ଭାରତୀୟ ଶାନ୍ତିଦୂତଙ୍କୁ ଜାତିସଂଘର ମରଣୋତ୍ତର ସମ୍ମାନ

ୟୁଏନ୍‌: ଲେବାନନ୍‌ରେ ଜାତିସଂଘର ମିଶନରେ କର୍ତ୍ତବ୍ୟରତ ସର୍ଜେଣ୍ଟ ରମେଶ ସିଂହଙ୍କୁ ଶ୍ରେଷ୍ଠ ବଳିଦାନ ଲାଗି ଜାତିସଂଘ ପକ୍ଷରୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଛି। ତାଙ୍କ ସମର୍ପଣ ଭାବ ଓ ପ୍ରତିବଦ୍ଧତା ଲାଗି ଏହା ପ୍ରଦାନ କରାଯାଇଛି। ଲେବାନନ୍‌ରେ ଜାତିସଂଘ ଦ୍ୱାରା ୟୁନାଇଟେଡ ନେଶନ୍‌ସ ଇଣ୍ଟରିମ ଫୋର୍ସରେ କାର୍ଯ୍ୟରତ ଭାରତୀୟ ସର୍ଜେଣ୍ଟ ରମେଶ ସିଂହଙ୍କୁ ତାଙ୍କ ସମର୍ପଣ ଲାଗି ୟୁନାଇଟେଡ ନେଶନ୍‌ସ ଇଣ୍ଟରିମ ଫୋର୍ସର କମାଣ୍ଡର ଷ୍ଟଫାନୋ ଡେଲ୍‌ କର୍ନଲ ଏବଂ ଲେବାନନ୍‌ ସେନା ବି ସମ୍ମାନିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୮୦ ବିଲିୟନ ଡଲାର ହରାଇ ରେକର୍ଡ କଲେ ଏଲନ ମସ୍କ…

ଓ୍ବାଶିଂଟନ,୧୦।୧ : ଟେସଲାର ଶେୟାରରେ ଏକ ବଡ଼ ଧରଣର ହ୍ରାସ ପରେ ଏହାର ମୁଖ୍ୟ ଏଲନ ମସ୍କଙ୍କ ସମ୍ପତ୍ତି କମିବାରେ ଲାଗିଛି। ଟେସଲାର ଷ୍ଟକରେ ଏହି...

କରୋନା ସଂକ୍ରମଣ: ବ୍ରାଜିଲରେ ମୃତଦେହ ସଂସ୍କାର ପାଇଁ ସ୍ଥାନର ଅଭାବ

ବ୍ରସିଲିଆ,୨୩।୫: କରୋନା ସଂକ୍ରମଣ କ୍ଷେତ୍ରରେ ବ୍ରାଜିଲ ଏବେ ହଟ୍‌ସ୍ପଟ ପାଲଟି ଯାଇଛି। କରୋନା ସଂକ୍ରମଣ ଓ ମୃତକଙ୍କ ସଂଖ୍ୟାରେ ଏବେ ରୁଷକୁ ପଛରେ ପକାଇଛି ବ୍ରାଜିଲ।...

ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲେ ବ୍ରିଟେନ-ଫ୍ରାନ୍ସ-ୟୁଏଇ…

ଜେନେଭା,୧୫।୧୨ : ବ୍ରିଟେନ, ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛନ୍ତି।...

ଭୁଲ୍‌ରେ ନିଜ ସୈନିକଙ୍କ ଉପରେ ଆକ୍ରମଣ କଲା ରୁଷିଆ: ୟୁକ୍ରେନ କହିଲା, ଧନ୍ୟବାଦ୍‌

କ୍ୱିଭ୍‌,୧୧।୫: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅଢେଇ ମାସରୁ ଅଧିକ ସମୟ ବିତିଗଲାଣି। ରୁଷିଆର ଆକ୍ରମଣରେ ୟୁକ୍ରେନର ଅନେକ ସହର ଧ୍ୱଂସ ହୋଇଯାଇଛି।...

ସୁନା ଚୋରା ଚାଲାଣ ଅଭିଯୋଗରେ ଦୁଇ ଚାଇନା ନାଗରିକ ଗିରଫ

କାଠମାଣ୍ଡୁ,୧୮।୮: ନେପାଳର ସେଣ୍ଟ୍ରାଲ ଇନଭେଷ୍ଟିଗେସନ ଏଜେନ୍ସି ସେଣ୍ଟ୍ରାଲ ଇନଭେଷ୍ଟିଗେସନ ବ୍ୟୁରୋ (ସିଆଇବି) ଶୁକ୍ରବାର ସୁନା ଚୋରା ଚାଲାଣ ମାମଲାରେ ଦୁଇ ଚାଇନା ନାଗରିକଙ୍କୁ ଗିରଫ କରିଛି।...

ମାଡ଼ି ଆସୁଛି ମହାବିପଦ: ଦବିଯିବ ପୃଥିବୀ

ଓ୍ବାଶିଂଟନ, ୨୭।୭: ପୃଥିବୀରେ କରୋନା ମହାମାରୀ ନେଇ ଆତଙ୍କ ଦେଖାଦେଇଛି। କରୋନା ପରେପରେ ଆଗାମୀ ୨୦ ବର୍ଷ ମଧ୍ୟରେ ପୃଥିବୀ ପାଇଁ ମହାବିପଦ ମାଡ଼ିଆସୁଛି ବୋଲି...

୧୦୦୦ଫୁଟ୍‌ ଉପରୁ ଖସି ଗୋବ୍ରାଇଟ୍‌ଙ୍କ ପରଲୋକ

ଓ୍ବାଶିଂଟନ, ୩୦।୧୧: ଉତ୍ତର ମେକ୍ସିକୋର ଏକ ୧୦୦୦ ଫୁଟ୍‌ ଉଚ୍ଚ ଶିଳା ଉପରୁ ଖସିପଡ଼ି ଆମେରିକାର ପ୍ରଖ୍ୟାତ ପର୍ବତାରୋହୀ ବ୍ରାଡ୍‌ ଗୋବ୍ରାଇଟ୍‌ଙ୍କ ପରଲୋକ ହୋଇଛି। ୩୧...

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଭାରତୀୟ ମୂଳ ବିବେକ ରମାସ୍ବାମୀଙ୍କୁ ପ୍ରତିଜ୍ଞାକାରୀ ପ୍ରାର୍ଥୀ ବୋଲି କହିଲେ ମସ୍କ

ଓ୍ବାଶିଂଟନ୍‌,୧୮।୮: ଆସନ୍ତା ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ମୂଳର ଅନେକ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ବିବେକ ରମାସ୍ବାମୀ ମଧ୍ୟ...

Advertisement
Archives

Model This Week