Posted inଖେଳ

ଭାରତ ଓ ଶ୍ରୀଲଙ୍କା ପ୍ରଥମ ଟି୨୦ ମ୍ୟାଚ୍‌: ଟସ୍‌ ଜିତିଲା ଭାରତ

ଗୁଆହାଟୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆସାମର ଗୁଆହାଟୀଠାରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ନୂଆବର୍ଷର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ଭାରତ ରହିଛି। ବ୍ୟାକ ଷ୍ଟ୍ରେସ ଫ୍ରାକ୍ଚର ଭଳି ଆଘାତ ସମସ୍ୟାରୁ ପ୍ରତ୍ୟାବର୍ତ୍ତନ କରିଥିବା ତାରକା ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ୩ ମ୍ୟାଚ୍ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ ଖେଳିବା ପାଇଁ ଦଳରେ ସ୍ଥାନ ପାଇଛନ୍ତି। ଫଳରେ ସେ ସମସ୍ତଙ୍କ ନଜରରେ ରହିଛନ୍ତି। ନିୟମିତ ଓପନର ରୋହିତ୍‌ ଶର୍ମା ସିରିଜରୁ ବିଶ୍ରାମ ନେଇଥିବାବେଳେ ତାଙ୍କ ସ୍ଥାନରେ ଶିଖର ଧୱନ ଲୋକେଶ ରାହୁଲଙ୍କ ସହ ଇନିଂସ ଓପନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମ୍‌ଏସ୍‌ ଧୋନୀ କ୍ରିକେଟ କ୍ଲିନିକ୍‌ ଆରମ୍ଭ: ଭାଗନେଲେ ୮୦ ପ୍ରତିଯୋଗୀ

ଭୁବନେଶ୍ୱର, ୪।୬(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ସି.ଭି. ରମଣ ଇଞ୍ଜିନିୟରିଂ କ୍ରିକେଟ ଗ୍ରାଉଣ୍ଡରେ ସୋମବାରଠାରୁ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଏକାଡେମୀ ଆରମ୍ଭ ହୋଇଛି। ସକାଳ ୯.୩୦ରୁ...

ରୋନାଲ୍ଡୋଙ୍କ ଦେହରେ ନାହିଁ ଟାଟୁ

ବିଶ୍ୱର ଅନ୍ୟତମ ଲୋକପ୍ରିୟ ଫୁଟ୍‌ବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ୟ ପ୍ରସିଦ୍ଧ ଖେଳାଳିଙ୍କ ଭଳି ଦେହରେ ଟାଟୁ କରାଇ ନାହାନ୍ତି। ଏହା ପଛର କାରଣ ପ୍ରେରଣା...

ଭିଟୋରିଙ୍କ ଚୁକ୍ତିରେ ପରିବର୍ତ୍ତନ କରିବ ବିସିବି

ଢାକା,୧୯।୨- ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ସ୍ପିନ ବୋଲିଂ ପରାମର୍ଶଦାତା ଡାନିଏଲ ଭିଟୋରିଙ୍କ ସହ ଥିବା ଚୁକ୍ତିରେ ପରିବର୍ତ୍ତନ କରିବାକୁ ଯୋଜନା କରୁଛି। ବାଂଲାଦେଶ ସ୍ପିନରଙ୍କୁ...

ର଼୍ୟାମ୍ପରେ ଚାଲିଲେ ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ, ୨୨।୮- ଭାରତୀୟ କ୍ରିକେଟ୍‌ ଦଳ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯାଇ ସେଠାରେ ଘରୋଇ ଦଳ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବାରେ ବ୍ୟସ୍ତ ରହିଛି। କିନ୍ତୁ ଏହି...

ଖାଦ୍ୟ ପାଇଁ ପ୍ରଯକ୍ତାଙ୍କ ସଂଘର୍ଷ

ନୂଆଦିଲ୍ଲୀ, ୧୪।୫ (ପି.ଟି.): କୋଭିଡ୍‌-୧୯ ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ପୂର୍ବତନ ୟୁନିଭର୍ସିଟି ଆଥଲେଟ୍‌ ପ୍ରଯକ୍ତା ଗୋଡ଼ବୋଲେ ନିଜ ପାଇଁ ଖାଦ୍ୟ ଯୋଗାଡ଼...

ଭାରତ ସପକ୍ଷରେ ନାହିଁ ରେକର୍ଡ

ସାଉଥାମ୍ପଟନ,୫।୬- ଚଳିତ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରୁ ଭାରତୀୟ ଦଳ ତା’ର ଅଭିଯାନ ଆରମ୍ଭ କରିବାକୁ ଯାଉଛି। ହେଲେ ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ୍‌ ଭାରତ...

ଭାରତୀୟ କ୍ରିକେଟର୍‌ଙ୍କୁ ଟି-ଶାର୍ଟ ପ୍ରଦାନ କରିଥିଲେ ଏହି ପାକିସ୍ତାନ ଅଧିନାୟକ

ନୂଆଦିଲ୍ଲୀ, ୧।୭- ଆତଙ୍କବାଦୀ ଆକ୍ରମଣ କାରଣରୁ ଭାରତ ଓ ପାକିସ୍ତାନ ମଧ୍ୟରେ ବହୁବର୍ଷ ହେବ ଦ୍ୱିପାକ୍ଷିକ କ୍ରିକେଟ୍‌ ସିରିଜ ଅନୁଷ୍ଠିତ ହୋଇନାହିଁ। ଦୁଇଦେଶର କ୍ରିକେଟ୍‌ ପ୍ରଶଂସକ...

ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ, ପାଣି ବାଣ୍ଟିଲେ ସାମି

ନୂଆଦିଲ୍ଲୀ,୨।୬(ପି.ଟି.): କୋଭିଡ-୧୯ ମହାମାରୀ ଲଢେଇରେ ସାମିଲ ହୋଇଛନ୍ତି ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି। ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାରେ ପ୍ରଭାବିତ ହୋଇ ସେ ସମାଜମଙ୍ଗଳ କାର୍ଯ୍ୟପାଇଁ...

Coronavirus Update

Archives

Model This Week

Why Dharitri