ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତ ଲୁଟିନେଲେ ୬ ଲକ୍ଷ

ରାଇରଙ୍ଗପୁର,୨୭।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ବଜାରରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ତାଙ୍କଠାରୁ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।
ସୂଚନାଯୋଗ୍ୟ, ରାଇରଙ୍ଗପୁର ଟାଉନ୍‌ ଥାନା ମୁଖ୍ୟ ବଜାରରେ ମହାନ୍ତି ପାନମସଲା ଦୋକାନୀ ମାଲିକ ରୂପେଶ କୁମାର ମହାନ୍ତି ରବିବାର ରାତିରେ ଦୋକାନ ଭିତରେ ଟଙ୍କା ଗଣୁଥିବା ବେଳେ ୩ ଅଜଣା ଦୁର୍ବୃତ୍ତ ମୁହଁରେ କଳାକପଡ଼ା ବାନ୍ଧି ହଠାତ୍‌ ପଶିଆସିଥିଲେ। ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପ୍ରାୟ ୬ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏନେଇ ରୂପେଶ ସୋମବାର ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିବା ପରେ ରାଇରଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୋକାନର ସିସିଟିଭି ଯାଞ୍ଚ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା କୋଷାଗାରକୁ ଯିବ ୫ କ୍ୱିଣ୍ଟାଲ ରୁପା

ପୁରୀ ଅଫିସ, ୪।୧୦: ଶ୍ରୀମନ୍ଦିରର କଳାହାଟା ଦ୍ୱାର ପାଇଁ ଆସିଥିବା ସମସ୍ତ ୫ କ୍ୱିଣ୍ଟାଲ ରୁପାକୁ ମଙ୍ଗଳବାର ନିଳାଦ୍ରୀ ଭକ୍ତନିବାସ ଷ୍ଟ୍ରଙ୍ଗରୁମରୁ ଜିଲା କୋଷାଗାରକୁ ସ୍ଥାନାନ୍ତର...

ଭୋକିଲା ପେଟକୁ ଦାନା

ବାଲେଶ୍ୱର ଅଫିସ,୩।୪- ଲକ୍‌ଡାଉନ୍‌ ଯୋଗୁ ବାଲେଶ୍ୱର ଜିଲାର ସମସ୍ତ ଦୋକାନବଜାର, ହୋଟେଲ ବନ୍ଦ ରହିଥିବାରୁ ଅସହାୟ, ଭିକାରୀ, ଗୋରୁ,ବୁଲାକୁକୁର ଓ ଅନ୍ୟ ପ୍ରାଣୀମାନେ ଭୋକିଲା ରହୁଛନ୍ତି।...

ସାର ପାଇଁ ଜିଲା କୃଷି କାର୍ଯ୍ୟାଳୟ ଘେରିଲେ ଚାଷୀ

ହରଭଙ୍ଗା, ୧୬ା୯(ଡି.ଏନ.‌ଏ.)  ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଓ ନାୟକପଡ ଗ୍ରାମର ଶତାଧିକ ଚାଷୀ ସାର ଯୋଗାଣ ଦାବିରେ ମଙ୍ଗଳବାର...

୧୨ ଫୁଟର ଅଜଗର ଉଦ୍ଧାର

କାମାକ୍ଷାନଗର, ୬।୧(ଡି.ଏନ.ଏ.) କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ସୋଗରପାଟଣା ଗ୍ରାମର ଅଚ୍ୟୁତ ସ୍ବାଇଁଙ୍କ ବାଡ଼ିପଟୁ ରବିବାର ୧୨ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ସାପଟି...

ଥାର୍ଡ ଡିଗ୍ରୀ ଅଭିଯୋଗର ତଦନ୍ତ ଆରମ୍ଭ

ପୁରୀ ଅଫିସ,୨୫ା୧୧: ଥାନାରେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ନେଇ ପୁରୀ ଜିଲା ଚର୍ଚ୍ଚାରେ ରହିଛି। ପୁରୀ ହାଜତ ମୃତ୍ୟୁର ତାତି ଥମି ନ ଥିବାବେଳେ ପିପିଲି...

ଗୋରୁଗାଡି ନେଇଯାଉଥିବା ମାଫିଆଙ୍କ ଆକ୍ରମଣରେ ଯୁବକ ଗୁରୁତର

ବାଲେଶର ଅଫିସ, ୧୬।୬- ବାଲେଶ୍ୱର ଜିଲା ସେରଗଡ ବ୍ରିଜ ଉପରେ ବୁଧବାର ଭୋର ସମୟରେ ଗୋରୁଗାଡି ନେଇଯାଉଥିବା ମାଫିଆଙ୍କ ଆକ୍ରମଣରେ ଯୁବକ ଗୁରୁତର ହୋଇଯାଇଛନ୍ତି। ସମନାଥପୁର...

ସୂଚନାକର୍ମୀଙ୍କ ଉପରେ ବୋମାମାଡ଼ ଘଟଣା, ୩ ଗିରଫ

ଯାଜପୁର ଅଫିସ,୭।୪: ଯାଜପୁର ଜିଲା ଧର୍ମଶାଳା ବ୍ଲକର ସୂଚନାକର୍ମୀ ସର୍ବେଶ୍ବର ବେହୁରାଙ୍କ ଉପରେ ହୋଇଥିବା ବୋମାମାଡ଼ ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ...

ରାତିରେ ଜବତ ହେଲା ଛତିଶଗଡ଼ରରୁ ଆସୁଥିବା ୪ ଧାନ ଗାଡ଼ି

ପଦ୍ମପୁର,୫।୭: ଛତିଶଗଡ଼ରୁ ବରଗଡ଼କୁ ଆସୁଥିବା ୪ଟି ଧାନ ବୋଝେଇ ଟ୍ରକ୍‌କୁ ପଦ୍ମପୁର ପୋଲିସ ସୋମବାର ରାତ୍ରିରେ ଜବତ କରିଛି। ସ୍ଥାନୀୟ ଯୋଗାଣ ନିରୀକ୍ଷକ ସୁନୀତା ନାହକଙ୍କ...

Advertisement


Archives

Model This Week