ମଦ ଡେଲିଭରି ଦେବେ ଆମାଜନ, ବିଗ୍‌ ବାସ୍କେଟ

କଲିକତା,୨୦।୬: ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ ଏବଂ ବିଗ୍‌ବାସ୍କେଟ ଭାରତରେ ମଦ ଡେଲିଭରି କରିବା ଲାଗି ମଞ୍ଜୁରୀ ଲାଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ଏହି ସେବା ଉପଲବ୍ଧ ହେବ ବୋଲି ସୂଚନା ରହିଛି। ଏହି ସେଗ୍‌ମେଣ୍ଟରେ ପ୍ରଥମ ଥର ଲାଗି ପ୍ରବେଶ କରୁଥିବା ବିଗ୍‌ ବାସ୍କେଟ ପକ୍ଷରୁ କୁହାଯାଇଛି। ଏହା ଆମାଜନ ଲାଗି ମଧ୍ୟ ନୂଆ କ୍ଷେତ୍ର। ପଶ୍ଚିମବଙ୍ଗର ଷ୍ଟେଟ ବେଭେରେଜ କର୍ପୋରେଶନ ଲିମିଟେଡ୍‌ ୨ଟି କମ୍ପାନୀ ସହ ଏହି କାର୍ଯ୍ୟ ଲାଗି ଚୁକ୍ତିରେ ସାମିଲ ହୋଇଥିବା ଜଣାପଡିଛି। ଏଥି ଲାଗି କମ୍ପାନୀ ଚୁକ୍ତି ଆହ୍ବାନ କରିଥିବା ବେଳେ ଆମାଜନ ଏବଂ ବିଗ୍‌ ବାସ୍କେଟକୁ ଚୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କମ୍ପାନୀଙ୍କ ଇପିଏଫ୍‌ ଯୋଗଦାନରେ ସହାୟତା

ନୂଆଦିଲ୍ଲୀ,୧୪।୫: ସବୁ କମ୍ପାନୀଙ୍କ ଲାଗି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(ଇପିଏଫ୍‌)ର ଷ୍ଟାଚୁଟୋରି ଦେୟକୁ ୧୨%ରୁ ୧୦%କୁ ହ୍ରାସ କରାଯାଇଛି। ଏହା ଦ୍ୱାରା କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କୁ ଆଗାମୀ...

ଆକ୍ସିସ, ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କକୁ ଏନ୍‌ସିଏଲ୍‌ଟି ନୋଟିସ

ମୁମ୍ବାଇ,୨୭।୪: ପୂର୍ବତନ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଏକଜିକ୍ୟୁଟିଭ ରମେଶ ବାଓ୍ବାଙ୍କ ଆକାଉଣ୍ଟକୁ ନେଇ ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି)ର ମୁମ୍ବାଇ ଖଣ୍ଡପୀଠ ଆକ୍ସିସ ବ୍ୟାଙ୍କ ଏବଂ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କର...

ଖୋଲିଲା ଉତ୍କଳ ଗ୍ୟାଲେରିଆର ଫୁଡ୍‌ କୋର୍ଟ

ଭୁବନେଶ୍ୱର, ୧୬।୯ : କରୋନା କଟକଣା କାରଣରୁ ବନ୍ଦ ହୋଇ ରହିଥିବା ଉତ୍କଳ କନିକା ଗ୍ୟାଲେରିଆର ଫୁଡ୍‌ କୋର୍ଟ ଗ୍ରାହକଙ୍କ ପାଇଁ ଖୋଲାଯାଇଛି। ସରକାରଙ୍କ ଗାଇଡ୍‌ଲାଇନ...

ଲେହ୍‌ରେ ଏସ୍‌ବିଆଇ ଖୋଲିଲା ନୂଆ ବ୍ରାଞ୍ଚ

ଲେହ୍‌,୧୫-୯: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) କ୍ରମାଗତ ନିଜର ସୁବିଧା ବଢ଼ାଇବା ସହିତ ସୁଦୂର କ୍ଷେତ୍ରରେ ଉପସ୍ଥିତି ଜାହିର କରିବାରେ ଲାଗିଛି। ଏହି କ୍ରମରେ ଲଦାଖର ଲେହ୍‌ରେ...

ଆଗାମୀ ବଜେଟରେ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି ପାଇପାରେ

ନୂଆଦିଲ୍ଲୀ,୨୪ା୧: ଆସନ୍ତା ଫେବ୍ରୁଆରି ୧ରୁ ଆରମ୍ଭ ହେବାକୁ ଥିବା ସାଧାରଣ ବଜେଟ ଅଧିବେଶନରେ କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମନ ଲୋକସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ...

ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ୬୩ ବର୍ଷର ପରମ୍ପରା: ଦୀପାବଳି ଶୁଭ ମୂହୁର୍ତ୍ତ ଟ୍ରେଡିଂ; ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ ଘଣ୍ଟେ ପାଇଁ ହେବ ଅନୁଷ୍ଠିତ

ମୁମ୍ବାଇ,୧୪।୧୧: ଦୀପାବଳି ଉପଲକ୍ଷେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ୬୩ ବର୍ଷର ପରମ୍ପରା ଶୁଭ ମୂହୁର୍ତ୍ତ ଟ୍ରେଡିଂ ଶନିିବାର ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ...

୫ ଲକ୍ଷ କୋଟି ଡଲାର ଅର୍ଥନୀତି ନେଇ ପ୍ରଣବଙ୍କ ମନ୍ତବ୍ୟ; ହାସଲ ହୋଇପାରେ ସରକାରଙ୍କ ଲକ୍ଷ୍ୟ

ନୂଆଦିଲ୍ଲୀ,୨୬-୮: ଭାରତକୁ ୨୦୨୪-୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ଏନ୍‌ଡିଏ ସରକାର ଧାର୍ଯ୍ୟ କରିଥିବା ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ...

ସର୍ବାଧିକ ଆୟକର ଦେଇ ଅକ୍ଷୟ ଓ ସଲମାନଙ୍କୁ ପଛରେ ପକାଇଲେ ଅମିତାଭ

ମୁମ୍ବାଇ,୧୯।୪: ବଲିଉଡ୍‌ର ସୁପରଷ୍ଟାର ତଥା ବିଗ୍‌ ବି ଅମିତାଭ ବଚ୍ଚନ ୨୦୧୮-୧୯ ଆର୍ଥିକ ବର୍ଷରେ ସିନେ ତାରକାଙ୍କ ମଧ୍ୟରେ ସର୍ବାଧିକ ଆୟକର ଭରିଥିବା ଜଣାପଡ଼ିଛି। ଚଳିତ...

Advertisement


Archives

Model This Week