Posted inଖେଳ

ଭାରତର ଏହି ଖେଲାଳିଙ୍କୁ କ୍ରିକେଟର ଖ୍ରୀଷ୍ଟିଆନୋ ରୋନାଲଡୋ କହିଲେ ବ୍ରାଏନ ଲାରା

ଖୋର୍ଦ୍ଧା ଅଫିସ୍‌,୧୬।୧୨: ଓ୍ବେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ୍‌ ବ୍ରାଏନ ଲାରା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଫୁଟବଲ କିମ୍ବଦନ୍ତୀ ଖ୍ରୀଷ୍ଟିଆନୋ ରୋନାଲଡୋଙ୍କ ସହ ତୁଳନା କରିଛନ୍ତି। କୋହଲିଙ୍କ ଖେଳ ପ୍ରତି ଥିବା ସମର୍ପଣ ଭାବକୁ ସେ ପ୍ରଶଂସା କରିଛନ୍ତି। ବିରାଟଙ୍କ ବ୍ୟାଟିଂ କୌଶଳ ଅବିଶ୍ୱସନୀୟ, ସଫଳ ବ୍ୟାଟିଂ କରିବା ପଛରେ ତାଙ୍କ ପ୍ରଚେଷ୍ଟାକୁ ଲାରା ସଲାମ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବିରାଟଙ୍କ ଭଳି ଖେଲାଳି ସବୁ ସର୍ବଶ୍ରେଷ୍ଠ ଟିମ୍‌ରେ ସ୍ଥାନ ମିଳିବ ଏଥିରେ ସନ୍ଦେହ ନାହିଁ। କ୍ରିକେଟ ଖେଳିବା ପାଇଁ ତାଙ୍କ ପୂର୍ବ ପ୍ରସ୍ତୁତି ଏବଂ ତାଙ୍କ ଫିଟ୍‌ନେସକୁ ମଧ୍ୟ ଲାରା ପ୍ରଶଂସା କରିଛନ୍ତି। ଏହାସହ ସେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ କେଲ ରାହୁଲ ଏବଂ ରୋହି ଶର୍ମାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପିତା ହେବା ପରେ ଏହିସବୁ ଜିନିଷ ତ୍ୟାଗ କରିବେ ବିରାଟ କୋହଲି

କ୍ରିକେଟର୍‌ ବିରାଟ କୋହଲି ପିତା ହେବା ନେଇ ସୂଚନା ଦେବା ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ପିତା ହେବା ପରେ କୋହଲି କ’ଣ...

ଭାରତୀୟ ହକି ଦଳର ବିଜୟଧାରା ଜାରି

ଆଣ୍ଟରେପ (ବେଲଜିୟମ),୩୦।୯(ପି.ଟି.)- ବେଲଜିୟମ ଗସ୍ତରେ ଯାଇଥିବା ଭାରତୀୟ ପୁରୁଷ ହକି ଦଳ ଦମ୍‌ଦାର ପ୍ରଦର୍ଶନ କରି ବିଜୟଧାରା ଅବ୍ୟାହତ ରଖିଛି। ରବିବାର ଅନୁଷ୍ଠିତ ତୃତୀୟ ମ୍ୟାଚ୍‌ରେ...

ଇଦ୍‌ଘାନୀ ଟି୨୦: ଖେଳିପାରନ୍ତି ଶିବମ୍‌ ଦୁବେ

ନୂଆଦିଲ୍ଲୀ,୨ା୧୧(ପି.ଟି.): ରବିବାର ଏଠାରେ ବାଂଲାଦେଶ ବିପକ୍ଷରେ ଖେଳାଯିବାକୁଥିବା ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ମୁମ୍ବାଇ ଅଲରାଉଣ୍ଡର ଶିବମ୍‌ ଦୁବେଙ୍କୁ ସୁଯୋଗ ମିଳିପାରେ। ଭାରତର କାମଚଳା ଅଧିନାୟକ...

ଅଷ୍ଟ୍ରେଲିଆନ୍‌ ଓପନ୍‌: ତୃତୀୟ ରାଉଣ୍ଡରେ ସେରେନା, ଓଜନିଆକି

ମେଲବୋର୍ନ, ୨୩।୧(ଏଏଫ୍‌ପି)- ଅଷ୍ଟ୍ରେଲିଆ ଓପନ୍‌ ମହିଳା ସିଙ୍ଗଲ୍ସରେ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ରେ ମଧ୍ୟ ବିଜୟୀ ହୋଇ ସିଡେଡ ଖେଳାଳିମାନେ ଅଗ୍ରଗତି କରିଛନ୍ତି। ସେମାନଙ୍କ...

ବୁମରାଙ୍କ ସଫଳତା ପଛରେ ରହିଛନ୍ତି ପୂର୍ବତନ ଖେଳାଳି

ମୁମ୍ବାଇ,୧୪।୫ : ବର୍ତ୍ତମାନ ବିଶ୍ୱ କ୍ରିକେଟର ଅନ୍ୟତମ ଘାତକ ବୋଲର ଭାବେ ଜଣାଶୁଣା ଭାରତୀୟ ପେସର ଯଶପ୍ରୀତ ବୁମରା। ତାଙ୍କ ଚମତ୍କାର କ୍ୟାରିୟର ପଛରେ ରହିଛି...

ଫ୍ୟାନ୍‌ ଫ୍ରି ଇଭେଣ୍ଟ ହେବ ଟୋକିଓ ଅଲିମ୍ପିକ୍ସ

ଟୋକିଓ,୨୯।୫(ଏ.ପି.): ବିନା ପ୍ରଶଂସକରେ ଆୟୋଜନ ହେବ ଟୋକିଓ ଅଲିମ୍ପିକ୍ସ। ଭେନ୍ୟୁଗୁଡିକୁ ସ୍ଥାନୀୟ ଦର୍ଶକଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନ ପାରେ ବୋଲି ଅଲିମ୍ପିକ୍ସ ଆୟୋଜକ...

ଟି୨୦ ବିଶ୍ୱକପ୍‌ ଦେଖିବାକୁ ପ୍ରଶଂସକଙ୍କୁ ମିଳିବ ଅନୁମତି

ମେଲବୋର୍ନ,୨୦।୬(ପି.ଟି.): ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଶେଷ ଭାଗରେ ଆୟୋଜନ ହେବାକୁଥିବା ଟି୨୦ ବିଶ୍ୱକପ୍‌ ଅବସରରେ ମ୍ୟାଚ୍‌ ଦେଖିବା ପାଇଁ ପ୍ରଶଂସକଙ୍କୁ ଅନୁମତି ମିଳିବ ବୋଲି କ୍ରିକେଟ...

ଟଏଲେଟ୍‌ ସଫା କରୁଛନ୍ତି ଭାରତୀୟ ଖେଳାଳି

ବ୍ରିସବେନ୍‌,୧୩।୧: ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ବ୍ରିସବେନ୍‌ରେ ପହଞ୍ଚିଛି। ଏଠାରେ ଦଳ ଉପରେ ଅନେକ ‘ପ୍ରତିବନ୍ଧକ’ ଅଛି। ଖେଳାଳିମାନେ ହୋଟେଲରେ ବିଭିନ୍ନ...

Advertisement
Archives

Model This Week