Posted inଜାତୀୟ

ମଦ ନିଶାରେ ହାତରେ ୪ ବନ୍ଧୁକ ଧରି ନାଚିଲେ ଭାଜପା ବିଧାୟକ: ଭିଡ଼ିଓ ଭାଇରାଲ

ଡେରାଡୁନ୍‌,୧୦।୭: ଉତ୍ତରାଖଣ୍ଡର ଭାଜପା ବିଧାୟକ କୁଓ୍ବଁର ପ୍ରଣବ ସିଂ ଚମ୍ପିୟନ ସବୁବେଳେ ବିବାଦ ଘେରରେ ରହି ଆସିଛନ୍ତି। ଏବେ ପୁଣି ଥରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମଦ ନିଶାରେ ଚୁର୍‌ ହୋଇ ପ୍ରଣବ ହାତରେ ୪ଟି ବନ୍ଧୁକ ଧରି ନାଚୁଥିବାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଅପ୍‌ଲୋଡ୍‌ ହୋଇଛି। ନିଜ ଗୋଡ଼ର ଅପରେଶନ୍‌ ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ପ୍ରଣବ ନିଜ ୩-୪ ଜଣ ସମର୍ଥକଙ୍କ ସହିତ ଲାମ୍ବା ଲାମ୍ବା ଘୁଙ୍ଗଟ୍‌ କାହେ କୋ ଡାଲା… ଗୀତର ତାଳେତାଳେ ନାଚୁଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବର ୨ରେ ଲଞ୍ଚ୍‌ ହେବ ଇସ୍ରୋର ସୂର୍ଯ୍ୟ ମିଶନ

ନୂଆଦିଲ୍ଲୀ,୨୫।୮: ମିଶନ ମୁନ ଅଧୀନରେ ଇସ୍ରୋ ଚନ୍ଦ୍ରୟାନ-୩କୁ ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରି ଇତିହାସ ସୃଷ୍ଟି କରିଛି। ଇସ୍ରୋ ମିଶନ ସନ ଅଧୀନରେ ସୂର୍ଯ୍ୟଙ୍କ...

ନାଳରେ ପଡିଥିଲା ନବଜାତ ଶିଶୁକନ୍ୟା, କୋଳେଇ ନେଲେ ପୋଲିସ

ଲକ୍ଷ୍ନୌ,୨୫।୮:ପୁଣି ଅଲୋଡା ହେଲା ଶିଶୁକନ୍ୟା। ଉତ୍ତରପ୍ରଦେଶର ବୁଦାଉ ଜିଲାରେ ଥିବା ଏକ ନାଳରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି ଜଣେ ପୋଲିସ କର୍ମଚାରୀ। ତୁରନ୍ତ ଶିଶୁଟିକୁ...

ଏସିଡ୍‌ ଆକ୍ରମଣରେ ୨୧ ଗୁରୁତର

ହାଜିପୁର, ୨୯ା୮(ପି.ଟି.): ବିହାରର ବୈଶାଳୀ ଜିଲା ଅନ୍ତର୍ଗତ ଦୌଡ଼ନଗର ଗ୍ରାମରେ ଘରୋଇ କଳିକୁ ନେଇ ଏସିଡ୍‌ ଆକ୍ରମଣ ହୋଇଛି। ଏଥିରେ ୩ ମହିଳାଙ୍କ ସମେତ ୨୧...

ଗୁଜରାଟ କଂଗ୍ରେସକୁ ଝଟ୍‌କା, ୩୦୦ ମୁସଲମାନ ନେତା ଭାଜପାରେ ସାମିଲ…

ଅହମଦାବାଦ, ୨୧।୯ : ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜରାଟ କଂଗ୍ରେସକୁ ଝଟ୍‌କା ଲାଗିଛି। ବୁଧବାର ଭାରୁଚ ଅଞ୍ଚଳ ବିଭିନ୍ନ ଗାଁର କଂଗ୍ରେସ କର୍ମୀଙ୍କ ସମେତ ୩୦୦ରୁ...

ଗୋଟିଏ ହସ୍ପିଟାଲରେ ଭର୍ତ୍ତି ଥାଇ ବି ଶେଷ ସମୟରେ ବାପାଙ୍କୁ ଭେଟିପାରିଲେନି ପୁଅ

ଥିରୁଭାନନ୍ତପୁରମ,୧୪।୩: ସାରା ବିଶ୍ୱରେ କରୋନା ଭାଇରସ୍‌ କାୟା ବିସ୍ତାର କରିଚାଲିଛି। ଦିନକୁ ଦିନ ଭାରତରେ କରୋନା ମାମଲା ବୃଦ୍ଧି ପାଇଥିବା ବେଳେ ସଂକ୍ରମିତ ସଂଖ୍ୟା ୮୬...

ବନ୍ୟା ପୀଡ଼ିତ ଚାଷୀଙ୍କ ସହ ମିଶି ବିରୋଧ ପ୍ରଦର୍ଶନ କରିବେ ଶିବରାଜ

ଭୋପାଳ,୧୬।୯: ମଧ୍ୟ ପ୍ରଦେଶରେ ଚଳିତ ବନ୍ୟାରେ ଅନେକ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ କୋଟି କୋଟି ଟଙ୍କାର ଫସଲ ହାନିହୋଇଛି। ତେବେ ଏହି ବନ୍ୟାରୁ ଲୋକଙ୍କୁ...

ମଣିପୁର ସ୍ଥିତି ସମ୍ପର୍କରେ କାହିଁକି ନୀରବ ରହୁଛନ୍ତି ମୋଦି? ଖାର୍ଗେଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨୫।୭ : ମଣିପୁରରେ ହୋଇଥିବା ହିଂସାକୁ ନେଇ ମୌସୁମୀ ଅଧିବେଶନରେ ବିରୋଧୀ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ମୌସୁମୀ ଅଧିବେଶନ ଆରମ୍ଭରୁ ଏହି ପ୍ରସଙ୍ଗରେ ଉତ୍ତେଜନା ଦେଖାଦେଇଛି।...

ଯୁବତୀଙ୍କ ସହ ଡ୍ୟାନ୍ସ କରୁଥିବା ବିହାରର ୪ ବିଧାୟକଙ୍କ ଭିଡିଓ ଭାଇରାଲ

ପାଟନା,୧୦।୬: ବିହାରର ୪ ଜଣ ବିଧାୟକ ନିକଟରେ ମଣିପୁରରେ ପ୍ରେମରେ ଉବୁଟୁବୁ ହେଉଥିବା ବେଳେ ସେମାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଇମ୍ଫାଲ ଟାଇମ୍ସରେ ପ୍ରକାଶିତ...

Advertisement
Archives

Model This Week