Posted inଜାତୀୟ

ମନେ ପଡିଲେନି ମମତା

କୋଲକାତା,୧୩।୨: ପଶ୍ଚିମବଙ୍ଗର ସତ୍‌ ଲେକ୍‌ ସେକ୍ଟର-୫ ଓ ସତ୍‌ ଲେକ୍‌ ଷ୍ଟାଡିୟମ ମଧ୍ୟରେ ଉଦ୍‌ଘାଟନ ହେବାକୁ ଥିବା ମେଟ୍ରୋ କରିଡରର ଉଦ୍‌ଘାଟନ ଉତ୍ସବ ପାଇଁ ଯେଉଁ ନିମନ୍ତ୍ରଣ ପତ୍ର ଛପାଯାଇଥିଲା ତାହ ଏବେ ଚର୍ଚ୍ଚାକୁ ଆସିଛି। ସେଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁ ନ ଥିବା ଦେଖିବା ପରେ ଏହା ଚର୍ଚ୍ଚାକୁ ଆସିଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ଓ ବାବୁଲ ସୁପ୍ରିୟୋଙ୍କ ନାଁ ଥିବା ବେଳେ ମମତାଙ୍କ ନାଁ ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟା ୫ଟାରେ ଏହା ଉଦ୍‌ଘାଟନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଙ୍ଗୁଲୀଙ୍କୁ ହସ୍ପିଟାଲରୁ ମିଳିବ ଛୁଟି

କୋଲକାତା, ୩୦।୧: ବିସିସିଆଇ ଅଧ୍ୟକ୍ଷ କ୍ରିକେଟର କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କୁ ଖୁବ୍‌ ଶୀଘ୍ର ଆପୋଲ ହସ୍ପିଟାଲରୁ ଛୁଟି ମିଳିବ। ଶନିବାର ଅବା ରବିବାର ଅପରାହ୍ନରେ ସେ...

ରାଜାଙ୍କର ଅଛନ୍ତି ୬୦ ସ୍ତ୍ରୀ…

ପୂର୍ବକାଳରେ ରାଜାମାନଙ୍କର ଏକାଧିକ ସ୍ତ୍ରୀ ରହୁଥିବାର ନଜିର ରହିଛି । ସେହିପରି ବର୍ତ୍ତମାନର ଆଧୁନିକ ଯୁଗରେ ମଧ୍ୟ ରହିଛି କେତେଜଣ ରାଜାଙ୍କର ଥାଟବାଟ। ନାଗାଲାଣ୍ଡର ଲୋଙ୍ଗବା...

ଭାଗ୍ୟ ବଦଳାଇଦେଲା ବାତ୍ୟା ‘ନିଭାର’: ସମୁଦ୍ର କୂଳରୁ ସୁନା ଖୋଜୁଛନ୍ତି ଗ୍ରାମବାସୀ

ହାଇଦ୍ରାବାଦ,୨୯ା୧୧: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରେ ଗତ ଗୁରୁବାର ଏକ ବାତ୍ୟା ‘ନିଭାର’ ତାଣ୍ଡବ ରଚିଥିଲା। ତେବେ ଏହି ଝଡ଼ କମିଯିବା ପରେ ସ୍ଥାନୀୟ ଲୋକେ...

ମେଣ୍ଟ ସରକାରର ସିଏମ୍‌ପି:କୃଷି ଋଣଛାଡ଼କୁ ଗୁରୁତ୍ୱ

ମୁମ୍ବାଇ, ୨୯।୧୧:ମହାରାଷ୍ଟ୍ରରେ ନବଗଠିତ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ରାଜ୍ୟରେ କୃଷକ ସମସ୍ୟାର ସମାଧାନ ଓ ସେମାନଙ୍କ ଋଣଛାଡ଼ ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିସହ ସ୍ଥାନୀୟ ଯୁବତୀଯୁବକଙ୍କ...

ସିଏଏ-ଏନ୍‌ଆର୍‌ସି ଯୋଗୁ ସ୍ବାଧୀନତାର ୭୩ ବର୍ଷ ପରେ ମଧ୍ୟ ଭାରତୀୟଙ୍କୁ ପ୍ରମାଣିତ କରିବାକୁ ପଡ଼ିବ ଭାରତୀୟତା: ନନ୍ଦିତା

ଜୟପୁର,୨୩।୧: ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ବଲିଉଡ୍‌ ଅଭିନେତ୍ରୀ ନନ୍ଦିତା ଦାସଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନନ୍ଦିତା ରାଜସ୍ତାନ ଜୟପୁରରେ ଏକ ଗଣମାଧ୍ୟମ...

ଟିଭି ଦେଖିଲେ- କ୍ୟାରମ୍‌ ଖେଳିଲେ ଏଠାରେ ଦେବାକୁ ପଡ଼େ ଜରିମାନା…

କୋଲକାତା, ୨୭।୮: ଟିଭି ଦେଖିଲେ, କ୍ୟାରମ୍‌ ଖେଳିଲେ, ମୋବାଇଲ୍‌ରେ ଗୀତ ଶୁଣିଲେ ଜରିମାନା ଦେବାକୁ ପଡୁଥିବା କଥା ନିଶ୍ଚିତ କେତେକଙ୍କୁ ଆଶ୍ଚର୍ଯ୍ୟ କରିବ। ତେବେ ଏହା...

ଗେହଲଟଙ୍କୁ ଘେରିଲେ ମାୟାବତୀ, ରାଜସ୍ଥାନରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ…

ଲକ୍ଷ୍ନୌ, ୧୪।୮ : ରାଜସ୍ଥାନର ଜାଲୋରରେ ଜଣେ ଦଳିତ ଛାତ୍ରଙ୍କୁ ହତ୍ୟା କରାଯିବା ପରେ ଅଶୋକ ଗେହଲଟ ସରକାରଙ୍କୁ ବିରୋଧୀ ଦଳଙ୍କ ପକ୍ଷରୁ ଟାର୍ଗେଟ କରାଯାଇଛି...

ଜେଏନ୍‌ୟୁ ଦୀକ୍ଷାନ୍ତ ସମାରୋହ: ଫି ବୃଦ୍ଧି ନେଇ ଶିକ୍ଷାର୍ଥୀଙ୍କ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ,୧୧।୧୧: ଜେଏନ୍‌ୟୁର ଦୀକ୍ଷାନ୍ତ ସମାରୋହ ସୋମବାର ସମ୍ପନ୍ନ ହୋଇଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ବାହାରେ ଶିକ୍ଷାର୍ଥୀ ହଷ୍ଟେଲ୍‌ ଫି ବୃଦ୍ଧି ଏବଂ ଡ୍ରେସ୍‌ କୋଡ୍‌ ନେଇ ବିକ୍ଷୋଭ...

Advertisement
Archives

Model This Week