Posted inଜାତୀୟ

ମତଭେଦ ଯୋଗୁ ଆଉ ହେବନି ଝଗଡ଼ା: ମୋଦି

ମାମଲ୍ଲାପୁରମ୍‌,୧୨।୧୦: ପରସ୍ପର ମଧ୍ୟରେ ଥିବା ମତଭେଦ ଯୋଗୁ ଏବେ ଆଉ ଭାରତ-ଚାଇନା ମଧ୍ୟରେ ଅଯଥା ଝଗଡ଼ା ହେବନି। ଗତ ଦୁଇ ହଜାର ବର୍ଷରୁ ଅଧିକ ସମୟ ଧରି ଭାରତ ଏବଂ ଚାଇନା ପୃଥିବୀର ଖ୍ୟାତି ସମ୍ପନ୍ନ ଆର୍ଥିକ ଶକ୍ତି ଭାବେ ଉଭା ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାର କାର୍ଯ୍ୟ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଏବଂ ଉପସ୍ଥିତି ପ୍ରତିନିଧିମଣ୍ଡଳୀଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି। ଏହା ପୂର୍ବରୁ କୋଭ୍‌ ରିଜେଣ୍ଟରେ ଦୁଇ ନେତା ପ୍ରାୟ ୫୦ ମିନିଟ୍‌ ଆଲୋଚନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲାକମେଲ ସହି ନ ପାରି ଆତ୍ମହତ୍ୟା କଲେ ଅଭିନେତ୍ରୀ

ମୁମ୍ବାଇ,୨୭।୧୨: ଫେକ୍‌ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଅଧିକାରୀଙ୍କ ବ୍ଲାକମେଲ ସହି ନ ପାରି ଆତ୍ମହତ୍ୟା କରିଛନ୍ତି ଜଣେ ଅଭିନେତ୍ରୀ। ଏହି ଘଟଣାରେ ଦୁଇ ଜଣ...

ମନ୍ଦିର ପ୍ରବେଶକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ପଥର ମାଡ଼: ୧୪ ଆହତ

ଭୋପାଳ,୧୯।୨: ମଧ୍ୟପ୍ରଦେଶର ସାନୱାଡ ଅଞ୍ଚଳର ଚାପ୍ରା ଗ୍ରାମରେ ମହାଶିବରାତ୍ରିରେ ଏକ ଅଘଟଣ ଘଟିଛି। ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହୋଇ ୧୪ ଜଣ ଆହତ ହୋଇଛନ୍ତି।...

କଂଗ୍ରେସ ଉପରେ ବର୍ଷିଲେ ମୋଦି

ହରିୟାଣା,୧୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ହରିୟାଣାରେ ଏକ ଜନସଭାକୁ ସମ୍ବୋଧନ ଦେବା ଅବସରରେ ଭାଜପା ସରକାରଙ୍କ ଶାସନ କାଳରେ ହୋଇଥିବା ସଫଳତାର କାହାଣୀ କହିଛନ୍ତି।...

ନ୍ୟାୟିକ ବ୍ୟବସ୍ଥା ବି ହୋଇପାରେ ଦଣ୍ଡ ସଦୃଶ : ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩୦।୧୧ : ଆମର ନ୍ୟାୟିକ ବ୍ୟବସ୍ଥା ନିଜେ ଏକ ଦଣ୍ଡ ହୋଇପାରେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଯେ ହତ୍ୟା ମାମଲାରେ ୧୩ ବର୍ଷ ଧରି ତିନିଜଣ...

ସିକ୍କିମରେ ଭୂକମ୍ପ ଅନୁଭୂତ

ଗ୍ୟାଙ୍ଗଟକ୍‌,୧୩।୨: ସିକ୍କିମରେ ସୋମବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୪.୧୫ ରେ ଘଟିଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ଥିଲା। ଜାତୀୟ...

ଶସ୍ତାରେ ମିଳିବ କରୋନା ଟିକା

ନୂଆଦିଲ୍ଲୀ,୨୪।୪: କୋଭିଡ୍‌ -୧୯ ଟିକା ଆମଦାନୀ ଉପରେ କଷ୍ଟମ୍‌ ଡ୍ୟୁଟି ଛାଡ଼ କଲେ କେନ୍ଦ୍ର ସରକାର। ଅକ୍ସିଜେନ ଉପରୁ ମଧ୍ୟ ସ୍ବାସ୍ଥ୍ୟ ସେସ୍‌ ଛାଡ଼ କରାଯାଇଥିବା...

ମହାରାଷ୍ଟ୍ରକୁ ଅକ୍ସିଜେନ ଯୋଗାଇଲେ ମୁକେଶ ଅମ୍ବାନୀ

ମୁମ୍ବାଇ, ୧୫ା୪- କରୋନା ସହ ଲଢ଼େଇରେ ମହାରାଷ୍ଟ୍ରକୁ ଅକ୍ସିଜେନ ଦରକାର ଥିବାବେଳେ ସାହାଯ୍ୟର ହାତ ବଢ଼ାଇଛନ୍ତି ମୁକେଶ ଅମ୍ବାନୀ। ରିଲାଏନ୍ସ ରିଫାଇନାରିରୁ ଉତ୍ପାଦିତ ଅକ୍ସଜେନକୁ ମହାରାଷ୍ଟ୍ରକୁ...

ବିବାହ କରିବାକୁ ମନା କରିବାରୁ ଯୁବକଙ୍କ ମୁହଁରେ ଏସିଡ୍‌ ପକାଇଲେ ବିବାହିତା ମହିଳା…

ଥିରୁଭାନନ୍ତପୁରମ୍‌,୨୧।୧୧: କେରଳର ଇଡୁକ୍କି ଜିଲାର ଜଣେ ମହିଳାଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବାରୁ ଜଣେ ଯୁବକଙ୍କୁ ଏସିଡରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଯୁବକଙ୍କୁ ଗୁରୁତର...

Advertisement
Archives

Model This Week