ଭିଡ଼ିଓ ଗେମ୍‌ ଖେଳି ଗୋଟେ ମାସରେ କମାଇଲେ ୯ କିଲୋ ଓଜନ…

ମାନିଲା, ୧୪।୧: ମେଦବହୁଳତାରୁ ରକ୍ଷା ପାଇଁ କେତେକ ଲୋକ ଭିନ୍ନ ଭିନ୍ନ ଉପାୟ କରିଥାନ୍ତି। ତେବେ ଭିଡ଼ିଓ ଗେମ୍‌ ଖେଳି ଓଜନ କମାଇବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏଭଳି ଘଟଣା ଫିଲିପାଇନ୍ସ୍‌ରେ ଘଟିଛି। ଏଠାକାର ଗ୍ରାଫିକ୍‌ ଡିଜାଇନର ମିଗୁଇ ଗେବ୍ରିଏଲ ତାଙ୍କ କ୍ଷେତ୍ରରେ ଏଭଳି ହୋଇଥିବା ଦାବି କରିଛନ୍ତି। ସେ ମାସେ ଭିଡ଼ିଓ ଗେମ୍‌ ଖେଳିବା ପରେ ତାଙ୍କର ଫଟୋ ସୋସିଆଲ୍‌ ମିଡ଼ିଆରେ ଶେୟାର କରିଛନ୍ତି। ତାଙ୍କ ଓଜନ ୯ କିଲୋ(୧୦ ପାଉଣ୍ଡ) କମିଯାଇଥିବା ସେ କହିଛନ୍ତି। ପୂର୍ବରୁ ତାଙ୍କ ଓଜନ ୭୮ କିଲୋ ଥିବାବେଳେ ଏବେ ଏହା ୬୯ କିଲୋରେ ପହଞ୍ଚିଥିବା ସେ ସୂଚନା ଦେଇଛନ୍ତି। ଭିଡ଼ିଓ ଗେମ୍‌ ଖେଳିବା ବେଳେ ସେ ଖେଳକୁଦ ମଧ୍ୟ କରିଥାନ୍ତି। ଏହାଯୋଗୁ ଲଗାତାର ୨୫ରୁ ୩୦ ମିନିଟ୍‌ ପର୍ଯ୍ୟନ୍ତ ତାଙ୍କର ବ୍ୟାୟାମ ହୋଇଥାଏ। ତେଣୁ ତାଙ୍କ ଓଜନ କମିଯାଇଥିବା ସେ କହିଛନ୍ତି। ଏବେ ଗେବ୍ରିଏଲଙ୍କ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଟଙ୍କାର ଦହି ଚୋରି କରିଥିଲେ ଏହି ଛାତ୍ରୀ, ଧରିବା ପାଇଁ ପୋଲିସ ଖର୍ଚ୍ଚ କଲା ୪୨୦୦୦ ଟଙ୍କା

ଅପରାଧୀଙ୍କୁ ଧରିବା ପାଇଁ ପୋଲିସକୁ ବେଳେବେଳେ ବହୁତ କଷ୍ଟ କରିବାକୁ ପଡ଼ିଥାଏ। କିଛି ମାମଲାରେ ସଫଳତା ମିଳେ ତ ଆଉ କେତେବେଳେ ଅପରାଧୀ ଚକ୍‌ମା ଦେଖାଇ...

ମାସ୍କ ନ ପିନ୍ଧିଲେ ଖୋଳିବାକୁ ପଡିବ କରୋନା ସଂକ୍ରମିତ ମୃତକଙ୍କ ପାଇଁ କବର

ଜାକର୍ତ୍ତା,୧୫ ।୯: କରୋନା ସଂକ୍ରମଣ ସାରା ବିଶ୍ୱକୁ ଥରହର କରାଇ ଦେଇଥିବା ବେଳେ ଏହାକୁ ରୋକିବାକୁ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ନିୟମମାନ ଲାଗୁ କରାଯାଇଛି...

ଭାରତର ଏହି ଦୁଇ ସହର ବିଶ୍ୱରେ ସବୁଠୁ ଶସ୍ତା, ଆପଣ ବି ଏଠାରେ ତିଆରି କରିପାରିବେ ଘର

ଭଲ ପରିବେଶ ଏବଂ ସ୍ବଚ୍ଛ ସହରରେ ରହିବାକୁ ପ୍ରାୟ ସମସ୍ତେ ସ୍ବପ୍ନ ଦେଖିଥାନ୍ତି। ଯେକୌଣସି ସହରରେ ବସବାସ କରିବାକୁ ହେଲେ ବଜେଟ୍‌ ଦେଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ସରସ୍ବତୀ ନଦୀ ଭଳି ନ ହେଉ ଗଙ୍ଗା-ବ୍ରହ୍ମପୁତ୍ର ଅବସ୍ଥା: ଜାତିସଂଘ ମୁଖ୍ୟଙ୍କ ଚେତାବନୀ…

ଜେନେଭା,୨୩।୩ : ବିଶ୍ୱ ତାପମାତ୍ରା ହ୍ରାସ ଏବଂ ମୁକାବିଲା ପାଇଁ ବିଶ୍ୱର ବିଭିନ୍ନ ଦେଶ କ୍ରମାଗତ ଭାବରେ ଉଦ୍ୟମ କରୁଛନ୍ତି । ଏହାର ସୁଦୂରପ୍ରସାରୀ ପାର୍ଶ୍ୱ...

ପୃଥିବୀକୁ କରୋନା ଟିକା ଯୋଗାଣରେ ଭାରତ ଆଗୁଆ, ସ୍ବୀକାର କଲା ଆମେରିକା…

ଓ୍ବାଶିଂଟନ,୨୬।୧୦ : କୋଭିଡ ମହାମାରୀ ସହ ଲଢ଼େଇ ସମୟରେ ଭାରତ ନିଜର ସାମର୍ଥ୍ୟକୁ ହୃଦୟଙ୍ଗମ କରିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତ ପୃଥିବୀକୁ କରୋନା...

ପାଣିରେ କୁମ୍ଭୀରକୁ ଦେଖି ଡେଇଁଲା ବାଘ, ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଏବଂ ଫଟୋ ହସର ଖୋରାକ...

ପୁଟିନ୍‌ ଦେଲେ ଭାରତକୁ ବଡ଼ ଅଫର

ମସ୍କୋ,୨୩।୬: ଚାଇନା ନେତୃତ୍ୱରେ ଆୟୋଜିତ ହୋଇଥିବା ୨ଦିନିଆ ବ୍ରିକ୍ସ ସମ୍ମିଳନୀ ବୁଧବାରଠାରୁ ଶୁଭାରମ୍ଭ ହୋଇଛି। ୧୪ତମ ବ୍ରିକ୍ସ ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏକ...

ଶେଖ ହାସିନାଙ୍କୁ ହତ୍ୟା ଧମକ ଦେଇଥିବା ନେତା ଦୋଷୀ ସାବ୍ୟସ୍ତ

ବାଲାଂଦେଶ,୩୧।୧୦: ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ହତ୍ୟା ଧମକ ଦେଇଥିବା ବିରୋଧୀ ଦଳର ଜଣେ ନେତାଙ୍କୁ ଏବେ ୩ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ। ବୁଧବାର କୋର୍ଟ...

Advertisement
Archives

Model This Week