Posted inଫୁରସତ

ଭାରତରେ ଅଛି ବିଶ୍ୱର ବୃହତ୍‌ ବରଗଛ

ଭାରତର କୋଲକାତାର ଆଚାର୍ଯ୍ୟ ଜଗଦୀଶ୍‌ ଚନ୍ଦ୍ର ବୋଷ ବଟାନିକାଲ୍‌ ଗାର୍ଡ଼େନରେ ଏକ ବିଶାଳକାୟ ବରଗଛ ରହିଛି। ଯାହାର ନାମ ଦ ଗ୍ରେଟ୍‌ ବାନୟନା ଟ୍ରି। ଏହି ଗଛକୁ ବହୁ ପର୍ଯ୍ୟଟକ ଦେଖିବାକୁ ଆସିଥାନ୍ତି। ଏହି ଗଛଟି ୨୫୦ ବର୍ଷ ତଳର। ଊନବଂଶ ଶତାବ୍ଦୀକୁ ଫେରିଗଲେ ଜଣାଯାଏ। ପ୍ରତି ଭ୍ରମଣରେ ଲେଖକ ଏହି ଗଛକୁ ଦେଖି ଉଲ୍ଲେଖଯୋଗ୍ୟ ତଥ୍ୟ ଯୋଗାଡ କରୁଥିଲୋ ଏହାର ବିଶାଳକାୟ ଆକାର ଓ ଅସାଧାରଣ ସଂଖ୍ୟାରେ ଶାଖା ଢିରା ନେଇଥିବା ଦେଖାଯାଏ। ୧୮୬୪ ମସିହା ଓ ୧୮୬୭ ମସିହାରେ ଦୁଇ ଦୁଇଟି ବିଶାଳକାୟ ବାତ୍ୟାକୁ ସାମ୍ନା କରିଛି ଏହି ଗଛ। ବର୍ତ୍ତମାନ ଏହା ଶୀର୍ଷ ପରିଧିର ବୃକ୍ଷ ଭାବେ ୪୮୬ ମିଟର ଯାଏ ଅଛି। ଏହାର ବିଶାଳ ଶାଖାର ଉଚ୍ଚତା ୨୪.୫ ମିଟର।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାମ ପାଇଁ ସ୍ବାମୀଙ୍କୁ ୫ କୋଟି ଟଙ୍କାର କାର୍‌ ଉପହାର ଦେଲେ ସ୍ତ୍ରୀ

ଜଣେ ଗର୍ଭବତୀ ମହିଳା ପ୍ରଥମ ସନ୍ତାନର ଜନ୍ମ ପୂର୍ବରୁ ତାଙ୍କ ସ୍ବାମୀଙ୍କୁ ଲମ୍ବୋର୍ଗିନି ହୁରାକାନ ଇଭୋ (Lamborghini Huracan Evo) କାର୍‌ ଉପହାର ଦେଇଛନ୍ତି। ସେ...

ଝଡ଼ ବେଗରେ ଦୋସା ତିଆରି କରୁଛନ୍ତି ଏହି ବ୍ୟକ୍ତି, ଭିଡିଓ ଶେୟାର କରି ଆନନ୍ଦ ମହିନ୍ଦ୍ରା କହିଲେ…

ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଅଧିକାଂଶ ସମୟ ସୋସିଆଲ ମିଡିଆରେ ହୃଦୟ ଜିଣିଲା ପରି ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ଏଥର ମଧ୍ୟ ଆନନ୍ଦ୍ର...

କାର୍‌ ସାମ୍ନାକୁ ଚାଲିଆସି ଥିଲା ବାଘ, ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ମାତ୍ର ଥରେ..

ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ ଭାବରେ କରୀନା ବେଶ୍‌ ପରିଚିତ। ନାୟିକା ଭାବରେ ତାଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ଜେ.ପି ଦତ୍ତାଙ୍କ ‘ରିଫ୍ୟୁଜି’। ଏହି ଫିଲ୍ମ...

ଏହି ପ୍ରତିଷ୍ଠିତ କମ୍ପାନୀର ସେଲ୍ସମ୍ୟାନ୍‌ ସାଜିଲା କୁକୁର

ମଣିଷ ପରି କୁକୁର ଏବେ ସେଲସ୍‌ମ୍ୟାନ ସାଜିଛି। ତାହାପୁଣି ଏକ ପ୍ରତିଷ୍ଠିତ କାର କମ୍ପାନୀରେ। ଶୁଣିବାକୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କୁକୁର ବେକରେ...

ଦୁଃଖର ସାଥୀ

କହିବା ଆଗରୁ ମନ କଥା ବୁଝିପାରେ ବନ୍ଧୁ। ଆଖିର ଲୁହକୁ ପୋଛି ଓଠରେ ହସ ଫୁଟାଇପାରେ ବନ୍ଧୁ। ସେ ହାତରେ ହାତ ମିଶାଇ ଚାଲିଲେ ଦୁର୍ଗମ...

ବିନା ମାସ୍କରେ ଦୋକାନରେ ପଶୁଥିଲେ ମହିଳା: ରୋକିବାରୁ ଘଟାଇଲେ ଏମିତି କାଣ୍ଡ…

ବଢୁଥିବା କରୋନା ଭାଇରସ ସଂକ୍ରମଣକୁ ରୋକିବା ଲାଗି ମାସ୍କ ପିନ୍ଧିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଅଧିକାଂଶ ଲୋକ ସେମାନଙ୍କ ଦୈନଦିନ ଜୀବନରେ ମାସ୍କ ବ୍ୟବହାରକୁ ସାମିଲ...

୯ବର୍ଷ ଧରି ଏହି ବ୍ୟକ୍ତିଙ୍କୁ ପ୍ରତିଦିନ ମାଗଣାରେ ମିଳୁଛି ପିଜା

ବ୍ରସେଲ୍ସ,୯।୬: ଜୀବନରେ ଅନେକ ସମୟରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବେଳେ ବେଳେ ଏହି ସମସ୍ୟା ଆଶ୍ଚର୍ଯ୍ୟ ମଧ୍ୟ କରିଦେଇଥାଏ। କିଛି ଏଭଳି...

Advertisement
Archives

Model This Week