ଭାରତ ଲାଗି ଆଉଟଲୁକ୍‌ ନକାରାତ୍ମକ କଲା ଫିଚ୍‌

ନୂଆଦିଲ୍ଲୀ,୧୮।୬: ଫିଚ୍‌ ରେଟିଂ ଏଜେନ୍ସି ଗୁରୁବାର ଭାରତର ଆଉଟଲୁକ୍‌କୁ ନକାରାତ୍ମକ ରହିବା ନେଇ ଆକଳନ କରିଛି। ଭାରତର ଆଉଟଲୁକ୍‌ ସ୍ଥିର ରହିବ ବୋଲି ଏହା ପୂର୍ବରୁ କହିଥିବା ବେଳେ ବର୍ତ୍ତମାନ ଏହାକୁ ନକାରାତ୍ମକ କରିଥିବା ଜଣାପଡ଼ିଛି। ଏହି ଏଜେନ୍ସି ଗତ ୮ ବର୍ଷ ମଧ୍ୟରେ ପ୍ରଥମ ଥର ଏଭଳି କରିଥିବା ଜଣାପଡିଛି। କରୋନା ଯୋଗୁ ଭାରତର ଅଭିବୃଦ୍ଧି ପ୍ରଭାବିତ ରହିବ। ଏଥିଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା ସାମ୍ନାରେ ବଡ ଚ୍ୟାଲେଞ୍ଜ ରହିଥିବା ବେଳେ ସରକାରଙ୍କ ଋଣ ଚାପ ମଧ୍ୟ ବଢ଼ିଛି। ଏଭଳି ସ୍ଥିତିରେ ଭାରତର ରେଟିଂକୁ ଏହି ଏଜେନ୍ସି ବିବିବି- ରଖିଛି। ଏହାକୁ ନୂ୍ୟନତମ ନିବେଶ ଗ୍ରେଡ୍‌ ବୋଲି କୁହାଯାଉଛି। ଭାରତର ଅଭିବୃଦ୍ଧିକୁ ବିପଦ ରହିଥିବା ଏହା ପ୍ରକାଶ କରିଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଭାରତର ଅଭିବୃଦ୍ଧି ୫% ଖସିବ ବୋଲି ଏହା ଆକଳନ କରିଛି। ୨୦୨୧-୨୨ରେ ବିକାଶ ହାର ୯.୫%କୁ ବୃଦ୍ଧି ଘଟିବା ନେଇ ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri