Posted inଫୁରସତ

ଭିନ୍ନ ମେଳା: ଯେଉଁଠାରେ ବିବାହ ପାଇଁ ଅନ୍ୟର ସ୍ତ୍ରୀକୁ କରାଯାଏ ଚୋରି

ବିଶ୍ୱର ବିଭିନ୍ନ ସ୍ଥାନରେ ବିବାହର ରୀତି ଭିନ୍ନ ପ୍ରକାରର। ଏମିତି ଏକ ରୀତି ରହିଛି ଯେଉଁଠାରେ ପୁରୁଷମାନେ ଅନ୍ୟର ସ୍ତ୍ରୀକୁ ଚୋରିକରି ବିବାହ କରିଥାନ୍ତି। ପଶ୍ଚିମ ଆଫ୍ରିକାର ବୋଦାବେ ଜନଜାତିର ଲୋକମାନେ ଏପରି କରିଥାନ୍ତି। ଏପରି ବିବାହ ଏହି ଜନଜାତିଙ୍କର ଏକ ସ୍ବତନ୍ତ୍ର ପରିଚୟ। ଏହି ପ୍ରଥା ଅନୁସାରେ ଜଣେ ବ୍ୟକ୍ତି ପ୍ରଥମ ବିବାହ ଘର ଲୋକଙ୍କ ପସନ୍ଦରେ କରିଥାନ୍ତି। ମାତ୍ର ଦ୍ୱିତୀୟ ବିବାହ ପାଇଁ ପୁରୁଷମାନଙ୍କୁ ଅନ୍ୟର ସ୍ତ୍ରୀକୁ ଚୋରି କରିବାକୁ ପଡିଥାଏ। ଏଥିପାଇଁ ପ୍ରତିବର୍ଷ ‘ଗେରଭୋଲ’ ନାମକ ଏକ ପର୍ବର ଆୟୋଜନ କରାଯାଇଥାଏ। ଏଥିରେ ପୁରୁଷମାନେ ମୁହଁରେ ରଙ୍ଗ ଲଗାଇ ବିବାହିତା ମହିଳାମାନଙ୍କୁ ତାଙ୍କ ସହ ବିବାହ ପାଇଁ ରାଜି କରାଇଥାନ୍ତି। ଏହି ସମୟରେ ଧ୍ୟାନ ଦେବାକୁ ପଡ଼ିଥାଏ ଯେପରି ଏ ସବୁ ଉକ୍ତ ମହିଳାଙ୍କ ସ୍ବାମୀ ନ ଦେଖନ୍ତି। ମହିଳା ବିବାହ ପାଇଁ ରାଜି ହେବା ପରେ ଉକ୍ତ ପୁରୁଷ ତାଙ୍କୁ ନେଇ ଫେରାର ହୋଇଯାନ୍ତି। ପରେ ଉକ୍ତ ଜନଜାତି ସେମାନଙ୍କ ବିବାହ କରାଇଥାନ୍ତି। ଏପରି ବିବାହକୁ ସେମାନେ ପ୍ରେମ ବିବାହ ବୋଲି ମାନିଥାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୪୦ କୋଟି ବର୍ଷ ତଳେ ବିକଶିତ ହୋଇଥିଲା ମାଛର ଦାନ୍ତ

ଷ୍ଟକ୍‌ହୋମ୍‌: ଜୈବ ବିବର୍ତ୍ତନର ଧାରା ପୃଥିବୀରେ ସବୁବେଳେ ଜାରି ରହିଛି। ଗବେଷକଙ୍କ ମତରେ ମନୁଷ୍ୟଠାରେ ଦେଖାଯାଉଥିବା ଦାନ୍ତ ୪୦ କୋଟି ବର୍ଷତଳେ ମାଛଠାରୁ ବିକଶିତ ହୋଇଥିଲା।...

ମାର୍କୁଣ୍ଡି ବେଶରେ ଲାମା

ନ୍ୟୁୟର୍କ: ଭାରତୀୟ ବିବାହରେ ବର ସହିତ ଜଣେ ମାର୍କୁଣ୍ଡି ଯିବାର ପରମ୍ପରା ରହିଛି। ଏବେ ବିଦେଶରେ ମଧ୍ୟ ଏହି ପରମ୍ପରା ଦେଖିବାକୁ ମିଳୁଛି। ହେଲେ ନିକଟରେ...

ମାସ୍କ ଦୋଳିରେ ଝୁଲୁଛି ଶୁଆ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। କିଛି ଭିଡିଓ ଲୋକଙ୍କୁ ବେଶ୍‌ ମନୋରଞ୍ଜନର ଖୋରାକ ଯୋଗାଇଥାଏ। ଏବେ ସେମିତି ଏକ ଭିଡିଓ ଦେଖିବାକୁ...

ଦିବ୍ୟାଙ୍ଗ ଗୋଡ଼ ସାଜିଛି କୁକୁର, କରୁଛି ଏମିତି ସାହାଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ପରସ୍ପର ଲାଞ୍ଜକୁ ଧରି ଏମିତି ହେଉଛନ୍ତି ମୂଷା, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ...

ପୃଥିବୀ ପୃଷ୍ଠର କିଛି ଅଦ୍ଭୁତ ଫୁଲ, ଯାହାକୁ ଦେଖିଲେ ବିଶ୍ୱାସ କରିବା କଷ୍ଟ

ଫୁଲ ବିଷୟରେ ଯଦି ଆଲୋଚନା କରାଯାଏ, ତେବେ ଏକ ସୁନ୍ଦର ପ୍ରତିଛବି ମନରେ ଉଙ୍କି ମାରିଥାଏ। ହେଲେ ଦୁନିଆରେ ଏପରି କିଛି ଫୁଲ ଅଛି, ଯାହା...

ରୋଗ ଭଲ ପାଇଁ ଖାଉଛନ୍ତି ବାଲି

ଗୋପାଳପୁର,୬ା୬(ଡି.ଏନ.ଏ.): ଔଷଧ ଖାଇଲେ ରୋଗ ଭଲ ହୁଏ। କିନ୍ତୁ ଜଣେ ବ୍ୟକ୍ତି ତାଙ୍କ ଗୋଡ଼ହାତ ବିନ୍ଧାରୁ ଉପଶମ ପାଇବା ପାଇଁ ବାଲି ଖାଉଛନ୍ତି। ଏଭଳି ଘଟଣା...

୧୪ ବର୍ଷ ଜେଲରେ କାଟିଥିବା ବ୍ୟକ୍ତି ଏବେ ଏମ୍‌ବିବିଏସ୍‌

କାଲାବୁରାଗି,୧୫।୨: କର୍ନାଟକ କାଲାବୁରାଗି ଅଫଜଲପୁରାର ସୁଭାଷ ପାଟିଲ(୪୦) ନାମକ ଜଣେ ବ୍ୟକ୍ତିି ଜେଲରେ ୧୪ ବର୍ଷ ରହିବା ପରେ ବି ନିଜ ସ୍ବପ୍ନକୁ ସାକାର କରିପାରିଛନ୍ତି।...

Advertisement
Archives

Model This Week