Posted inଜାତୀୟ

ଭାଜପାକୁ କେଜରିଓ୍ବାଲଙ୍କ ଖୋଲା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୪।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି(ଏଏପି) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି। ମଙ୍ଗଳବାର ଏଏପି ତା’ର ଘୋଷଣା ପତ୍ର ଜାରି କରିବା ପରେ ଭାଜପାକୁ ଖୋଲା ଚ୍ୟାଲେଞ୍ଜ ଦେଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି ଭାଜପା ଆସନ୍ତା କାଲି ମଧ୍ୟାହ୍ନ ସୁଦ୍ଧା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରୁ ମୁଁ ତାଙ୍କ ସହ ବିତର୍କ କରିବାକୁ ପ୍ରସ୍ତୁତ ଅଛି। ଘୋଷଣା ପତ୍ର ଜାରି କରିବା ପରେ ଖବରଦାତାଙ୍କ ସହ କଥା ହେବା ସମୟରେ ସେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ଟାର୍ଗେଟ କରିଥିଲେ। କେଜରିଓ୍ବାଲ କହିଥିଲେ, ମୁଁ ସବୁ ଦଳ ସହ ବିତର୍କରେ ଭାଗ ନେବାକୁ ପ୍ରସ୍ତୁତ ଅଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହୁଛନ୍ତି ଭାଜପାକୁ ଭୋଟ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମୁଁ ସ୍ଥିର କରିବି। ହେଲେ କିଏ ସେହି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି କେଜରିଓ୍ବାଲ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାନ ଭର୍ସେସ ଓ୍ବାଇଲ୍ଡ: ବିୟର ଗ୍ରିଲସ୍‌ଙ୍କ ସହ ନଜର ଆସିଲା ରଜନୀକାନ୍ତଙ୍କ ମୋଶନ ପୋଷ୍ଟର

ନୂଆଦିଲ୍ଲୀ,୨୦।୨: ଡିସକଭରି ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କର ଶୋ’ ମ୍ୟାନ ଭର୍ସେସ ଓ୍ବାଇଲ୍ଡର ମୋଶନ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବାରେ...

ପ୍ରେମ ସମ୍ପର୍କକୁ ଲୁଚାଇବା ପାଇଁ ପାସ୍‌ପୋର୍ଟ ଚିରି ଗିରଫ ହେଲେ ଯୁବକ

ମୁମ୍ବାଇ,୧୧।୭: ପାସ୍‌ପୋର୍ଟ ଚିରିବା ଅଭିଯୋଗରେ ପୁଣେର ଜଣେ ୩୨ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରିଛି। ଘରେ ସ୍ତ୍ରୀଙ୍କୁ ଅଫିସ କାମ ଥିବା କହି ଯୁବକ ଜଣକ...

ପୋଲିଂ ବୁଥ୍‌ରେ ଏଏପି କର୍ମୀଙ୍କୁ ଚାପୁଡ଼ା ମାରିବା ଉଦ୍ୟମ କଲେ ଅଳକା ଲାମ୍ବା: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୮।୨: ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। କଂଗ୍ରେସ ପ୍ରାର୍ଥୀ ଅଳକା ଲାମ୍ବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) କର୍ମୀଙ୍କୁ ପୋଲିଂ...

୧୭ ଦିନର ଶିଶୁକନ୍ୟାଙ୍କୁ ନଦୀ ବାଲିରେ ପୋତିଲେ ପିତା

ଚେନ୍ନାଇ,୬।୧୧: ତାମିଲନାଡୁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପିତା ତାଙ୍କର ୧୭ ଦିନର ଶିଶୁକନ୍ୟାଙ୍କୁ ନଦୀ ବାଲିରେ ପୋତି ଦେଇଛନ୍ତି। ଭାଦାମାରୁଥୁର୍‌ ଗାଁର ୨୯...

‘ମୋତେ ହତ୍ୟା କରାଯାଇପାରେ’

ନୂଆଦିଲ୍ଲୀ,୨୪।୯: ଲୋକ ସଭା ଏମ୍‌ପି ଏବଂ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ସୁରକ୍ଷା ଦାବିରେ ଏକ ଚିଠି ଲେଖିଛନ୍ତି।...

ପିଏମ ସମ୍ମାନ ନିଧିର ଲାଭ ନେଉଛନ୍ତି ୩୩ ହଜାର ମୃତକ

ଋାୟବରେଲି,୨୭ ।୬: ଉତ୍ତର ପ୍ରଦେଶ ରାୟବରେଲି ଜିଲାର ୩୩ହଜାର ୯୩୬ ଏମିତି କୃଷକ ରହିଛନ୍ତି କାଗଜ ପତ୍ରରେ ସେମାନେ ମୃତ ହୋଇଥିବା ବେଳେ କିନ୍ତୁ କୃଷକ...

ସରକାର ଭୟଭୀତ: ରାହୁଲ

ନୂଆଦିଲ୍ଲୀ,୨୯।୧୧: ତିନୋଟି କୃଷି ଆଇନ ପ୍ରତ୍ୟାହାର ବିଲ ଲୋକ ସଭା ଓ ରାଜ୍ୟ ସଭାରେ ସୋମବାର ପାରିତ ହୋଇଛି। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ...

ରାମ ଜେଠ୍‌ମାଲାନୀଙ୍କ ପରଲୋକ

ନୂଆଦିଲ୍ଲୀ,୮।୯: ବରିଷ୍ଠ ଆଇନଜୀବୀ ରାମ ଜେଠ୍‌ମାଲାନୀଙ୍କ ରବିବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ...

Advertisement
Archives

Model This Week