Posted inଜାତୀୟ

ଭାଜପାର ପୂର୍ବତନ ଏମ୍‌ପି ଅଶ୍ୱିନୀ ଚୋପ୍ରାଙ୍କ ପରଲୋକ

ହରିୟାଣା,୧୮।୧: ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ଏମ୍‌ପି ତଥା ବରିଷ୍ଠ ସାମ୍ବାଦିକ ଅଶ୍ୱିନୀ କୁମାର ଚୋପ୍ରାଙ୍କର ୬୨ ବର୍ଷ ବୟସରେ ଶନିବାର ପରଲୋକ ହୋଇଛି। କିଛିଦିନ ହେବ ସେ କ୍ୟାନସରରେ ପୀଡିତ ଥିବା ବେଳେ ଶନିବାର ହରିୟାଣା ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୧୯୫୬ ଜୁନ ୧୧ରେ ପଞ୍ଜାବର ଜଳନ୍ଧରରେ ଜନ୍ମ ନେଇଥିବା ଅଶ୍ୱିନୀ ୨୦୧୪ରେ କର୍ନାଲ ଲୋକ ସଭା ଆସନରୁ ନିର୍ବାଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହରେ ଉପୁଜିଲା ବାଧା, ଶେଷରେ ଅନ୍‌ଲାଇନରେ କଲେ ବିବାହ

ଶିମଲା,୧୨।୭: ଶିମଲାର କୋଟଗଡ଼ରେ ଅଜବ ଘଟଣା ସାମ୍ନାକୁ ଆସିଛି। ବିବହାରେ ବର୍ଷା ବାଧକ ସାଜିବାରୁ ଅନଲାଇନରେ କଲେ ବିବାହ। ସୂଚନାଯୋଗ୍ୟ, କୋଟଗଡ଼ର ବାସିନ୍ଦା ଆଶିଷ ସିଙ୍ଗା...

ଆମକୁ ବିକଶିତ ଭାରତ ନିର୍ମାଣ କରିବାକୁ ହେବ: ପ୍ରଧାନମନ୍ତ୍ରୀ…

ବେଙ୍ଗାଲୁରୁ,୧୯।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କର୍ନାଟକରେ ପହଞ୍ଚି ୨ କୋଟି ଟଙ୍କାର ଏକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରେ ସେ କହିଛନ୍ତି...

ରାଷ୍ଟ୍ରପତି ଭବନରେ ଟ୍ରମ୍ପଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର

ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପଙ୍କର ଭାରତ ଗସ୍ତର ଦ୍ୱିତୀୟ ଦିନରେ ଅର୍ଥାତ୍‌ ମଙ୍ଗଳବାର ସକାଳେ ରାଷ୍ଟ୍ରପତି...

‘ବାୟୁ’ ଯୋଗୁ ବିଳମ୍ବ ହେବ ମୌସୁମୀ

ନୂଆଦିଲ୍ଲୀ,୧୪।୬: ସାମୁଦ୍ରିକ ଝଡ଼ ‘ବାୟୁ’ ପ୍ରଭାବରେ ପଶ୍ଚିମ ଭାରତର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ ଏହାର ପ୍ରଭାବ କିନ୍ତୁ ମୌସୁମୀ ଉପରେ ପଡିଛି। ମୌସୁମୀ...

ଆହୁରି ମହଙ୍ଗା ହେଲା ସୁନା ଦର

ନୂଆଦିଲ୍ଲୀ,୨୪।୨: ଆହୁରି ମହଙ୍ଗା ହେଲା ସୁନା ଓ ରୂପା। ଭାରତରେ ୧୦ ଗ୍ରାମ ପିଛା ସୁନା ଦର ପାଖାପାଖି ୧୪୦୦ ଟଙ୍କା ବଢିିଛି। ସେପଟେ ଏକ...

ଦେଶର ପ୍ରଥମ ମହିଳା ବିଧାୟକ ଡା.ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କୁ ମନେପକାଇଲା ଗୁଗୁଲଡୁଡୁଲ

ନୂଆଦିଲ୍ଲୀ, ୩୦।୭: ଭାରତର ପ୍ରଥମ ମହିଳା ବିଧାୟକ ଡା. ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କ ଆଜି ୧୩୩ତମ ଜନ୍ମଦିବସ। ଏହି ଅବସରରେ ଗୁଗୁଲ ଡୁଡୁଲ ପ୍ରସ୍ତୁତ କରି ତାଙ୍କୁ...

ଗୋଟିଏ କନ୍ୟା ପାଇଁ ବରଯାତ୍ରୀ ଧରି ପହଞ୍ଚିଲେ ୨ ବର: ଆଉ ତା’ପରେ

ଉତ୍ତର ପ୍ରଦେଶର କନୌଜରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଏକ ବିବାହ ସମାରୋହରେ ଗୋଟିଏ କନ୍ୟା ପାଇଁ ବରଯାତ୍ରୀ ଧରି ପହଞ୍ଚିଛନ୍ତି ୨ ବର।...

ଏନ୍‌ସିପି ବିଧାୟକ ଗିରଫ: ଫିଲ୍ମ ‘ହର ହର ମହାଦେବ’ର ସ୍କ୍ରିନିଂକୁ କରାଇଥିଲେ ବନ୍ଦ

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ରର ଏନ୍‌ସିପି ବିଧାୟକ ଜିତେନ୍ଦ୍ର ଅହ୍ବାଦଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି। ଜିତେନ୍ଦ୍ର ଅହ୍ବାଦ ତାଙ୍କ ସମର୍ଥକଙ୍କ ସହ ପୁଣେର ଏକ ମଲ୍‌ରେ ଫିଲ୍ମ...

Advertisement
Archives

Model This Week