ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏଇପିଏସ୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୬ା୪: ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଆଧାର ଭିତ୍ତିକ ପେମେଣ୍ଟ ସିଷ୍ଟମ (ଏଇପିଏସ୍‌) କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏକ ମୋବାଇଲ ଭ୍ୟାନ୍‌ ମାଧ୍ୟମରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେଶନ ଅଞ୍ଚଳରେ ଲକ୍‌ଡାଉନରେ ଫସି ରହିଥିବା ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ଆବଶ୍ୟକତା ଭିତ୍ତିରେ ବ୍ୟକ୍ତିବିଶେଷଙ୍କୁ ବ୍ୟାଙ୍କିଙ୍ଗ ସେବା ଯୋଗାଣ ଦିଗରେ ଏହା କାର୍ଯ୍ୟ କରୁଛି। ବ୍ୟାଙ୍କର ଉପଆଞ୍ଚଳିକ ପ୍ରବନ୍ଧକ ଭରତ ବରାଡ ଏହାର ଶୁଭାରମ୍ଭ କରିଛନ୍ତି। ଏଥିରେ ବିଜନେସ୍‌ କରେସପଣ୍ଡେଣ୍ଟଙ୍କୁ ନିୟୋଜିତ କରାଯିବା ସହ ଆଧାର ଦ୍ୱାରା ଟଙ୍କା ଜମା ଏବଂ ଉଠାଣ କରିବାର ସୁବିଧା ଦିଆଯାଉଛି। ଲକ୍‌ଡାଉନ ସମୟରେ ଲୋକଙ୍କ ବ୍ୟାଙ୍କିଙ୍ଗ ଆବଶ୍ୟକତାକୁ ବିଚାର କରି ଏଭଳି ଏକ ସେବା ଯୋଗାଣ ହେଉଥିବା ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ: କମିଲା ଇଣ୍ଟରନେଟ୍‌ ସ୍ପିଡ୍‌

ନୂଆଦିଲ୍ଲୀ,୨୩।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ହୋଇଛି। ବହୁ କାର୍ଯ୍ୟାଳୟ ସେମାନଙ୍କ କର୍ମଚାରୀଙ୍କୁ ଘରେ ରହି କାମ...

ଛିଡ଼ା ହୋଇ ରହିଛି ୯୫ ଲକ୍ଷ ଟ୍ରକ୍‌

ମୁମ୍ବାଇ: ଲକଡାଉନ୍‌ ଯୋଗୁ ଦେଶର ପ୍ରାୟ ୬୫% ଟ୍ରକ୍‌ ବର୍ତ୍ତମାନ ବନ୍ଦ ହୋଇ ପଡିଛି। ବିଭିନ୍ନ ରାଜ୍ୟରେ ଏହି କ୍ଷେତ୍ରକୁ ୪୨ ହଜାର କୋଟି ଟଙ୍କା...

ପାର୍ଲାମେଣ୍ଟ କମିଟିକୁ ଭେଟିଲେ ଫେସ୍‌ବୁକ ଅଧିକାରୀ

ନୂଆଦିଲ୍ଲୀ: ଡାଟା ସୁରକ୍ଷା ନେଇ ପାର୍ଲାମେଣ୍ଟ କମିଟି ଫେସ୍‌ବୁକ ଏବଂ ଟୁଇଟର ଭଳି ପ୍ରମୁଖ ଟେକ୍ନୋଲୋଜି କମ୍ପାନୀଙ୍କୁ ସମନ ଜାରି କରିଛି। ଶୁକ୍ରବାର ଫେସ୍‌ବୁକର ଭାରତ...

ଓ୍ବାଲ୍‌ମାର୍ଟ ପକ୍ଷରୁ କ୍ଷୁଦ୍ରଚାଷୀଙ୍କୁ ସହାୟତା

ନୂଆଦିଲ୍ଲୀ: ଭାରତ କୋଭିଡ୍‌ ମହାମାରୀ କାରଣରୁ ଅନେକ ସମସ୍ୟା ସାମ୍ନା କରୁଛି। ଏହି ମହାମାରୀ ସମୟରେ ଦେଶର କ୍ଷୁଦ୍ରଚାଷୀମାନଙ୍କର ବିକାଶ ଲାଗି ଓ୍ବାଲ୍‌ମାର୍ଟ ଫାଉଣ୍ଡେଶନ ପକ୍ଷରୁ...

୬ କୋଟି ସଦସ୍ୟଙ୍କୁ ପୂଜା ଭେଟି;ଇପିଏଫ୍‌ ସୁଧହାର ୮.୬୫%କୁ ବୃଦ୍ଧି

ନୂଆଦିଲ୍ଲୀ,୧୮-୯: କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ର ୬ କୋଟିରୁ ଊର୍ଦ୍ଧ୍ୱ ସଦସ୍ୟଙ୍କୁ କେନ୍ଦ୍ର ସରକାର ପୂଜା ଭେଟି ଦେଇଛନ୍ତି। ପାର୍ବଣ ଋତୁ ଆରମ୍ଭ ହେଉ ହେଉ ସରକାର...

୧୦୦୦ କୋଟିର ରିଫଣ୍ଡ ଦେଇଛି ଇଣ୍ଡିଗୋ

ନୂଆଦିଲ୍ଲୀ: କୋଭିଡ୍‌ ଯୋଗୁ ଲୋକମାନେ ବିମାନ ଯାତ୍ରା କରିବାକୁ ସକ୍ଷମ ହୋଇ ନ ଥିଲେ। ପୂର୍ବରୁ ବୁକିଂ ହୋଇଥିବା ଟିକେଟର ରିଫଣ୍ଡ ବିମାନ କମ୍ପାନୀଗୁଡିକୁ ତୁରନ୍ତ...

ଏମ୍‌ଏସ୍‌ଏମ୍‌ଇ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ଆରମ୍ଭ;ଶିଳ୍ପ ପ୍ରତିଷ୍ଠା ଲାଗି ଯୁବ ଉଦ୍ୟୋଗୀଙ୍କୁ ଆହ୍ବାନ

ଭୁବନେଶ୍ୱର,୯-୧(ବ୍ୟୁରୋ): ବହୁ ପ୍ରାଚୀନ ସମୟରୁ ଓଡିଶା ଉଦ୍ୟୋଗ ବିକାଶକୁ ପ୍ରାଥମିକତା ଦେଇଆସିଛି। ପୂର୍ବ କାଳର ଏହି ଐତିହ୍ୟ ଏବେ କଳିଙ୍ଗ ଏବଂ ଉତ୍କଳ ବ୍ରାଣ୍ଡ ନାମରେ...

ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଓ ଫରିଦାବାଦରେ ଆରମ୍ଭ ହେଲା ଜିଓ ୫ଜି

ନୂଆଦିଲ୍ଲୀ,୧୮ ।୧୧: ରିଲାଏନ୍ସ ଜିଓ ଦିଲ୍ଲୀ ପରେ ଏବେ ଗୁରୁଗ୍ରାମ, ନୋଏଡା, ଗାଜିଆବାଦ, ଫରିଦାବଦ ଓ ଦିଲ୍ଲୀ-ଏନସିଆରରେ ୫ଜି ସେବା ଆରମ୍ଭ କରିଛି । କମ୍ପାନୀ...

Advertisement
Archives

Model This Week