ଭୋଡାଫୋନ-ଆଇଡିଆରୁ ଅଂଶଧନ କିଣିବ ଗୁଗୁଲ୍‌

ମୁମ୍ବାଇ,୨୯।୫: ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀ ଭୋଡାଫୋନ-ଆଇଡିଆରୁ ୫%ଅଂଶଧନ କିଣିବାକୁ ଲକ୍ଷ୍ୟ ରଖିଛି ଆମେରିକାର ଅଗ୍ରଣୀ ସଫ୍ଟଓ୍ବାର କମ୍ପାନୀ ଗୁଗୁଲ୍‌ । ଗତ କିଛି ବର୍ଷ ଏହି ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ବ୍ୟାପକ ବାଣିଜି୍ୟକ କ୍ଷତି ଓ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଏହି ଆର୍ଥିକ ମାନ୍ଦାବସ୍ଥା ସମୟରେ ଗୁଗୁଲ୍‌ କମ୍ପାନୀର ଅଂଶଧନ କ୍ରୟ କରିବା ପାଇଁ ଆଶା ରଖିଛି । ଗୁଗୁଲ୍‌ ଅଂଶଧନ କ୍ରୟ କରିବା ଦ୍ୱାରା କମ୍ପାନୀ ଯେଉଁ ଅର୍ଥ ରାଶି ସହାୟତା ପ୍ରାପ୍ତ ହେବ । ସେହି ଅର୍ଥ ରାଶି କମ୍ପାନୀର ଆର୍ଥିକ ସମସ୍ୟାର ସମାଧାନ ସହ ବାଣିଜି୍ୟକ କାରବରାରେ ବେଶ ସହାୟକ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଗୁଗୁଲ୍‌ କମ୍ପାନୀର ଏହି ଅଂଶଧନ କିଣିବା ଫଳରେ ଏକ ବୃହତ ପ୍ଲାଟଫର୍ମରେ ବାଣିଜି୍ୟକ କାରବାର କରିବ । ଏହା ଫଳରେ ଫେସବୁକ ସହ ଏକ ପ୍ରତିଦ୍ୱନ୍ଦ୍ୱୀ ହୋଇ ବାଣିଜି୍ୟକ କାରବାର କରିବ ଯାହା କମ୍ପାନୀକୁ ବେଶ ସହାୟ ହେବ । ଗତ କିଛି ଦିନେ ତଳେ ଜିଓ ପ୍ଲାଟଫର୍ମରେ ଫେସବୁକ ୧୦ ବିଲିୟନ ଡଲାର ନିବେଶ କରିଛି । ଏହି ନିବେଶ ଫଳରେ ଉଭୟ ଜିଓ ଓ ଫେସବୁକ ଭାରତ ବଜାରରେ ଏକ ବୃହତ ବ୍ୟବସାୟ ଆଶାରେ ଫେସବୁକ ଏହି ନିବେଶ କରିଥିବା ମତ ପ୍ରକାଶ ପାଇଛି । ସେହିପରି ଭାରତୀ ଏୟାରଟେଲ ମଧ୍ୟ ନିଜର ଅଂଶଧନ ବିକିବା ନେଇ ଯୋଜନା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ୟୁଚର ଗ୍ରୁପ୍‌ କ୍ରୟ ଲାଗି ରିଲାଏନ୍ସ ଦେବ ୨୭ ହଜାର କୋଟି

ନୂଆଦିଲ୍ଲୀ,୨୯।୭: ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ କିଶୋର ବିୟାନୀଙ୍କ ରିଟେଲ ଚେନ୍‌ ଫ୍ୟୁଚର ଗ୍ରୁପ୍‌କୁ କ୍ରୟ କରିବା ଲାଗି ଯୋଜନା କରୁଛି। ଏଥିଲାଗି...

