Posted inଜାତୀୟ

ଭାଜପା ସହ ମେଣ୍ଟ ପରେ ବି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ଶିବସେନା

ମୁମ୍ବାଇ,୨୮।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ବି ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଛି ଟଣା ଓଟରା। ଶିବସେନା ଏହି ପଦ ପାଇଁ ଅଡି ବସିଥିବା ବେଳେ ଭାଜପା କିନ୍ତୁ ଚୁପ୍‌ ରହିଛି। ଏହାକୁ ଦେଖି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ସୋମବାର ବଲିଉଡ୍‌ ଫିଲ୍ମ ‘ଶୋଲେ’ର ଡାଇଲଗ୍‌ କହିଛନ୍ତି। ସେ କହିଛନ୍ତି, ‘ଇତନା ସନ୍ନାଟା କ୍ୟୁ ହେ ଭାଇ?’ ଆଉ ଏବେ ଏହି ଡାଇଲଗ ଯେମିତି ଭାଇରାଲ ହେବାରେ ଲାଗିଛି। ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ଉଦ୍ଧବ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବା କୁହାଯାଉଛି। ରବିବାର ଦୀପାବଳି ପାଳନ କରାଯାଇଥିବା ବେଳେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବଜାରରେ ସେତେଟା ଉଲ୍ଲାସ ଦେଖାଯାଇ ନ ଥିବାରୁ ଉଦ୍ଧବ ଏମିତି କହିଥିବା ଆଲୋଚନା ହେଉଛି। ଏଥିପାଇଁ ସେ ଡି ମନିଟାଇଜେଶନ ଓ ଜିଏସ୍‌ଟିକୁ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଡୋଜ୍‌ ନଷ୍ଟ, ବିହାର ଆଗରେ…

ନୂଆଦିଲ୍ଲୀ,୨୯।୭: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଦେଶର ବିଭିନ୍ନ ଅଞ୍ଚଳରେ କରୋନା ଭାକ୍ସିନ୍‌ ଡୋଜ୍‌...

ବିବାଦରେ ବିପ୍ଳବ ଦେବ

ଅଗରତାଲା,୨୭ ।୯: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ପୁଣିଥରେ ବିବାଦରେ ଛନ୍ଦି ହୋଇ ପଡିଛନ୍ତି । ଏଥର ସେ ନ୍ୟାୟପାଳିକାକୁ ଚ୍ୟାଲେଞ୍ଜ କରିଛନ୍ତି । ଏହାର...

କେଜ୍ରିଓ୍ବାଲଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ଭଗଓ୍ବନ୍ତ

ନୂଆଦିଲ୍ଲୀ,୧୧।୩: ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି)କୁ ବିପୁଳ ପରିମାଣରେ ଭୋଟ ମିଳିଛି। ପଞ୍ଜାବରେ ଏଏପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନଙ୍କ ଦମ୍‌ଦାର ବିଜୟ ପରେ ସମସ୍ତଙ୍କ...

ପଙ୍ଗପାଳ ଦମନରେ ଧର୍ମବିଶ୍ୱାସ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧ା୬: ମଧ୍ୟପ୍ରଦେଶର ପାନ୍ନା ଅଞ୍ଚଳରେ ଗତ ସପ୍ତାହରେ ବାଜିିଥିଲା ପୋଲିସ ସାଇରନ। ହେଲେ ତାହା ଚୋରଙ୍କୁ ଗୋଡ଼ାଇବା ଲାଗି ନୁହେଁ ବରଂ ମାରାତ୍ମକ କୀଟ ପଙ୍ଗପାଳ...

ବିବାଦରେ ଏମରଜେନ୍ସି

ମୁମ୍ବାଇ,୨୦ ।୭: ବଲିଉଡର ଅନୁଭବି ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଅପକମିଂ ଫିଲ୍ମ ‘ଏମରଜେନ୍ସି’କୁ ନେଇ ଏବେ ସବୁଠି ଚର୍ଚ୍ଚା । ହେଲେ ଏବେ ଏହା ବିବାଦ...

କାରଗିଲ ବିଜୟ ଦିବସକୁ ପୂରଣ ହେଲା ୨୧ ବର୍ଷ

ନୂଆଦିଲ୍ଲୀ,୨୬।୭: କାରଗିଲ ବିଜୟ ଦିବସକୁ ୨୧ ବର୍ଷ ପୂରଣ ହୋଇଥିବା ବେଳେ ଏବେ ସାରା ଦେଶ ଏହି ବିଜୟ ଗାଥାକୁ ମନେପକାଇ ଗୌରାବାନ୍ବିତ ହେଉଛି। ଆଜକୁ...

ଟେଷ୍ଟ କମିବାରୁ ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨।୫: ରାଜଧାନୀ ଦିଲ୍ଲୀରେ ଗତ କିଛି ଦିନରୁ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ସୋମବାର ଏହି ସଂଖ୍ୟା ହ୍ରାସ ପାଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ...

୯ ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୦।୭: ଭାରତରେ କରୋନା ମାମଲା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ।...

Advertisement
Archives

Model This Week