Posted inଜାତୀୟ

ମଥୁରାରେ ମୋଦିଙ୍କ ପ୍ଲାଷ୍ଟିକ୍‌ ମୁକ୍ତ ଭାରତ ମିଶନ: ବର୍ଜ୍ୟ ପଦାର୍ଥରୁ ପ୍ଲାଷ୍ଟିକ୍‌ ଅଲଗା କରୁଥିବା ମହିଳାଙ୍କୁ ଭେଟିଲେ

ନୂଆଦିଲ୍ଲୀ,୧୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମଥୁରାରେ ପ୍ଲାଷ୍ଟିକ୍‌ ମୁକ୍ତ ଭାରତ ମିଶନର ଶୁଭାରମ୍ଭ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ଏକ ପଶୁ ଆରୋଗ୍ୟ ମେଳାରେ ଯୋଗ ଦେଇ ଉପସ୍ଥିତ ଡାକ୍ତରଙ୍କୁ ଆଧୁନିକ ଚିକିତ୍ସା ପଦ୍ଧତି ସମ୍ପର୍କରେ ଉପଯୋଗୀ ସୂଚନାର ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗିରିରାଜ ସିଂ, ଗଜେନ୍ଦ୍ର ସିଂ ଶେଖାଓ୍ବତ୍‌, ସଞ୍ଜିବ୍‌ ବାଲିୟାନ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ପ୍ରଧାନମନ୍ତ୍ରୀ ବର୍ଜ୍ୟ ପଦାର୍ଥରୁ ପ୍ଲାଷ୍ଟିକ୍‌ ଅଲଗା କରୁଥିବା ମହିଳାଙ୍କୁ ମଧ୍ୟ ଭେଟିଛନ୍ତି। ସେମାନଙ୍କ ସାମାଜିକ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ବେଶ୍‌ ତାରିଫ୍‌ ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଚ୍ଛେଦ ୩୭୦: ବଡ଼ ଖଣ୍ଡପୀଠରେ ହେବନି ଶୁଣାଣି

ନୂଆଦିଲ୍ଲୀ,୨।୩: ଅନୁଚ୍ଛେଦ ୩୭୦ର ଶୁଣାଣି ୭ ଜଣିଆ ବଡ଼ ଖଣ୍ଡପୀଠରେ ହେବନି। ଏହାର ବିଚାର ୫ ଜଣିଆ ଖଣ୍ଡପୀଠରେ କରାଯିବ ବୋଲି ସୋମବାର ସୁପ୍ରିମ୍‌କୋର୍ଟ ପ୍ରକାଶ...

ଜେକେପିଏମ୍‌ ଅଧ୍ୟକ୍ଷ ପଦରୁ ଫୈଜଲଙ୍କ ଇସ୍ତଫା

ଶ୍ରୀନଗର, ୧୧।୮(ପି.ଟି.): ଗତବର୍ଷ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଛାଡ଼ି ଜମ୍ମୁ-କଶ୍ମୀର ପିପୁଲ୍ସ ମୁଭ୍‌ମେଣ୍ଟ (ଜେକେପିଏମ୍‌) ଗଠନ କରିଥିବା ଶାହ ଫୈଜଲ ଏହାର ଅଧ୍ୟକ୍ଷ ପଦରୁ...

ପରୀକ୍ଷା ଲାଗି ବିଶ୍ୱବିଦ୍ୟାଳୟକୁ ଅନୁମତି

ନୂଆଦିଲ୍ଲୀ,୭ା୭: ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ପରୀକ୍ଷା ପରିଚାଳନା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୋମବାର ଅନୁମତି ପ୍ରଦାନ କରିଛି। ୟୁଜିସିର ପରୀକ୍ଷା ସମ୍ପର୍କିତ ଗାଇଡ୍‌ଲାଇନ ଏବଂ...

ରେଳ ଲାଇନ କଡ଼ରୁ ହଟିବ ୪୮ ହଜାର ଝୁମ୍ପୁଡ଼ି: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୩।୯: ରାଜଧାନୀ ଦିଲ୍ଲୀର ରେଳ ଲାଇନ କଡ଼ରେ ଥିବା ୪୮ ହଜାରରୁ ଅଧିକ ଝୁମ୍ପୁଡ଼ି ଘର ହଟିବ। ଏନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି...

କରୋନା ସନ୍ଦିଗ୍ଧଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୧୯ା୩(ପି.ଟି.): ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ କରୋନା ସନ୍ଦିଗ୍ଧ ବୁଧବାର ଏହାର ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ବିମାନବନ୍ଦର କର୍ତ୍ତୃପକ୍ଷ ତାଙ୍କୁ...

ପିଓକେରେ ଭାରତୀୟ ସେନାର ମିନି ସର୍ଜିକାଲ ଷ୍ଟ୍ରାଇକ୍‌: ଧ୍ୱଂସ ହେଲା ଆତଙ୍କବାଦୀ ଶିବିର

ଶ୍ରୀନଗର,୨୦।୧୦: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ରବିବାର ଭାରତୀୟ ସେନା ପକ୍ଷରୁ ମିନି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରାଯାଇଛି। ଜମ୍ମୁ-କଶ୍ମୀର କୁପଓ୍ବାରାର ତଙ୍ଗଧାର୍‌ ପାକିସ୍ତାନ ଆର୍ମି ଦ୍ୱାରା ଅନୁପ୍ରବେଶ...

ୟୁନିଭରସିଟିରେ କୋଭିଡ୍‌ ଓ୍ବାର୍ଡ…

ଲକ୍ଷ୍ନୌ,୧୭।୪: କରୋନା ସଂକ୍ରମଣ ନେଇ ଉତ୍ତରପ୍ରଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏଠାରେ ହସ୍ପିଟାଲରେ ବେଡ୍‌ର ଅଭାବ ଦେଖାଦେଇଛି। ଏପରିସ୍ଥଳେ ରାଜ୍ୟ ସରକାର ଆହ୍ଲାବାଦ ୟୁନିଭରସିଟିକୁ କୋଭିଡ୍‌...

ସ୍ବାମୀଙ୍କ ମୃତ୍ୟୁର ଏକ ଘଣ୍ଟା ପରେ ଆଖିବୁଜିଲେ ସ୍ତ୍ରୀ

ଚେନ୍ନାଇ,୧୪।୧୧: ତାମିଲନାଡୁର ପୁଦୁକୋଟ୍ଟଇ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସ୍ବାମୀଙ୍କ ମୃତ୍ୟୁର ଏକ ଘଣ୍ଟା ପରେ ଆଖିବୁଜିଛନ୍ତି ସ୍ତ୍ରୀ। କୃପାକୁଡିର ଦ୍ରାବିଡ କଲୋନୀରେ...

Advertisement


Archives

Model This Week