ଭାରତ ମହାସାଗର ତଳେ ଭାଙ୍ଗିବାରେ ଲାଗିଛି ଟେକ୍ଟୋନିକ୍‌ ପ୍ଲେଟ୍‌

ପ୍ୟାରିସ୍‌,୨୬।୫: ଭାରତ ଉପରେ ବିପଦ ମାଡ଼ି ଆସୁଛି। ଭାରତ ମହାସାଗର ତଳେ ଥିବା ଟେକ୍ଟୋନିକ୍‌ ପ୍ଲେଟ୍‌ ଧୀରେଧୀରେ ଭାଙ୍ଗିବାରେ ଲାଗିଛି। ଏହାଯୋଗୁ ଆଗାମୀ ଦିନରେ ତୀବ୍ରତାଯୁକ୍ତ ଭୂକମ୍ପ ହେବାର ଆଶଙ୍କା ରହିଥିବା ପ୍ୟାରିସ୍‌ର ଆର୍ଥ ଫିଜିକ୍ସ୍‌ ଇନଷ୍ଟିଚ୍ୟୁଟ୍‌ର ମେରାଇନ୍‌ ଜିଓସାଇନ୍ସ୍‌ ବିଭାଗ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଏହି ପ୍ଲେଟ୍‌କୁ ଇଣ୍ଡିଆ-ଅଷ୍ଟ୍ରେଲିଆ କ୍ୟାପ୍ରିକନ୍‌ ଟେକ୍ଟୋନିକ୍‌ ‌ ପ୍ଲେଟ୍‌ କୁହାଯାଇଥାଏ। ପ୍ରତିବର୍ଷ ଟେକ୍ଟୋନିକ୍‌ ପ୍ଲେଟ୍‌ର ୧.୭ ମିଲିମିଟର ଅଂଶ ଭାଙ୍ଗିବାରେ ଲାଗିଛି। ଏକ ନିୟୁତ ବର୍ଷରେ ଏହି ପ୍ଲେଟ୍‌ର ୧.୭ କିଲୋମିଟର ଭାଙ୍ଗିଯିବାର ଆଶଙ୍କା ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ଧାରା ଜାରି ରହିଲେ ଭାରତ ମହାସାଗର ଦୁଇ ଭାଗରେ ବିଭକ୍ତ ହୋଇଯିବା ବୋଲି ଗବେଷକ ଅୟୁରେଲି କୌଡ୍ୟୁରିଅର କ୍ୟୁଭେୟର କହିଛନ୍ତି। ଏହାଦ୍ୱାରା ଭୂଭାଗର ବହୁ ପରିବର୍ତ୍ତନ ହେବାର ଆଶଙ୍କା ଥିବା ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ପ ଦଂଶନ କରାଇ ପତ୍ନୀଙ୍କୁ ମାରିବା ଅଭିଯୋଗରେ ପତି ଗିରଫ

କୋଲ୍ଲମ,୨୬।୫: କେରଳର କୋଲ୍ଲମରେ ସର୍ପ ଦଂଶନ କରାଇ ପତ୍ନୀଙ୍କୁ ମାରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ପୋଲିସର କହିବା ମୁତାବକ ଘଟଣାଟି ମେ’୬ରେ...

ଟିକା ବିରୋଧି ଅଭିଯାନରେ ସାମିଲ ହୋଇଥିବା ଗାୟିକାଙ୍କର କରୋନାରେ ମୃତ୍ୟୁ

ପ୍ରାଗ,୨୦ ।୧: ଚେକ ଗଣରାଜ୍ୟର ଜଣେ ଲୋକ ଗାୟିକା ହାନା ହୋରକାଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହି ଖବର ତାଙ୍କ ପ୍ରୁଅ ଦେଇଛନ୍ତି ।...

ବିବାଦରେ ଭାଇରସ୍‌

ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌ର ଜନ୍ମ ଯେପରି ରହସ୍ୟମୟ, ସେତିକି ବିସ୍ମୟକର । ପୁଣି ତାକୁ ନେଇ ଏବେ ଅସଂଖ୍ୟ ପ୍ରଶ୍ନବାଚୀ…...

ଜୀବନ୍ତ ଜଳିଗଲେ ୪୧ କଏଦୀ…

ଜାକର୍ତ୍ତା,୮।୯: ଇଣ୍ଡୋନେସିଆର ବଣ୍ଟେନ ପ୍ରଦେଶର ଏକ ଜେଲରେ ଅଗ୍ନିକାଣ୍ଡ ଘଟି ୪୧ ଡ୍ରଗ୍ସ କଏଦୀଙ୍କର ମୃତ୍ୟୁ ଘଟିଛି ଏବଂ ୩୯ ଜଣ ଆହତ ହୋଇଛନ୍ତି। ଆହତ...

ନୋବିତା-ଶିଜୁକା ବିବାହ: ସୋସିଆଲ୍‌ ମିଡ଼ିଆରେ ଟପ୍‌ ଟ୍ରେଣ୍ଡ୍‌

ଟୋକିଓ, ୨୦।୧: ଛୋଟ ପିଲାଙ୍କ ପ୍ରିୟ ଧାରାବାହିକ ଡୋରେମନ୍‌ରେ ନଟ୍‌ଖଟ୍‌ ବାଳକ ନୋବିତା ଏବେ ବାଲ୍ୟବାନ୍ଧବୀ ଶିଜୁକାଙ୍କୁ ବିବାହ କରିବେ। ଏହାକୁ ନେଇ ଡୋରେମନ୍‌ ଦେଖୁଥିବା...

ଭାରତୀୟ ଦଳକୁ ଟ୍ରୋଲ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୧୧।୧୧: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପ ୨୦୨୨ର ସେମିଫାଇନାଲରେ ଇଂଲଣ୍ଡଠାରୁ ୧୦ ଉଇକେଟରେ ହାରିବା ପରେ ଭାରତ ବିଶ୍ୱକପ ଜିତିବାର ଆଶା ଶେଷ ହୋଇଛି। ଭାରତ...

ଇଣ୍ଟରନେଟ୍‌ରେ ଲୋକାଲ ଲାଙ୍ଗୁଏଜ୍‌

ଦିନ ଥିଲା ଇଣ୍ଟରନେଟ୍‌ରେ ଅନ୍ୟ ଦେଶଗୁଡିକ ଭଳି ଆମ ଦେଶରେ ମଧ୍ୟ କେବଳ ଇଣ୍ଟରନ୍ୟାଶନାଲ୍‌ ଲାଙ୍ଗୁଏଜ ଇଂଲିଶର ପ୍ରଚଳନ ଥିଲା। ହେଲେ ବର୍ତ୍ତମାନ ବିଭିନ୍ନ ଲୋକାଲ୍‌...

ବିବାହ ପାଇଁ ଏକାଥରକେ ଛୁଟି ମାଗିଲେ ୨୦୦ ପୋଲିସ କର୍ମଚାରୀ, ଜାଣନ୍ତୁ ପୁଣି କ’ଣ ଘଟିଲା

ବର୍ତ୍ତମାନ ବିବାହ ଋତୁ ଆରମ୍ଭ ହୋଇଯାଇଛି। ସରକାରୀ କର୍ମଚାରୀ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ବିବାହ ପାଇଁ କେବଳ ଲକ୍ଷ୍ନୌର ୨୦୦ ପୋଲିସ କର୍ମଚାରୀ ଏକାସଙ୍ଗରେ...

Advertisement
Archives

Model This Week