ଭାରତ ସହିତ ହେବ ୩୦୦ କୋଟି ଡଲାରର ସାମରିକ ଚୁକ୍ତି: ଟ୍ରମ୍ପ୍‌

ଅହମଦାବାଦ୍‌,୨୪।୨: ଭାରତ ସହିତ ଆମେରିକା ୩ ୦୦ କୋଟି ଡଲାରର ସାମରିକ ଚୁକ୍ତି କରିବ ବୋଲି ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋମବାର ଘୋଷଣା କରିଛନ୍ତି। ଏହି ଚୁକ୍ତି ଅନୁସାରେ ଆମେରିକା ଭାରତକୁ ମିଲିଟାରୀ ହେଲିକପ୍ଟର ଏବଂ ଭାରତୀୟ ସେନା ପାଇଁ ଆବଶ୍ୟକ ଅନ୍ୟ ସାମରିକ ଯନ୍ତ୍ରାଂଶ ଯୋଗାଇଦେବ ବୋଲି ଟ୍ରମ୍ପ୍‌ କହିଛନ୍ତି। ସୂଚନାଯୋଗ୍ୟ, ଏହାଦ୍ୱାରା ଭାରତର ପ୍ରତିରକ୍ଷା ଶକ୍ତି ଯଥେଷ୍ଟ ବୃଦ୍ଧି ପାଇବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାନିଟାଇଜର ପିଇ ୩ ଆଥ୍‌ଲେଟ ହସ୍ପିଟାଲରେ ଭର୍ତ୍ତି

ଟୋକିଓ,୧୧।୫: ପାଣି ବଦଳରେ ସାନିଟାଇଜର ପିଇ ୩ ସ୍କୁଲ ଆଥଲେଟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଜାପାନର ୟାମାନାଶିରେ ଆୟୋଜିତ ୫ ହଜାର ମିଟର ଦୌଡ ପ୍ରତିଯୋଗିତାରେ...

ସ୍ବିଡେନ ପ୍ରଧାନମନ୍ତ୍ରୀଙ୍କୁ ଗୁଳି କରିଥିଲେ ଗ୍ରାଫିକ୍‌ ଡିଜାଇନର

ଷ୍ଟକ୍‌ହୋମ୍‌,୧୧।୬: ସ୍ବିଡେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଓଲ୍‌ଫ ପାମେଙ୍କ ହତ୍ୟାର ୩୪ବର୍ଷ ପରେ ଅଭିଯୁକ୍ତଙ୍କ ନାମ ପର୍ଦ୍ଦାଫାଶ ହୋଇଛି। ଏକ ବୀମା କମ୍ପାନୀରେ ଗ୍ରାଫିକ ଡିଜାଇନର...

ଚାଇନାକୁ ବଡ ଝଟ୍‌କା ଦେଲା ଆମେରିକା

ଓ୍ବାଶିଂଟନ୍‌,୧୫।୧: ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ କାର୍ଯ୍ୟକାଳର ଶେଷ ଦିନରେ ଚାଇନା ବିରୋଧରେ ଏକ ବଡ ନିଷ୍ପତ୍ତି ନେଇଛି। ଚାଇନାର ୯ଟି କମ୍ପାନୀକୁ ତାଲିକାଭୁକ୍ତ କରିଛି।...

ଆମେରିକା ବିରୋଧରେ ସ୍ବର ଉତ୍ତୋଳନ କଲା ଚାଇନା

ବେଜିଂ,୫ା୨: ଆମେରିକା ବିରୋଧରେ ଚାଇନା ଖୋଲାଖୋଲି ଭାବେ ସ୍ବର ଉତ୍ତୋଳନ ଆରମ୍ଭ କରିଛି। ଏଥର ଚାଇନା ତା’ର ମିତ୍ର ରାଷ୍ଟ୍ର ଉତ୍ତରକୋରିଆ ସପକ୍ଷରେ ସ୍ବର ଉତ୍ତୋଳନ...

ଧୂଳିଝଡ଼ ନେଲା ୮ ଜୀବନ…

ଓଟାହ,୨୭।୭: ଆମେରିକାର ଓଟାହରେ ଧୂଳିଝଡ଼ ଯୋଗୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଭୟଙ୍କର ଧୂଳିଝଡ଼ ଯୋଗୁଁ ଓଟାହର ରାଜପଥରେ ପ୍ରାୟ ୨୨ଟି ମଧ୍ୟରେ ଗାଡି ଧକ୍କା...

ମାନସିକ ରୋଗଗ୍ରସ୍ତ ଯୁବକଙ୍କ ଲାଗି ଡେଥ୍‌ ଓ୍ବାରେଣ୍ଟ୍‌ ଜାରି କଲା ପାକିସ୍ତାନ କୋର୍ଟ

ଇସଲାମାବାଦ୍‌, ୧୭।୬: ପାକିସ୍ତାନର ରାଓ୍ବଲପିଣ୍ଡିର ଏକ କୋର୍ଟ ଜଣେ ମାନସିକ ରୋଗଗ୍ରସ୍ତ ଯୁବକଙ୍କ ଲାଗି ଡେଥ୍‌ ଓ୍ବାରେଣ୍ଟ୍‌ ଜାରି କରିଛି। ଯୁବକଙ୍କୁ ଫାଶିଦଣ୍ଡ ଦିଆଯିବ ବୋଲି...

କରୋନା ସଂକ୍ରମଣ ପାଇଁ ଚାଇନା ମାଂସ ବଜାରକୁ ଦାୟୀ କଲେ ମୋରିସନ୍‌: ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଜାତିସଂଘରେ ଅପିଲ୍‌

ମେଲବୋର୍ନ, ୪ ।୪: ପୃଥିବୀରେ ଦେଖାଦେଇଥିବା କରୋନା ଆତଙ୍କ ପାଇଁ ଚାଇନାର ମାଂସ ବଜାର ହିଁ ଦାୟୀ । ଏନେଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍...

ଭାରତୀୟ ସୀମା ନିକଟବର୍ତ୍ତୀ ତିବ୍ବତରେ ଚାଇନା ଆରମ୍ଭ କଲା ପ୍ରଥମ ବୁଲେଟ ଟ୍ରେନ୍‌

ବେଜିଂ,୨୫।୬: ଚାଇନାର ରଣନୈତିକ ଭାବେ ମହତ୍ୱପୂର୍ଣ୍ଣ ଥିବା ହିମାଳୟର ତିବ୍ବତ ଅଞ୍ଚଳରେ ଚାଇନା ପ୍ରଥମ ଇଲେକ୍ଟ୍ରୋନିକ୍‌ ବୁଲେଟ ଟ୍ରେନ୍‌ ଆରମ୍ଭ କରିଛି। ଶୁକ୍ରବାର ଏହି ଟ୍ରେନ୍‌...

Advertisement
Archives

Model This Week