Posted inଜାତୀୟ

ଭଲ ରାସ୍ତା ଯୋଗୁ ହେଉଛି ବଡ଼ ଦୁର୍ଘଟଣା: ଉପ ମୁଖ୍ୟମନ୍ତ୍ରୀ

ଚିତ୍ରଦୁର୍ଗ,୧୨।୯: କର୍ନାଟକର ଉପ ମୁଖ୍ୟମନ୍ତ୍ରୀ ଗୋବିନ୍ଦ କାରଜଲ ଏମିତି ଏକ ବୟାନ ଦେଇଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାରଜଲ କହିଛନ୍ତି ଭଲ ରାସ୍ତା ଯୋଗୁ ବଡ଼ ଦୁର୍ଘଟଣା ଘଟୁଛି। କାରଣ ଭଲ ରାସ୍ତା ଯୋଗୁ ସମସ୍ତେ ଦ୍ରୁତ ଗତିରେ ଗାଡି ଚଳାଉଥିବାରୁ ଦୁର୍ଘଟଣା ଘଟୁଛି ବୋଲି ସେ କହିଛନ୍ତି। ବୁଧବାର ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ସେ କହିଛନ୍ତି ଭଲ ରାସ୍ତାରେ ଲୋକେ ୧୨୦-୧୬୦ ଗତିରେ ଯାଉଛନ୍ତି। ସେଥିପାଇଁ ରାଜପଥ ଉପରେ ବଡ଼ ବଡ଼ ଦୁର୍ଘଟଣା ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିନ୍ସପଲଙ୍କୁ ଫାଶୀ

ପାଟନା,୧୬।୨: ବିହାରର ପାଟନାରେ ଜଣେ  ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରି ଗର୍ଭବତୀ କରିବା ମାମଲାରେ ପ୍ରିନ୍ସପଲଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ମାମଲାର ବିଚାର କରି...

ଶିବୁ ସୋରେନଙ୍କ ଫୁସ୍‌ଫୁସ୍‌ରେ ହୋଇଛି ସଂକ୍ରମଣ

ନୂଆଦିଲ୍ଲୀ,୨୫।୮: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏନ୍‌ଏମ୍‌) ଅଧ୍ୟକ୍ଷ ତଥା ରାଜ୍ୟସଭା ସଦସ୍ୟ ଶିବୁ ସୋରେନଙ୍କୁ ଉତ୍ତମ ଚିକିତ୍ସା ଲାଗି ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା...

ତେଲେଙ୍ଗାନା ଏନ୍‌କାଉଣ୍ଟର: ପୁଣିଥରେ ବ୍ୟବଚ୍ଛେଦ ହେବ ଅପରାଧୀଙ୍କ ସଂରକ୍ଷିତ ମୃତଦେହ

ହାଇଦ୍ରାବାଦ,୨୧।୧୨: ତେଲେଙ୍ଗାନାର ବହୁ ଚର୍ଚ୍ଚିତ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରାଯାଇଥିଲା। ଏହାପରେ ସେମାନଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ...

୪୦ ଫୁଟ ଉଚ୍ଚତାରୁ ଝୁଲି ରହି ମନ୍ତ୍ରୀ ଦେଲେ ଫିଟ୍‌ ରହିଥିବାର ସଙ୍କେତ

ଭୋପାଳ,୪।୧୨: ମଧ୍ୟପ୍ରଦେଶର ଖେଳ ଓ ଯୁବ କଲ୍ୟାଣ ମନ୍ତ୍ରୀ ଜିତୁ ପଟଓ୍ବାରୀ ନିଜେ ଫିଟ୍‌ ରହିଥିବା ନେଇ ଏକ ନିଆରା ଢ଼ଙ୍ଗରେ ସଙ୍କେତ ଦେଇଛନ୍ତି। ସେ...

ନିଜ ଦଳକୁ ନେଇ କଟାକ୍ଷ କଲେ ସୁବ୍ରମଣ୍ୟମ

ନୂଆଦିଲ୍ଲୀ,୧୨।୭: ଭାଜପାର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ନିଜ ଦଳକୁ ନେଇ କଟାକ୍ଷ କରିଛନ୍ତି। ଶୁକ୍ରବାର ସେ ଟୁଇଟ୍‌ କହିଛନ୍ତି, ଗୋଆ ଓ କଶ୍ମୀରକୁ ଦେଖିଲେ...

ଫାରୁକ୍‌ ଅବଦୁଲ୍ଲା ହସ୍ପିଟାଲରେ ଭର୍ତ୍ତି

ଶ୍ରୀନଗର,୩।୪: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସ୍‌ର ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାର୍ଚ୍ଚ ୩୦ରେ ତାଙ୍କ ନମୁନା ପରୀକ୍ଷା ରିପୋର୍ଟ...

ଭାରତରେ ଚତୁର୍ଥ ମୁଣ୍ଡନେଲା କରୋନା: ସଂକ୍ରମିତଙ୍କ ସଂଖ୍ୟା ୧୭୩କୁ ବୃଦ୍ଧି

ନୂଆଦିଲ୍ଲୀ, ୧୯।୩ : ପ୍ରାଣଘାତୀ କରୋନା ଭାଇରସ୍‌ କ୍ରମଶଃ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ଗୁରୁବାର ଏହା ଆଉ ଏକ ମୁଣ୍ଡ ଗଡ଼ାଇ ଥିବାବେଳେ ମୃତ୍ୟୁସଂଖ୍ୟା...

ଚାଇନାର ଅସଲ ମୁଖା ଖୋଲିଲା: ଏପଟେ ସୈନ୍ୟ ବୃଦ୍ଧି, ସେପଟେ ଆଲୋଚନା

ଲଦାଖ,୧୧।୯: ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ-ଚାଇନା ମଧ୍ୟରେ ସୀମା ବିବାଦ ଚରମ ସୀମାରେ ପହଞ୍ଚିଛି। ଗୋଟିଏ ପଟେ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ରୁଷିଆର...

Advertisement
Archives

Model This Week