ମୁମ୍ବାଇ,୩।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ସେ ଭାଜପା ହାତଛାଡି କଂଗ୍ରେସ ଓ ଏନ୍ସିପି ସହ ମିଶି ସରକାର ଗଢିବାକୁ ନେଇ କହିଛନ୍ତି, ମୁଁ ଭାଜପାକୁ ଚାନ୍ଦ-ତାରା ମାଗି ନ ଥିଲି। ଯଦି ଭାଜପା ମୋ କଥା ମାନି ଥାଆନ୍ତା ତେବେ ଆଜି ମୁଁ ନୁହେଁ ବରଂ ଅନ୍ୟକେହି ଶିବସେନା ନେତା ମୁଖ୍ୟମନ୍ତ୍ରୀ ଆସନରେ ବସିଥାଆନ୍ତେ। କାହାକୁ ନେଇ ଟିପ୍ପଣି କରିବାକୁ ଅଛି ତ ଖୁସିରେ କର ବୋଲି ସେ କହିଛନ୍ତି। ସୋମବାର ମୁଖପତ୍ର ସାମନାକୁ ଦେଇଥିବା ଏକ ସାକ୍ଷାତ୍କାରରେ ଉଦ୍ଧବ ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ଦେଇଥିବା କଥା ପୂରଣ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି।

ରାସ୍ତାରେ ଉଡ଼ିଲା ୫୦୦ ଟଙ୍କିଆ ନୋଟ୍
ଭୋପାଳ, ୨।୨: ଜାତୀୟ ରାଜପଥରେ ହଠାତ୍ ୫୦୦ ଟଙ୍କିଆ ନୋଟ୍ ଉଡ଼ିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏଭଳି ଘଟଣା ରବିବାର ମଧ୍ୟପ୍ରଦେଶର...

ସପ୍ତାହେ ମଧ୍ୟରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ୟେଦୁରପ୍ପା
ବେଙ୍ଗାଲୁରୁ,୨୬।୭: କର୍ନାଟକର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ବିଏସ୍ ୟେଦୁରପ୍ପା ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। କଂଗ୍ରେସ ଜେଡିଏସ୍ ମେଣ୍ଟ ସରକାର ଭାଙ୍ଗିବାର ମାତ୍ର ୩ ଦିନ...

ଚାଇନାର ‘କଶ୍ମୀର’ ମନ୍ତବ୍ୟକୁ ଭାରତର ବିରୋଧ
ନୂଆଦିଲ୍ଲୀ,୨୯ା୯(ପି.ଟି.): ଜାତିସଂଘରେ ଚାଇନା କଶ୍ମୀର ପ୍ରସଙ୍ଗ ଉଠାଇଥିବାରୁ ଭାରତ ଏହାର ଦୃଢ଼ ବିରୋଧ କରିଛି। ୟୁଏନ୍ଜିଏରେ ଉଦ୍ବୋଧନ ଦେଇ ଚାଇନା କହିଥିଲା, ଜାତିସଂଘ ନିୟମାବଳୀ, ସୁରକ୍ଷା...

ମାଳଦ୍ୱୀପକୁ ସହାୟତା ଯୋଗାଇବ ଭାରତ, ଦ୍ୱିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ…
ନୂଆଦିଲ୍ଲୀ, ୨।୮ : ଚାରି ଦିନିଆ ଗସ୍ତରେ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ଭାରତ ଆସିଛନ୍ତି। ମଙ୍ଗଳବାର ସେ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ...

ଗାନ୍ଧିନଗରରେ ହେବ ହୀରାବେନଙ୍କ ଅନ୍ତିମ ସଂସ୍କାର, ପୁଅ ପଙ୍କଜ ମୋଦିଙ୍କ ଘରେ ଶେଷ ଦର୍ଶନ
ଗାନ୍ଧିନଗର,୩୦ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ମୋଦିଙ୍କର ଶୁକ୍ରବାର ସକାଳେ ପରଲୋକ ହୋଇଛି । ୧୦୦ ବର୍ଷ ବୟସରେ ସେ ଶେଷ ନିଶ୍ୱାସ...

‘ଡୋର୍ ଟୁ ଡୋର୍’ ଟିକାକରଣ ସମ୍ଭବ ନୁହେଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୮।୯: କୋଭିଡ ଟିକାକରଣର ‘ଡୋର୍ ଟୁ ଡୋର୍’ ମାମଲା ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ଦେଶରେ ଟିକାକରଣ...

ଥମୁନି ପ୍ରାଣୀ ହିଂସା: କୁକୁରକୁ ଘୋଷାଡ଼ି ନେଲେ
ଔରଙ୍ଗାବାଦ, ୭।୬: ଦେଶରେ ପ୍ରାଣୀ ହିଂସା ଥମିବାର ନାଁ ଧରୁନି। କିଛି ଦିନ ତଳେ କେରଳରେ ଗୋଟିଏ ଗର୍ଭିଣୀ ହାତୀକୁ କିଛି ଦୁର୍ବୃତ୍ତ ସପୁରି ଭିତରେ...

ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ଗାଧୋଉଥିବା ଭିଡ଼ିଓ ଭାଇରାଲ, ଜଣେ ଛାତ୍ରୀଙ୍କୁ ହାର୍ଟ ଆଟାକ୍…
ମୋହାଲି, ୧୮।୯ : ପଞ୍ଜାବର ମୋହାଲିରେ ଜଣାଶୁଣା ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଛି। ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀ ଅନ୍ୟ ୬୦ ଛାତ୍ରୀଙ୍କ ଗାଧୋଉଥିବା ସମୟର...