ଭେଣ୍ଟିଲେଟରରେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର

ନୂଆଦିଲ୍ଲୀ,୧୯।୬: ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟାବସ୍ଥା ଶୁକ୍ରବାର ପୁଣି ବିଗିଡ଼ିଯାଇଛି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ୨ ଦିନ ପୂର୍ବରୁ ସତ୍ୟେନ୍ଦ୍ରଙ୍କ କରୋନା ପଜିଟିଭ୍‌ ବାହାରିଥିଲା। ଦିଲ୍ଲୀ ରାଜୀବ ଗାନ୍ଧୀ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ପୁସ୍‌ଫୁସ୍‌ରେ ସଂକ୍ରମଣ ଅଧିକ ବଢ଼ିଯିବାରୁ ତାଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି। ଫଳରେ ଶୁକ୍ରବାର ଡାକ୍ତର ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରୁଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ମହିଳାଙ୍କୁ ବଞ୍ଚାଇବା ପାଇଁ ରୋଜା ଭାଙ୍ଗିଲେ ମୁସଲମାନ ଯୁବକ

ଜୟପୁର, ୨୭।୫: ଭାଇଚାରାର ଏକ ଅନନ୍ୟ ଉଦାହରଣ ରାଜସ୍ଥାନର ନାଗୌରରେ ଦେଖିବାକୁ ମିଳିଛି। ହିନ୍ଦୁ ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ରୋଜା(ଓଷା) ଭାଙ୍ଗି ଦେଇଛନ୍ତି ମୁସଲମାନ...

ଅଢ଼େଇ ଦିନରେ ଦୁଇଗୁଣା ହେଉଛି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା…

ଲଣ୍ଡନ, ୧୨।୧୨: ବ୍ରିଟେନ୍‌ରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏଠାରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାବୃଦ୍ଧି ପାଇବାରେ...

ଗଡକରୀଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ମିଳିଲା ପରିଚୟ

ନାଗପୁର,୧୫।୧: କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ପରଚୟ ମିଳିଛି। କର୍ନାଟକର ବେଲାଗାଭିରେ କାରାଗାରରେ ଥିବା ଜଣେ...

କଂଗ୍ରେସକର୍ମୀଙ୍କୁ ୨୪ ଘଣ୍ଟା ସତର୍କ ରହିବାକୁ ପରାମର୍ଶ ଦେଲେ ରାହୁଲ

ନୂଆଦିଲ୍ଲୀ,୨୨।୫: ଲୋକ ସଭା ନିର୍ବାଚନ ଫଳାଫଳ ଗୁରୁବାର ପ୍ରକାଶ ପାଇବ। ଏନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କର୍ମୀଙ୍କୁ ଆଗାମୀ ୨୪ ଘଣ୍ଟା ସତର୍କ...

କରୋନା ସଚେତନତା ଗୀତ ଗାଇ ପୁଣି ଚର୍ଚ୍ଚାରେ ଦୁଇ ଭାଇ ଶାନ୍ତି, ଜ୍ୟୋତି

ଜୟପୁର, ୨୪।୩(ନି.ପ୍ର.) ‘ମଦ ପିଇବି ନାଇଁ, ନାଇଁ ନାଇଁ ନାଇଁ ପିଇବି ନାଇଁ’ ଦୁରଦର୍ଶନରେ ପ୍ରସାରିତ ହେଉଥିବା ଏହି ଗୀତ ୯୦ ଦଶକରେ ବେଶ୍‌ ଲୋକପ୍ରିୟ...

ଏଥର ଘରୁ ଭୋଟ ଦେଲେ ଦେଶର ପ୍ରଥମ ମତଦାତା

କିନୌର,୨।୧୧: ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ସ୍ବାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ ସରନ ନେଗି ବୁଧବାର ପ୍ରଥମ ଥର ପାଇଁ କିନୌରର କାଲପାସ୍ଥିତ ତାଙ୍କ...

ଆତଙ୍କବାଦୀ ଶିବିରରେ ଚାଇନା ପିସ୍ତଲ-ଗ୍ରେନେଡ୍‌

ଶ୍ରୀନଗର,୨୧।୨: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ଥିବା ଜଙ୍ଗଲରେ ସର୍ଚ୍ଚ ଅପରେଶନ୍‌ ସମୟରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଜଙ୍ଗଲ ମଧ୍ୟରେ ଥିବା ଏକ ଆତଙ୍କବାଦୀ ଶିବିରରୁ...

କର୍ନାଟକର ଆଉ ୫ କଂଗ୍ରେସ ବିଧାୟକ ଗଲେ ସୁପ୍ରିମକୋର୍ଟ

ବେଙ୍ଗାଲୁରୁ,୧୩।୭: କର୍ନାଟକର ମେଣ୍ଟ ସରକାର ସଙ୍କଟରେ ଥିବା ବେଳେ ଅସନ୍ତୁଷ୍ଟ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପତ୍ରକୁ ନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ପୂର୍ବରୁ କୋର୍ଟ ଏହି...

Advertisement
Archives

Model This Week