖିଥିବାବେଳେ ଏହାକୁ ଜେ. ଲକ୍ଷ୍ମଣ ରାଓ ପାଟିଲ ଏବଂ ଆଇନଜୀବୀ ସଞ୍ଜୀତ୍‌ ଶୁକ୍ଳା ଚ୍ୟାଲେଞ୍ଜ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲ୍ୟୁଟ୍‌ନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଦେଶର ସେନାମୁଖ୍ୟ

ନୂଆଦିଲ୍ଲୀ,୧୮।୪: ଲ୍ୟୁଟ୍‌ନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଦେଶର ନୂଆ ସେନା ମୁଖ୍ୟ ହେବେ। କେନ୍ଦ୍ର ସରକାର ତାଙ୍କ ନିଯୁକ୍ତିକୁ ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସରକାର...

ମମତାଙ୍କ ଗଡରେ ଗର୍ଜିଲେ ଶାହା

କୋଲକାତା,୧୮ ।୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ସେଠାରେ ରାଜନୈତିକ ନାରା ବେଳକୁ ବେଲ ବଢି ବଢି ଚାଲିଛି । ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ...

କଙ୍ଗନାଙ୍କ କାର୍ଯ୍ୟାଳୟ ଭଙ୍ଗା ଘଟଣା: କ୍ଷତି ହୋଇଛି ୨ କୋଟି

ମୁମ୍ବାଇ,୧୦ ।୯: ବିଏମ୍‌ସି ବିରୋଧରେ କ୍ରିମିନାଲ ଆକ୍ସନ ନେବେ ବଲିଉଡ୍ ନାୟିକା କଙ୍ଗନା ରାନାୱତ । ମହାରାଷ୍ଟ୍ର ସରକାରଙ୍କ ସହ କଙ୍ଗନାଙ୍କର ଚାଲିଥିବା ବିବାଦ ମଧ୍ୟରେ...

ଗୁଜରାଟରେ ଲଗାତାର ୭ମ ଥର ପାଇଁ କ୍ଷମତା ହାତେଇବ ଭାଜପା…

ଅହମଦାବାଦ,୮।୧୨ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ପ୍ରାରମ୍ଭିକ ଗଣତିରେ ରାଜ୍ୟର ୧୮୨ ବିଧାନସଭା ଆସନ...

କଂଗ୍ରେସର ମିନି ଘୋଷଣାପତ୍ର: ବିରୋଧୀଦଳଙ୍କ ସହିତ କ୍ଷମତାକୁ ଫେରିବା ପ୍ରୟାସ…

ରାୟପୁର,୨୫।୨ : ଛତିଶଗଡର ରାଜଧାନୀ ରାୟପୁରର ଅନୁଷ୍ଠିତ ୮୫ ତମ ଜାତୀୟ ସମ୍ମିଳନୀରେ କଂଗ୍ରେସ ଆଗାମୀ ଦିନର ଲଢ଼େଇର ରୂପରେଖ ସ୍ପଷ୍ଟ କରିଛି । ଦଳ...

ପୁଣି ଆତଙ୍କ ଘନେଇଲା, ବିଏଫ୍‌.୭ ଭାରିଆଣ୍ଟ ନେଇ ସତର୍କ ରହିବାକୁ ପରାମର୍ଶ…

ନୂଆଦିଲ୍ଲୀ, ୨୨।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ...

ଡିଫେନ୍ସ ଏକ୍ସପୋରେ ବନ୍ଧୁକ ଉଠାଇଲେ ମୋଦି

ଲକ୍ଷ୍ନୌ,୫।୨: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ବୁଧବାର ଡିଫେନ୍ସ ଏକ୍ସପୋ ଆୟୋଜିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଆଧୁନିକ ଅସ୍ତ୍ରଶସ୍ତ୍ରର ଅନୁଧ୍ୟାନ କରିଥିଲେ। ସେଠାରେ...

ମହେନ୍ଦ୍ର ଭଟ୍ଟ ଉତ୍ତରାଖଣ୍ଡ ଭାଜପା ପ୍ରଦେଶ ଅଧ୍ୟକ୍ଷ

ଡେରାଡୁନ,୩୦।୭: ଉତ୍ତରାଖଣ୍ଡରେ ଭାଜପା ନୂଆ ପ୍ରଦେଶ ଅଧ୍ୟକ୍ଷର ନାମ ଘୋଷଣା କରିଛି। ଗତ କିଛି ଦିନରୁ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ନୂତନ ରାଜ୍ୟ ଅଧ୍ୟକ୍ଷଙ୍କ ନାମକୁ...

Advertisement
Archives

Model This Week