Posted inଜାତୀୟ

ଭାରତର ରାଷ୍ଟ୍ରପତିଙ୍କ ପାଇଁ ଆକାଶମାର୍ଗ ବନ୍ଦ କଲା ପାକିସ୍ତାନ

ନୂଆଦିଲ୍ଲୀ,୭।୯: ପାକିସ୍ତାନ ଭାରତ ବିରୋଧରେ ଆଉ ଏକ ଖେଳ ଖେଳିଛି। ପାକ୍‌ ବୈଦେଶିକମନ୍ତ୍ରୀ ଏମ୍‌ଏସ୍‌ କ୍ୟୁରେସି କହିଛନ୍ତି ପାକିସ୍ତାନ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆକାଶ ପଥରେ ପ୍ରବେଶ କରିବ ନାହିଁ ବୋଲି ମନା କରିଦେଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ଭାରତ ପାଇଁ ତା’ର କେତେଗୁଡିଏ ଆଗାଶମାର୍ଗକୁ ବନ୍ଦ କରି ଦେଇଥିଲା। ରାଷ୍ଟ୍ରପତି କୋବିନ୍ଦ ସୋମବାର ୩ ଦିବସୀୟ ବିଦେଶ ଯାତ୍ରା କାର୍ଯ୍ୟକ୍ରମରେ ସ୍ବିଜରଲାଣ୍ଡ, ଆଇସ୍‌ଲ୍ୟାଣ୍ଡ, ସ୍ଲୋଭାନିଆ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ବେହାଲ ଦିଲ୍ଲୀ: ରନ୍‌ୱେରେ ଜମିଲା ପାଣି

ନୂଆଦିଲ୍ଲୀ,୧୧ ।୯: ଶୁକ୍ରବାର ରାତିରୁ ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା ଫଳରେ ଅନେକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି । ଗଳିକନ୍ଦିରେ ପାଣି ଜମା ହୋଇଯିବା ସହ...

କେନ୍ଦ୍ର-କୃଷକ ବୈଠକ ନିଷ୍ଫଳ

‘ନୂଆଦିଲ୍ଲୀ,୧୬ା୧(ପି.ଟି.): ୩ ବିବାଦୀୟ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକ ସଙ୍ଗଠନଗୁଡ଼ିକର ପ୍ରତିନିଧି ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଶୁକ୍ରବାର ନବମ ପର୍ଯ୍ୟାୟ ବୈଠକ...

ଜାତୀୟ ସଙ୍ଗୀତ-ଜାତୀୟ ଗୀତ ଏକ ସମାନ, ଉଭୟଙ୍କର ସମ୍ମାନ ଜରୁରୀ…

ନୂଆଦିଲ୍ଲୀ,୫।୧୧ : ଦିଲ୍ଲୀ ହାଇକୋର୍ଟରେ ଜାତୀୟ ସଂଗୀତ ‘ଜନ ଗଣ ମନ’ ଏବଂ ଜାତୀୟ ଗୀତ ‘ବନ୍ଦେ ମାତରମ’ ପାଇଁ ଏକ ନୀତି ଆପଣାଇବା ଆବେଦନ...

ପୋଲିସ ସବ୍‌-ଇନ୍ସପେକ୍ଟରଙ୍କୁ ପିଟିପିଟି ହତ୍ୟା

ନୂଆଦିଲ୍ଲୀ, ୨୦।୫: ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ପୋଲିସ ସବ୍‌-ଇନ୍ସପେକ୍ଟରଙ୍କୁ ପିଟିପିଟି ହତ୍ୟା କରାଯାଇଛି। ପୂର୍ବ ଦିଲ୍ଲୀର ବିବେକ ବିାହର ଥାନାରେ...

ସିଜେଆଇଙ୍କୁ ଉତ୍ତରାଧିକାରୀ ବାଛିବାକୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ, ୮ା୧୦: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ୟୁ.ୟୁ. ଲଲିତଙ୍କୁ କେନ୍ଦ୍ର ସରକାର ତାଙ୍କ ଉତ୍ତରାଧିକାରୀ ବାଛିବାକୁ କହିଛନ୍ତି। ସିଜେଆଇ ଲଲିତ ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ...

ଲୁଚକାଳି ଖେଳ ସମୟରେ ବନ୍ଦ ହୋଇଗଲା କଣ୍ଟେନର: ଶ୍ୱାସରୁଦ୍ଧ ହୋଇ ୫ ଶିଶୁଙ୍କ ମୃତ୍ୟୁ

ବିକାନେର,୨୨।୩: ଲୁଚକାଳି ଖେଳରୁ ଗୋଟିଏ ପରିବାରର ୫ ଜଣ ଶିଶୁଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ରାଜସ୍ଥାନର ବିକାନେରର ହିମତ୍ତସର ଗାଁରେ ଏଭଳି ଅଭାବନୀୟ ଘଟଣା...

କେଜରିଓ୍ବାଲଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ୩୦ ପୂର୍ବତନ ଆଇପିଏସ୍‌ ଅଫିସର…

ନୂଆଦିଲ୍ଲୀ, ୨୦।୯ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜରିଓ୍ବାଲଙ୍କ ବିରୋଧରେ ପୂର୍ବତନ ୩୦ ଜଣ ଆଇପିଏସ ଅଫିସର ରାଷ୍ଟ୍ରପତି...

ଭାଜପା ନିଜ ଲୋକ ପଠାଇ ଟିଏମ୍‌ସି ବୈଠକରେ କରୁଛି ଉପଦ୍ରବ: ମମତା

କୋଲକାତା,୧୯ ।୧: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ସେତେ ସରଗରମ ହେଉଛି । ରାଜନୈତିକ ପାର୍ଟି ମଧ୍ୟରେ କଥାକଟାକଟି ମଧ୍ୟ...

Advertisement
Archives

Model This Week