ମଧୁମେହ ଆଶଙ୍କା ବଢ଼ାଏ ଅନିଦ୍ରା

ଜଣେ ସାଧାରଣ ବ୍ୟକ୍ତି ଅତି କମ୍‌ରେ ରାତିରେ ୭/୮ ଘଣ୍ଟା ଶୋଇବା ଆବଶ୍ୟକ। ଯଦି ନିଦ ଠିକ୍‌ ଭାବେ ନ ହୁଏ ବା କମ୍‌ ସମୟ ଶୋଇଥିଲେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ, ଯେପରି କି ଉଚ୍ଚ ରକ୍ତଚାପ, ଚିଡ୍‌ଚିଡ଼ା ଆଦି। ମାତ୍ର ନିକଟରେ ଜାପାନରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି କମ୍‌ ନିଦ ବା ଜମା ନିଦ ନ ହେବା ଦ୍ୱାରା ମଧୁମେହ (ଡାଇବେଟିସ) ହେବାର ସମ୍ଭାବନା ଅଧିକ ରହିଥାଏ।
ଏହି ଗବେଷଣା ପାଇଁ କେତେଜଣ ଲୋକଙ୍କୁ ଏକ ସପ୍ତାହ ପର୍ଯ୍ୟନ୍ତ ମାତ୍ର ୪ ଘଣ୍ଟା ଲେଖାଏ ଶୋଇବାକୁ କୁହାଗଲା। ପରେ ଦେଖାଗଲା ଯେ ସେମାନଙ୍କ ଶରୀରରେ ଶର୍କରା (ଗ୍ଲୁକୋଜ) ସ୍ତର ୪୦ ପ୍ରତିଶ୍‌ କମ୍‌ ହୋଇଛି। ଏହାର ଅର୍ଥ ସେମାନଙ୍କୁ ମଧୁମେହ ହେବାର ସମ୍ଭାବନା ଅଧିକ ରହିଛି। ଏଥିରୁ ସ୍ପଷ୍ଟ ହେଲା ଅନିଦ୍ରା ଯୋଗୁ ଡାଇବେଟିସ ହେବାର ସମସ୍ୟା ବଢ଼ିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତ୍ୱଚା ପାଇଁ ଟୋନର

ତ୍ୱଚାକୁ ଭଲଭାବେ ସଫା କରିବା ନିମନ୍ତେ ଟୋନର ବ୍ୟବହାର କରାଯାଏ। ଟୋନର ଲଗାଇଲେ ତ୍ୱଚାକୁ ପୋଷଣ ମିଳିବା ସହିତ ଉଜ୍ଜ୍ୱଳତା ବୃଦ୍ଧି ପାଇଥାଏ। ତେବେ କିଭଳି...

ଘରେ ସୁଖ-ସମୃଦ୍ଧି ଆଣେ ଏସବୁ ଗଛ; ଲଗାଇବା ପରେ ଆପଣାଛାଏଁ ଦୂର ହୁଏ ସମସ୍ୟା

ଘରେ ସୁଖ ଏବଂ ସମୃଦ୍ଧି ଲାଗି ରହୁ। ଟଙ୍କା ପଇସାର ଅଭାବ କେବେ ନ ରହୁ ବୋଲି ସମସ୍ତେ ଚାହାନ୍ତି। ଏଥିପାଇଁ ଦିନରାତ୍ରୀ ପରିଶ୍ରମ କରିବାକୁ...

ଖାଇବା ପୂର୍ବରୁ ଭାବନ୍ତୁ

ଆମେ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ । କିନ୍ତୁ ଅନେକ ସମୟରେ ଆମେ ଖାଦ୍ୟ ଖାଇବା ପରେ ଅସୁସ୍ଥ ଅନୁଭବ କରିଥାଉ। କାରଣ...

କୋଲେଷ୍ଟରଲସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଶୀତଦିନେ ଖାଆନ୍ତୁ ଏହି ଫଳ…

ସପୁରୀରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଛି। ଶୀତଦିନେ ସପ୍ତାହରେ ଥରେ ସପୁରୀ ଜୁସ୍‌ ଅଧଗ୍ଲାସେ ପିଇଲେ ବହୁ ଉପକାର ମିଳିଥାଏ। ଏଥିରେ ବ୍ରୋମାଲାଇନ୍‌ ନାମକ...

ଏହି ରାଶି ଝିଅଙ୍କ ନାକ ଅଗରେ ରାଗ; ତାଙ୍କ ଆଗରେ ହେବାକୁ ପଡେ ନତମସ୍ତକ

ଜୌତିଷଶାସ୍ତ୍ର ଅନୁସାରେ ପ୍ରତିଟି ରାଶିର ସ୍ବାମୀ ଗ୍ରହ ଅଛନ୍ତି। ଏହାର ପ୍ରଭାବ ବ୍ୟକ୍ତିର ଜୀବନରେ ଦେଖିବାକୁ ମିଳିଥାଏ। ମଙ୍ଗଳ ଗ୍ରହ ଥିବା ରାଶିର ଜାତକଧାରୀ ବହୁତ...

ଖରାଦିନେ ଶରୀରରୁ ଜଳୀୟଅଂଶ କମିଯାଉଥିଲେ ଖାଆନ୍ତୁ ଏହି ପରିବା, ଅଂଶୁଘାତରୁ ପାଇବେ ରକ୍ଷା

କିଛି ଲୋକ ଖରାଦିନେ ମଧ୍ୟ କମ୍‌ ପାଣି ପିଇଥାନ୍ତି। ଫଳରେ ଶରୀରରୁ ଜଳୀୟଅଂଶ କମି ଯାଇଥାଏ। ଟିକେ ଟାଣଖରାରେ ବାହାରକୁ ଗଲେ ହାଲିଆ ଲାଗେ। ଏମିତିକି...

ପାର୍ଟନର କରୁଛନ୍ତି କି ଅଣଦେଖା, ଏହି ସହଜ ଉପାୟ ବଡ଼ ସମସ୍ୟାର କରିବ ସମାଧାନ

କୁହାଯାଏ ପ୍ରେମ ହେଉଛି ଏକ ଅନୁଭବ, ଯାହାକୁ କେବଳ ଅନୁଭବ କରିହୁଏ। ଯେତେବେଳେ ତୁମେ କାହା ସହିତ ସମ୍ପର୍କ ରଖୁଛ, ତୁମର ଅନେକ ଦାୟିତ୍ୱ ବଢ଼ିଥାଏ।...

କସମେଟିିକ୍ସ୍ ବ୍ୟବହାର ସମୟରେ ରୁହନ୍ତୁ ସତର୍କ…

ସମ୍ପ୍ରତି ବିନା କସମେଟିକ୍ସରେ ବାହାରକୁ ବାହାରିବା ଲାଗି କେହି ପ୍ରାୟ ପସନ୍ଦ କରୁନାହାଁନ୍ତି। କିନ୍ତୁ କସମେଟିକ୍ସ ଯେ ଚେହେରା ଉପରେ ଖରାପ ପ୍ରଭାବ ପକାଇଥାଏ ଏକଥା...

Advertisement
Archives

Model This Week