Posted inଜାତୀୟ

ଭାରତ ଆସିବେନି ଇସ୍ରାଏଲ ପ୍ରଧାନମନ୍ତ୍ରୀ: ୫ ଦିନ ପୂର୍ବରୁ ବାତିଲ କଲେ ଯାତ୍ରା

ନୂଆଦିଲ୍ଲୀ,୩।୯: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନ୍‌ୟାମିନ୍‌ ନୋତାନେହୁଙ୍କ ଭାରତ ଗସ୍ତ ବାତିଲ ହୋଇଛି। ଯାତ୍ରାର ୫ ଦିନ ପୂର୍ବରୁ ଏହାକୁ ବାତିଲ କରାଯାଇଥିବା ନେଇ ଜଣାପଡ଼ିଛି। ମଙ୍ଗଳବାର ନୋତାନେହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହୋଇଥିଲେ। ଇସ୍ରାଏଲରେ ନିର୍ବାଚନ ଯୋଗୁ ସେ ନିଜର ଗସ୍ତକୁ ବାତିଲ କରିଛନ୍ତି ବୋଲି ମୋଦିଙ୍କୁ କହିଥିଲେ। ନିର୍ବାଚନ ପରେ ନୋତାନେହୁ ଭାରତ ଆସିବେ। ସୂଚନାଯୋଗ୍ୟ, ଇସ୍ରାଏଲରେ ସେପ୍ଟେମ୍ବର ୧୭ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ସଂକ୍ରମଣରେ ବ୍ରେକ୍‌…

ନୂଆଦିଲ୍ଲୀ,୩।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି...

ସଂକ୍ରମଣ ବେଗରେ ସାମାନ୍ୟ ବ୍ରେକ୍‌ : ଦିନକରେ ୨.୬୭ ଲକ୍ଷ ସଂକ୍ରମିତ, ୩,୯୧୨ ମୃତ

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ...

ହଠାତ୍‌ ଗୁରୁଦ୍ୱାରା ପହଞ୍ଚିଲେ ମୋଦି: ଗୁରୁ ତେଗ୍‌ ବାହାଦୂରଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୦।୧୨: ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନରେ ପଞ୍ଜାବ ଏବଂ ହରିୟାଣାର ଚାଷୀ ସଂଗଠନ ଗୁଡ଼ିକ କୃଷି ଆଇନ ହଟାଇବା ନେଇ ଦାବି ଜାରି...

ବିଚ୍‌ ରାସ୍ତାରେ ଅଧିକାରୀଙ୍କୁ ଚପଲରେ ପିଟିଲେ ଭାଜପା ନେତ୍ରୀ

ଚଣ୍ଡିଗଡ଼,୫।୬: ଟିକ୍‌ଟକ୍‌ ଷ୍ଟାର ତଥା ଭାଜପା ନେତ୍ରୀ ସୋନାଲି ଫୋଗାଟ ପ୍ରାୟ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଚଳିତ ଥର ମଧ୍ୟ ସେ ଏଭଳି ଏକ କାମ...

ମାଗଣାରେ ୬ ମାସ ପାଇଁ ମହିଳାଙ୍କ ଲୁଗା ସଫା କରିବେ ଅଭିଯୁକ୍ତ

ମଧୁରାଇ,୨୩।୯: ମହିଳାଙ୍କୁ ଟଣାଓଟାର କରିବା ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗାଁରେ ରହୁଥିବା ପ୍ରତ୍ୟେକ ମହିଳାଙ୍କ ଲୁଗା ମାଗଣାରେ ଧୋଇବା ସହ ଆଇରନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି...

ପିଇବା ପାଣି ପାଇଁ ହିଂସାକାଣ୍ଡ: ୧୨ ରାଜ୍ୟରେ ଗଡ଼ିଛି ୫୦ ମୁଣ୍ଡ; ମଧ୍ୟପ୍ରଦେଶ-ମହାରାଷ୍ଟ୍ରରେ ସର୍ବାଧିକ

ନୂଆଦିଲ୍ଲୀ,୨୩।୧୦: ପିଇବା ପାଣି ଏବେ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି। ଏହାକୁ ନେଇ ୨୦୧୭ରେ ଦେଶର ୧୨ଟି ରାଜ୍ୟରେ ୫୦ ଜଣଙ୍କୁ ହତ୍ୟା କରାଯାଇଥିବା ଜାତୀୟ...

ରାଜସ୍ଥାନ ରାଜନୀତି ହଲ୍‌ଚଲ୍‌: ବସୁନ୍ଧରା ରାଜେଙ୍କୁ ଛାଡି ଅନ୍ୟ ନେତାଙ୍କୁ ଦିଲ୍ଲୀ ଡାକିଲେ ନଡ୍ଡା

ନୂଆଦିଲ୍ଲୀ,୮।୧: ଭାରତୀୟ ଜନତା ପାର୍ଟି ଜାତୀୟ ସଭାପତି ଜେପି ନଡ୍ଡା ଆଜି ରାଜସ୍ଥାନ ରାଜ୍ୟ ନେତାମାନଙ୍କୁ ଦିଲୀ ଡକାଇଛନ୍ତି। ରାଜସ୍ଥାନରେ ରାଜନୈତିକ ଆଲୋଚନା ତୀବ୍ର ହୋଇଛି।...

ଅନ୍‌ଲକ୍‌-୩: ମେଟ୍ରୋ-ସ୍କୁଲ୍‌ ରହିବ ବନ୍ଦ

ନୂଆଦିଲ୍ଲୀ, ୨୬।୭: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌କୁ ଧୀରେଧୀରେ କୋହଳ କରାଯାଉଛି। ଜୁଲାଇ ୩୧ରେ ଅନ୍‌ଲକ୍‌-୨...

Advertisement
Archives

Model This Week