ମନକୁ ଖୁସି ରଖିବା ପାଇଁ ପ୍ରତିଦିନ ଏଥିରୁ ଗୋଟିଏ…

ପ୍ରତିଦିନ ଲାଲ୍‌ ଲଙ୍କା ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏଥିରେ କ୍ୟାପ୍ସେସିନ୍‌ ନାମକ ରାସାୟନିକ ପଦାର୍ଥ ରହିଥାଏ। ଏହା ସ୍ନାୟୁତନ୍ତ୍ରକୁ ସୁରକ୍ଷିତ ରଖିଥାଏ। ଏହା ମସ୍ତିଷ୍କରେ ଡୋରଫିନ୍‌ ହରମୋନ୍‌ କ୍ଷରଣକୁ ତ୍ୱରାନ୍ବିତ କରିଥାଏ। ଫଳରେ ମନରେ ଖୁସି ଜାତ ହୋଇ ମାନସିକ ଚାପ କମ୍‌ ହୋଇଥାଏ ବୋଲି ସିଓଲ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି। ଏହା ଶରୀରରେ ଥିବା ଅଧିକ କ୍ୟାଲୋରୀକୁ ହ୍ରାସ କରି ମେଦବହୁଳତାରୁ ମୁକ୍ତି ଦେଇଥାଏ। ପାଚନ କ୍ରିୟାକୁ ଏହା ସ୍ବାଭାବିକ କରିଥାଏ। ସେହିପରି ଏହା ବିଭିନ୍ନ ଯନ୍ତ୍ରଣାକୁ ଲାଘବ କରେ। ଏହା ରକ୍ତରେ ଥିବା ଲିକୋସାଇଟ୍‌କୁ ଆବଶ୍ୟକ ଶକ୍ତି ଯୋଗାଇବାରେ ଗ୍ରହଣ କରିଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। ଏହା ରକ୍ତ ସଞ୍ଚାଳନ ବୃଦ୍ଧି କରି ହାର୍ଟ ଆଟାକ୍‌ ଆଶଙ୍କାକୁ କମ୍‌ କରିଥାଏ। ଲାଲ୍‌ ଲଙ୍କା ବିଭିନ୍ନ ଫୁସଫୁସ ରୋଗରୁ ମୁକ୍ତି ଦେଇଥାଏ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ ବ୍ରହ୍ମାସ୍ତ୍ର ମାଡ଼ରେ ରୁଷିଆ ଯୁଦ୍ଧପୋତ ଜଳିଗଲା…

କ୍ୱିଭ୍‌, ୯।୫ : ଗତ ୭୪ ଦିନ ଧରି ରୁଷିଆ-ୟୁକ୍ରେନ ଯୁଦ୍ଧ ଚାଲିଛି। ୟୁକ୍ରେନ ଦାବି କରିଛି ଯେ କୃଷ୍ଣସାଗରରେ ଆଉ ଏକ ରୁଷିଆ ଯୁଦ୍ଧପୋତକୁ...

ବ୍ରିଟେନରେ ୯୦ ପ୍ରତିଶତ ଲୋକ ଚାହୁଁନାହାନ୍ତି ଲକ୍‌ଡାଉନରେ କୋହଳ

ଲଣ୍ଡନ,୧୦।୫: କରୋନା ଭାଇରସ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଏଥିରୁ ଦୂରେଇ ରହିବାର ମୁଖ୍ୟମାଧ୍ୟମ ହେଉଛି ଲକ୍‌ଡାଉନ। ତେଣୁ ବିଶ୍ୱର...

ଭାରତୀୟ ମୂଳ ବାସିନ୍ଦା ବ୍ରିଟିଶ ଡାକ୍ତର ୪୮ ମହିଳା ରୋଗୀଙ୍କ ଯୌନ ଉତ୍ପିଡନ ମାମଲାରେ ଦୋଷୀ ସାବ୍ୟସ୍ତ

ଲଣ୍ଡନ,୧୫ ।୪: ସ୍କଟଲାଣ୍ଡରେ ପ୍ରାକ୍ଟିସ କରୁଥିବା ଭାରତୀୟ ମୂଳ ବାସିନ୍ଦା ୭୨ ବର୍ଷିୟ ଜଣେ ଡାକ୍ତର ୩୫ ବର୍ଷ ଧରି ୪୮ ମହିଳା ରୋଗୀଙ୍କୁ ଯୌନ...

ହର୍ଡ ଇମ୍ୟୁନିଟି ପାଇଁ ଲାଗିବ ସମୟ

ଜେନେଭା,୧୨।୧: ପୃଥିବୀରେ କେତେକ ଦେଶରେ କରୋନା ମହାମାରୀ ସଂକ୍ରମଣ ପାଇଁ ପ୍ରତିଷେଧକ ଟିକାକରଣ ଜାରି ରହିଛି। ଏବେ ଭାରତରେ ସାର୍ବଜନୀକ ଟିକାକରଣ ଆରମ୍ଭ ହେବାକୁ ଯାଉଛି।...

ନ୍ୟୁଜିଲାଣ୍ଡରେ କରୋନା ମୁକାବିଲା କରିବ ସେନା

ଓ୍ବେଲିଂଟନ୍‌,୧୭।୬: ନ୍ୟୁଜିଲାଣ୍ଡ ଜୁନ ୮ରେ କରୋନା ମୁକ୍ତ ଦେଶ ବୋଲି ଘୋଷଣା କରିଥିଲା। କିନ୍ତୁ ଗୋଟିଏ ସପ୍ତାହ ପରେ ଦେଶରେ ପୁଣି ୨ନୂଆ କରୋନା ପଜିଟିଭ୍‌...

ଏସ୍‌ଏନ୍‌ଏଲ୍‌ ବିବାଦରେ ମସ୍କ

ଓ୍ବାଶିଂଟନ,୮ା୫: ଆମେରିକାର ଏନ୍‌ବିସି ‘ସଟର୍ଡେ ନାଇଟ୍‌ ଲାଇଭ୍‌’ (ଏସ୍‌ଏନ୍‌ଏଲ୍‌)ରେ ପ୍ରସାରିତ ବିଳମ୍ବିତ ରାତି ଟିଭି କମେଡି ଶୋ’ ମଚ୍‌ ଏଡୋ ଏବାଉଟ ନଥିଂ ଏହାର ୪୬ତମ...

ପାକିସ୍ତାନରେ ୧୨ ବିଦେଶୀ ଆତଙ୍କବାଦୀ ସଙ୍ଗଠନ

ଓ୍ବାଶିଂଟନ, ୨୯।୯: ପାକିସ୍ତାନ ଅନୂ୍ୟନ ୧୨ଟି ବିଦେଶୀ ଆତଙ୍କବାଦୀ ସଂଗଠନକୁ ଆଶ୍ରୟ ଦେଇଥିବା ଆମେରିକା କଂଗ୍ରେସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ସେଥିରୁ ଲଶ୍କର-ଇ-ତୋଇବା, ଜୈଶ-ଇ-ମହମ୍ମଦ...

ସ୍କିନ୍‌ ପାଇଁ ସେବତୀ

ଆପଣ ସେବତୀ ଫୁଲ ଦେଖିଥିବେ କିମ୍ବା ଜାଣିଥିବେ, ଯାହା ସ୍ବାସ୍ଥ୍ୟ ଏବଂ ତ୍ୱଚା ଲାଗି ବହୁତ ଉପକାରୀ। ସବୁପ୍ରକାର ସ୍କିନ୍‌ ପାଇଁ ଏହାକୁ ବ୍ୟବହାର କରିପାରିବେ।...

Advertisement
Archives

Model This Week