ଲକ୍ଷ୍ମୀବିଳାସ ବ୍ୟାଙ୍କ ଉଠାଣରେ ଲାଗିଲା କଟକଣା;ମାସିକ ୨୫ ହଜାର ଉଠାଇ ପାରିବେ ଜମାକାରୀ

ନୂଆଦିଲ୍ଲୀ: ତାମିଲନାଡୁର ଘରୋଇ କ୍ଷେତ୍ର ଲକ୍ଷ୍ମୀବିଳାସ ବ୍ୟାଙ୍କରୁ ଉଠାଣ ଉପରେ କେନ୍ଦ୍ର ସରକାର କଟକଣା ଲଗାଇଛନ୍ତି। ସରକାର ଏବେ ଏହି ବ୍ୟାଙ୍କକୁ ମୋରାଟୋରିୟମ ପରିସରରେ ରଖିଛନ୍ତି।...

ଆର୍‌ବିଆଇ କର୍ମଚାରୀ ୟୁନିୟନର ଦାବି;ଗଭର୍ନର, ଡେପୁଟି ଗଭର୍ନର ଚୟନ କଲେଜିୟମ ଦ୍ୱାରା ହେଉ

ମୁମ୍ବାଇ,୨୬-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଗଭର୍ନର ଏବଂ ଡେପୁଟି ଗଭର୍ନରଙ୍କ ଚୟନ ବିଶେଷଜ୍ଞଙ୍କୁ ନେଇ ଗଠିତ କଲେଜିୟମ ଦ୍ୱାରା କରାଯିବା ଆବଶ୍ୟକ ବୋଲି କେନ୍ଦ୍ରୀୟ ବ୍ୟାଙ୍କ...

ଆଜିଠାରୁ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର,୩୧-୧: ଇଣ୍ଡିଆନ୍‌ ବ୍ୟାଙ୍କ ଆସୋସିଏଶନ (ଆଇବିଏ) ଦେଇଥିବା କର୍ମଚାରୀଙ୍କ ଲାଗି ୧୫% ବେତନ ବୃଦ୍ଧି ପ୍ରସ୍ତାବକୁ ବ୍ୟାଙ୍କ ସଂଘ ଅଗ୍ରାହ୍ୟ କରି ଦେଇଛନ୍ତି। ଫଳରେ ବ୍ୟାଙ୍କ...

ରେଳ ଯାତ୍ରୀ ଭଡା ବଢିବା ସମ୍ଭାବନା

ନୂଆଦିଲ୍ଲୀ,୨୫-୧୨: ଭାରତୀୟ ରେଲଓ୍ବେ ପକ୍ଷରୁ ଚଳିତ ସପ୍ତାହରେ ଯାତ୍ରୀ ଭଡା ବଢାଇବା ନେଇ ସମ୍ଭାବନା ରହିଛି। କିଲୋମିଟର ପିଛା ଏହା ୫ରୁ ୪୦ ପଇସା ମୂଲ୍ୟ...

ଶ୍ରୀଲଙ୍କାକୁ ଆର୍ଥିକ ସହାୟତା ଯୋଗାଇବ ଏସ୍‌ବିଆଇ

ନୂଆଦିଲ୍ଲୀ,୧୮ା୩: ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପଡ଼ୋଶୀ ଦେଶ ଶ୍ରୀଲଙ୍କାର ଖାଦ୍ୟ ଉତ୍ପାଦ, ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ କ୍ରୟ ପାଇଁ...

ଆଗାମୀ ଆର୍ଥତ୍କ ବର୍ଷରେ ସ୍ବାଭାବିକ ହେବ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ: ଆସନ୍ତା ବର୍ଷରେ ଦେଶର ଅର୍ଥ ବ୍ୟବସ୍ଥା ସ୍ବାଭାବିକ ସ୍ଥିତିକୁ ଫେରିବା ନେଇ ଆଶା ରହିଛି ବୋଲି ଏସ୍‌ବିଆଇ ଅଧ୍ୟକ୍ଷ ଦିନେଶ କୁମାର ଖାରା ଶନିବାର...

ନିଶ୍ଚିତ ଭବିଷ୍ୟ ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ,୧୨।୪: ଦେଶର ପ୍ରମୁଖ ଘରୋଇ ଜୀବନ ବୀମାକାରୀ କମ୍ପାନୀ ରିଲାଏନ୍ସ ନିପନ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏକ ନୂତନ ଉତ୍ପାଦ ନିଶ୍ଚିତ ଭବିଷ୍ୟ ଯୋଜନାର ଶୁଭାରମ୍ଭ...

Advertisement
Archives

Model This Week