ମନ୍ଦିର-ମସ୍‌ଜିଦ୍‌-ଚର୍ଚ୍ଚ ଫଟୋ ଛାଡ଼ି ନୂଆବର୍ଷର ଅଭିନନ୍ଦନ ଜଣାଇଲେ ସାରା

ପୁରୁଣା ବର୍ଷକୁ ବିଦାୟ ଦେଇ ପାଦ ଥାପିଛି ନୂଆବର୍ଷ। ନୂଆବର୍ଷ ପାଳନ ନେଇ ସବୁଆଡେ ଉତ୍ସବ ଓ ଉଦ୍ଦୀପନାର ପରିବେଶ। ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ନିଜ ପ୍ରଶଂସକଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌। ସେ ଏକ ନିଆରା ଢଙ୍ଗରେ ନବବର୍ଷ ପାଳିଛନ୍ତି। ନିଜ ଇନ୍‌ଷ୍ଟାଗ୍ରାମରେ ସେ ମନ୍ଦିର-ମଜସିଦ୍‌- ଚର୍ଚ୍ଚ ଏବଂ ଗୁରୁଦ୍ୱାର ଫଟୋ ଛାଡି ପ୍ରଶଂସକଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି। ନିଜେ କିଛି ବନ୍ଧୁଙ୍କ ସହ ଗୁରୁଦ୍ୱାରରେ ପହଞ୍ଚିଛନ୍ତି ସାରା। ଖ୍ରୀଷ୍ଟମାସରେ ସେ ମା’ ଅମୃତା ସିଂ ଏବଂ ଭାଇ ଇବ୍ରାହିମ୍‌ଙ୍କ ସହ ନଜରକୁ ଆସିଥିଲେ। ଏବେ ସାରା ବରୁଣ ଧାଓ୍ବନଙ୍କ ସହ କୁଲି ନଂ-୧ ଫିଲ୍ମ ଶୁଟିଂରେ ବ୍ୟସ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବିବାଦରେ ପପୁ ପମ୍‌ପମ୍‌: ରାନୁଙ୍କୁ ଅନୁକରଣ କରୁଥିବାର ଭିଡିଓ ଭାଇରାଲ, କଟୁ ସମାଲୋଚନା କରୁଛନ୍ତି ପ୍ରଶଂସକ

ଭୁବନେଶ୍ୱର, ୨୭।୮(ବ୍ୟୁରୋ): ପୁଣି ବିବାଦରେ କମେଡିଆନ୍‌ ପପୁ ପମ୍‌ପମ୍‌ ଓରଫ ତତ୍ତ୍ୱ ପ୍ରକାଶ ଶତପଥି। ନିକଟରେ ନିଜର ଆଗାମୀ ଫିଲ୍ମ ‘ମିଷ୍ଟର କହ୍ନେୟାଁ’ ପୋଷ୍ଟରକୁ ନେଇ...

ଦିନଥିଲା ସାଙ୍ଗଙ୍କଠାରୁ ଖାଦ୍ୟ ମାଗି ଖାଉଥିଲେ, ଏବେ ବଲିଉଡ୍‌ର ଜଣେ ଆଗଧାଡିର ଅଭିନେତା

ରାଜକୁମାର ରାଓ ବା ରାଜକୁମାର ଯାଦବ ହେଉଛନ୍ତି ବଲିଉଡ୍‌ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ସଫଳ କଳାକାର। ୨୦୧୦ରେ ‘ଲଭ ସେକ୍ସ ଔର ଧୋକା’ ଫିଲ୍ମ...

ସିଦ୍ଧାର୍ଥଙ୍କଠାରୁ ଅର୍ଜୁନଙ୍କୁ ଭଲ କିସର୍‌ କହିଲେ ପରିଣୀତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପରିିଣୀତି ଚୋପ୍ରା ଏବେ ବ୍ୟାଡ୍‌ମିଣ୍ଟନ ଖେଳାଳି ସାଇନା ନେହଓ୍ବାଲଙ୍କ ବାୟୋପିକ୍‌ କରିବାରେ ବ୍ୟସ୍ତ। ଏଥିରେ ଅଭିନୟ କରିବା ଲାଗି ପରିଣୀତି ବହୁତ...

କଫି ପିଆଇବାକୁ ଆସୁଛନ୍ତି କରନ ଜୋହର

ମୁମ୍ବାଇ: ବଲିଉଡର ନାମୀ ନିର୍ଦ୍ଦେଶକ ବଲିଉଡ ବ୍ୟତୀତ ତାଙ୍କ ଶୋ’ ‘କଫି ୱିଥ କରନ’କୁ ନେଇ ଖୁବ ଚର୍ଚ୍ଚିତ । ଶୋ’ର କିଛି ନା କିଛି...

ଜୋତାର ନିଆରା ମ୍ୟୁଜିୟମ୍‌

କାନାଡାର ଟରଣ୍ଟୋ ସ୍ଥିତ ବ୍ଲୋର୍‌ ଷ୍ଟ୍ରିଟ୍‌ଠାରେ ଥିବା ବାଟା ସୁ ମ୍ୟୁଜିୟମ ପୃଥିବୀର ଏକ ବିଖ୍ୟାତ ଜୋତା ମ୍ୟୁଜିୟମ୍‌ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଠାରେ...

ପୁଣି ସ୍କ୍ରିନ୍‌ ଶେୟାର୍‌ କରିବେ ରାଣୀ-ଅଭିଷେକ୍‌

ଦୀର୍ଘ ୧୨ ବର୍ଷ ପରେ ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ ରାଣୀ ମୁଖର୍ଜୀ ପୁଣି ଥରେ ଏକାଠି ସ୍କ୍ରିନ୍‌ ଶେୟାର୍‌ କରିବାକୁ ଯାଉଛନ୍ତି।...

ମୁମ୍ବାଇରେ ହାଇ ପ୍ରୋଫାଇଲ ସେକ୍ସ ର଼୍ୟାକେଟ: ହୋଟେଲରୁ ୩ ଅଭିନେତ୍ରୀ ଗିରଫ

ମୁମ୍ବାଇ, ୨୪।୧୦: ମୁମ୍ବାଇ ଉପନଗର ଗୋରେଗାଓଁର ଏକ ୫ଷ୍ଟାର ହୋଟେଲରେ ଚାଲିଥିଲା ସେକ୍ସ ର଼୍ୟାକେଟ୍‌। ବିଶେଷ ସୂତ୍ରରୁ ଖବର ପାଇ ଶୁକ୍ରବାର ରାତିରେ ପୋଲିସ ଉକ୍ତ...

ସ୍ତ୍ରୀ କିରଣଙ୍କ ପାଇଁ ଅନୁପମ ଖେର ନେଲେ ବଡ଼ ନିଷ୍ପତ୍ତି

ବଲିଉଡ୍‌ ଅଭିନେତା ଅନୁପମ୍‌ ଖେର ତାଙ୍କ ସ୍ତ୍ରୀ ତଥା ଭାଜପା ଏମ୍‌ପି କିରଣ ଖେରଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି। କିରଣ ଏବେ ରକ୍ତ କର୍କଟ ରୋଗରେ...

Advertisement
Archives

Model This Week