Posted inଫୁରସତ

ଭାରତରେ ଅଛି ବିଶ୍ୱର ବୃହତ୍‌ ବରଗଛ

ଭାରତର କୋଲକାତାର ଆଚାର୍ଯ୍ୟ ଜଗଦୀଶ୍‌ ଚନ୍ଦ୍ର ବୋଷ ବଟାନିକାଲ୍‌ ଗାର୍ଡ଼େନରେ ଏକ ବିଶାଳକାୟ ବରଗଛ ରହିଛି। ଯାହାର ନାମ ଦ ଗ୍ରେଟ୍‌ ବାନୟନା ଟ୍ରି। ଏହି ଗଛକୁ ବହୁ ପର୍ଯ୍ୟଟକ ଦେଖିବାକୁ ଆସିଥାନ୍ତି। ଏହି ଗଛଟି ୨୫୦ ବର୍ଷ ତଳର। ଊନବଂଶ ଶତାବ୍ଦୀକୁ ଫେରିଗଲେ ଜଣାଯାଏ। ପ୍ରତି ଭ୍ରମଣରେ ଲେଖକ ଏହି ଗଛକୁ ଦେଖି ଉଲ୍ଲେଖଯୋଗ୍ୟ ତଥ୍ୟ ଯୋଗାଡ କରୁଥିଲୋ ଏହାର ବିଶାଳକାୟ ଆକାର ଓ ଅସାଧାରଣ ସଂଖ୍ୟାରେ ଶାଖା ଢିରା ନେଇଥିବା ଦେଖାଯାଏ। ୧୮୬୪ ମସିହା ଓ ୧୮୬୭ ମସିହାରେ ଦୁଇ ଦୁଇଟି ବିଶାଳକାୟ ବାତ୍ୟାକୁ ସାମ୍ନା କରିଛି ଏହି ଗଛ। ବର୍ତ୍ତମାନ ଏହା ଶୀର୍ଷ ପରିଧିର ବୃକ୍ଷ ଭାବେ ୪୮୬ ମିଟର ଯାଏ ଅଛି। ଏହାର ବିଶାଳ ଶାଖାର ଉଚ୍ଚତା ୨୪.୫ ମିଟର।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ପିପିଇକୁ ଶହେ ଥର ବ୍ୟବହାର କରିପାରିବେ ଡାକ୍ତର !

ଲଣ୍ଡନ,୫।୫: କରୋନା ଭାଇରସ ସହ ଲଢିବାକୁ ପିପିଇ(ପର୍ସନାଲ ପ୍ରୋଟେକ୍ସନ ଇକ୍ୟୁପମେଣ୍ଟ) ଡାକ୍ତରଙ୍କ ପାଇଁ ନିହାତି ଜରୁରୀ। ହେଲେ ଏହାର ପୁନଃ ବ୍ୟବହାର ନ ହେବା କାରଣରୁ...

ଜଳବାୟୁ ପରିବର୍ତ୍ତନ ବଢାଉଛି ସଙ୍କଟ

ପୃଥିବୀରେ ଜଳବାୟୁ ପରିବର୍ତ୍ତନ ଯୋଗୁ ସଙ୍କଟ ଘନେଇ ଆସୁଛି। ଏ କ୍ଷେତ୍ରରେ ବିଶ୍ୱତାପନକୁ ମୁଖ୍ୟ କାରଣ ଭାବେ ଉଭା ହୋଇଛି। ଦୈନନ୍ଦିନ ଜୀବନରେ ମଣିଷ ବ୍ୟବହାର...

ବିଲେଇ ହେଲା ସିକ୍ୟୁରିଟି ଗାର୍ଡ

ବିଲେଇକୁ ଅନେକ ଘରେ ପୋଷିଥାନ୍ତି। ତା’ର ଯତ୍ନ ନିଅନ୍ତି। ମାଲିକଙ୍କ ସହ ଖେଳି ବିଲେଇ ତାଙ୍କ ଅବସାଦ, ଚିନ୍ତା, ଚାପ ଦୂର କରିଦିଏ। କିନ୍ତୁ ଜାଣିଛନ୍ତି...

ନିରାମିଷାଶୀ ବାଘ! କ’ଣ ଖାଇଲା ଦେଖନ୍ତୁ ଭିଡିଓ…

ପ୍ରତିଦିନ ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରଲ ହେଉଛି। ଏଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଏକ...

୮୭ ଟଙ୍କାରେ ରାଜମହଲ ବିକିଦେଲେ ରାଜକୁମାର, ରାଜା ଆଣିଲେ ଅଭିଯୋଗ

ବର୍ଲିନ,୨୦।୨: ବର୍ଲିନର ଜଣେ ରାଜକୁମାର ୧୩୫ କୋଠରି ବିଶିଷ୍ଟ ରାଜମହଲକୁ ମାତ୍ର ୮୭ ଟଙ୍କାରେ ବିକି ଦେବାରୁ ରାଜା ପୁଅ ନାଁରେ କେସ୍‌ କରିଛନ୍ତି। ଜର୍ମାନ...

ପତ୍ନୀଙ୍କ ସହ ଚାଲିଲେ ପୁରୁଷଙ୍କ ଗତି ୭ ପ୍ରତିଶତ ହ୍ରାସ ପାଏ

ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଜଣେ ବ୍ୟକ୍ତି ଯଦି ନିଜ ପତ୍ନୀ ଅବା ଗର୍ଲ ଫ୍ରେଣ୍ଡଙ୍କ ସହ ଚାଲି ଚାଲି ଯାଆନ୍ତି ତେବେ...

ପିଲା ପିଇବେ ଗଧ କ୍ଷୀର: ଏକ ଲିଟରର ଦାମ ଜାଣି ହେବେ ଆଶ୍ଚର୍ଯ୍ୟ !

ହିସାର, ୮।୮: ଏବେ ପିଲାଙ୍କୁ ଗଧ କ୍ଷୀର ପିଇବାକୁ ଦିଆଯିବ। ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହିତ ସ୍ମୃତି ଶକ୍ତି ବି...

ଏହି ବ୍ୟକ୍ତିଙ୍କୁ ଏମିତି ମୁଥ ମାରିଲେ ଦୁନିଆର ଶକ୍ତିଶାଳୀ ଯୋଦ୍ଧା, ଭାଇରାଲ ହେଉଛି ଭିଡିଓ

ପୂର୍ବତନ ଅଲିମ୍ପିକ ଜିମ୍ନାଷ୍ଟ ନାଇଲ ଓ୍ବିଲ୍‌ସନଙ୍କୁ ଏକ ଭୟଙ୍କର ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଛି। ଓ୍ବିଲ୍‌ସନ ଦୁନିଆର ସବୁଠାରୁ ଶକ୍ତିଶାଳୀ ଯୋଦ୍ଧା ଏଡି ହଲଙ୍କ ସହ...

Advertisement


Archives

Model This Week

Why Dharitri