Posted inଜାତୀୟ

ଭାଜପା ସପକ୍ଷରେ ଏକ୍‌ଜିଟ ପୋଲ୍‌ ରିପୋର୍ଟ

ବେଙ୍ଗାଲୁରୁ, ୭ା୧୨: କର୍ନାଟକର ୧୫ ବିଧାନସଭା ଆସନ ଲାଗି ଗୁରୁବାର ଭୋଟଗ୍ରହଣ କରାଯାଇଥିବାବେଳେ ଏକ୍‌ଜିଟ ପୋଲ ସର୍ଭେ ରିପୋର୍ଟରେ ଫଳାଫଳ ଭାଜପା ସପକ୍ଷରେ ଯିବ ବୋଲି ମତ ଦେଇଛି। ସ୍ଥାନୀୟ କନ୍ନଡ ନ୍ୟୁଜ୍‌ ଚ୍ୟାନେଲ ପାଓ୍ବାର ଟିଭି ପକ୍ଷରୁ ଭାଜପାକୁ ୮ରୁ ୧୨ ଆସନ ମିଳିବ ବୋଲି ଦର୍ଶାଯାଇଛି। କଂଗ୍ରେସକୁ ୩ରୁ ୬ ଓ ଜେଡିଏସ୍‌କୁ ସର୍ବାଧିକ ୩ ଆସନ ମିଳିବ ବୋଲି କୁହାଯାଇଛି। ସେହିଭଳି କନ୍ନଡ ନ୍ୟୁଜ୍‌ ଚ୍ୟାନେଲ ପବ୍ଲିକ ଟିଭି ପକ୍ଷରୁ ଭାଜପାକୁ ୮ରୁ ୧୦, କଂଗ୍ରେସକୁ ୩ରୁ ୫ ଓ ଜେଡିଏସ୍‌କୁ ୧ରୁ ୨ ଆସନ ମିଳିବ। ଅନୁରୂପ ଭାବେ ବି ଟିଭି ଭାଜପା ୯ରୁ ୧୧, କଂଗ୍ରେସ ୨ରୁ ୪ ଓ ଜେଡିଏସ୍‌ ସର୍ବାଧିକ ୨ ଆସନ ପାଇପାରେ ବୋଲି ପ୍ରକାଶ କରିଛି। ସି ଭୋଟର ପକ୍ଷରୁ ଭାଜପା ୧୨, କଂଗ୍ରେସ ୩ ଆସନ ମିଳିପାରେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ବିମାନ ଦୁର୍ଘଟଣା: ୧୪ ମୃତ

କରାଚି,୨୨।୫: ପାକିସ୍ତାନରେ ଶୁକ୍ରବାର ହୋଇଥିବା ବିମାନ ଦୁର୍ଘଟଣାରେ ଅତିକମ୍‌ରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଗକୁ ଏହି ସଂଖ୍ୟା ବଢିପାରେ ବୋଲି ଅନୁମାନ...

ମେହେବୁବା ମୁଫତି ନଜର ବନ୍ଦୀ

ଶ୍ରୀନଗର,୧୨ ।୪: କଶ୍ମୀର ସଂଭାଗର ଶ୍ରୀନଗରରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କୁ ତାଙ୍କ ଘରେ ନଜର ବନ୍ଦୀ ରଖାଯାଇଛି । ମିଳିଥିବା ସୂଚନା ଅନୁଯାୟୀ,...

ଦିଲ୍ଲୀର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ଶାହା ଦିଅନ୍ତୁ ଇସ୍ତଫା କହିଲେ ସୋନିଆ

ନୂଆଦିଲ୍ଲୀ,୨୬।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଦିଲ୍ଲୀରେ ହିଂସାକାଣ୍ଡ ଜାରି ରହିଛି। ଏପରିସ୍ଥଳେ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରାଯାଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା...

ଦେଶମୁଖଙ୍କ ନାଁରେ ମାମଲା ରୁଜୁକଲା ସିବିଆଇ

ନୂଆଦିଲ୍ଲୀ, ୨୫ା୪: ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ବାସଭବନ ଆଣ୍ଟିଲିଆ ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ରଖାଯିବା ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମହାରାଷ୍ଟ୍ରର...

ବିଶ୍ୱର ଶକ୍ତିଶାଳୀ ପାସ୍‌ପୋର୍ଟ ତାଲିକା: ୮୪ ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୧୦।୧: ବିଦେଶ ଯାତ୍ରା ପାଇଁ ଆବଶ୍ୟକ ପାସପୋର୍ଟକୁ ନେଇ ବିଭିନ୍ନ ସମୟରେ ଏହାର ର଼୍ୟାଙ୍କ କରୁଥିବା ହେନଲେ ପାସପୋର୍ଟ ଇଣ୍ଡେକ୍ସ ନିକଟରେ ଏକ ତାଲିକା ପ୍ରକାଶ...

ଡ୍ରଗ୍ସ୍‌ ଯାଞ୍ଚ୍‌ ନେଇ ଏନ୍‌ସିବି ଉପରେ ପ୍ରଶ୍ନ ଚିହ୍ନ, ବର୍ଷେରେ ୫ ମାମଲା, ସବୁଥିରେ ଜଣେ ସାକ୍ଷୀ…

ନୂଆଦିଲ୍ଲୀ,୩୦।୧୦: ମୁମ୍ବାଇ କ୍ରୁଜ ଡ୍ରଗ ମାମଲାରେ ଜାମିନ ପାଇବା ପରେ ଶାହାରୁଖ ଖା୍ୟଙ୍କ ପୁଅ ଆର୍ୟନ ଖାଁ ଶନିବାର ଜାମିନ୍‌ରେ ଜେଲରୁ ମୁକୁଳିଛନ୍ତି। ମୁମ୍ବାଇ ଡ୍ରଗ...

୯୪ ବର୍ଷରେ ପ୍ରାର୍ଥିପତ୍ର ଦାଖଲ କଲେ ବାଦଲ

ଚଣ୍ଡିଗଡ଼,୧।୨: ଫେବୃୟାରୀ ୨୦ରେ ଅନୁ୍‌ଷ୍ଠିତ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ଶିରୋମଣି ଅକାଳୀ ଦଳ ନେତା ପ୍ରକାଶ ସିଂ ବାଦଲ ସୋମବାର ଲାମ୍ବି...

୧୨ ରାଜ୍ୟରେ ୫୧ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଆକ୍ରାନ୍ତ …

ନୂଆଦିଲ୍ଲୀ,୨୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଡେଲ୍ଟା ଭାରିଆଣ୍ଟ୍‌ ପରେ ଏବେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଯୋଗୁ ପୁଣି ବିପଦ...

Advertisement
Archives

Model This Week