ବୋନିଙ୍କୁ ରାଖୀ ବାନ୍ଧୁଥିଲେ ଶ୍ରୀଦେବୀ

ବୋନି କପୁର ଏବଂ ଶ୍ରୀଦେବୀଙ୍କ ପ୍ରେମ କାହାଣୀକୁ ନେଇ ସେତେବେଳେ ଅନେକ ଚର୍ଚ୍ଚା ହୋଇଥିଲା। ଶେଷରେ ପତ୍ନୀ ମୋନାଙ୍କୁ ଛାଡ଼ପତ୍ର ଦେଇ ଶ୍ରୀଦେବୀଙ୍କୁ ବିବାହ କରିଥିଲେ ବୋନି। ହେଲେ ବିବାହ ପୂର୍ବରୁ ଏକ ରୋଚକ କଥା ଏବେ ଜଣାପଡିଛି। ବୋନିଙ୍କ ପତ୍ନୀ ସାଜିବା ପୂର୍ବରୁ ଶ୍ରୀଦେବୀ ତାଙ୍କ ଘରକୁ ଆସୁଥିଲେ। କାହିଁକି ଜାଣନ୍ତି ? ରାଖୀ ବାନ୍ଧିବାକୁ। ଏହି ପ୍ରକ୍ରିୟା କିଛି ବର୍ଷ ଚାଲିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଆଉ ଶେଷରେ ଦୁହେଁ ବିବାହ ବନ୍ଧନରେ ଆବନ୍ଧ ହୋଇଥିଲେ। ସୂଚନାଯୋଗ୍ୟ ପରଲୋକଗତା ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ‘ଧଡକ୍‌’ ଚଳଚ୍ଚିତ୍ରରୁ ନିଜର ବଲିଉଡ୍‌ କ୍ୟାରିୟର ଆରମ୍ଭ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକଦା ବିବାହ କରିବାକୁ କହିଥିଲେ ଦୀପିକା, ଏବେ ୫୭ ବର୍ଷରେ ବି ଅବିବାହିତ ଅଛନ୍ତି ଏହି ଲୋକପ୍ରିୟ ଫିଲ୍ମ ନିର୍ମାତା

ବମ୍ବେ: ବଲିଉଡ୍‌ର ଲୋକପ୍ରିୟ ଫିଲ୍ମନିର୍ମାତାଙ୍କ ମଧ୍ୟରୁ ସଞ୍ଜୟ ଲୀଲା ଭନଶାଲୀ ଅନ୍ୟତମ। ସେ ତାଙ୍କର ପ୍ରତିଟି ଫିଲ୍ମରେ ନିଆରା ଛାପ ଦେଇଥାନ୍ତି। ‘ହମ୍‌ ଦିଲ ଦେ...

ଅମିତାଭଙ୍କଠାରୁ ଅଧିକ ଟଙ୍କା ନେଉଥିଲେ ଏହି ଅଭିନେତା

ବଲିଉଡ୍‌ର ଆଙ୍ଗ୍ରି ମ୍ୟାନ ଭାବେ ପରିଚିତ ପ୍ରାନଙ୍କ୍‌ ଆଜି ୧୦୧ତମ ଜନ୍ମଦିବସ। ୧୯୨୦ ମସିହା ଫେବୃୟାରୀ ୨୦ରେ ସେ ପୁରୁଣା ଦିଲ୍ଲୀର ବଲ୍ଲୀମାରା ଅଞ୍ଚଳରେ ଜନ୍ମଗ୍ରହଣ...

ପୁଣି ଥରେ ଆଈ ହେଲେ ହେମା

ବମ୍ବେ: ପୁଣି ଥରେ ଆଈ ହୋଇଛନ୍ତି ଅଭିନେତ୍ରୀ ହେମା ମାଳିନୀ। ହେମାଙ୍କ ସାନ ଝିଅ ଆହାନା ଦେଓଲ ବୋହରା ମା’ ହୋଇଛନ୍ତି। ନଭେମ୍ବର ୨୬ରେ ସେ...

ପୁଣି ଚର୍ଚ୍ଚାରେ ସୋନୁ ସୁଦ : ଗରିବ ଲୋକଙ୍କୁ ବାଣ୍ଟିବେ ଇ-ରିକ୍ସା

ନୂଆଦିଲ୍ଲୀ,୧୩।୧୨-ପୁଣି ଥରେ ଚର୍ଚ୍ଚାରେ ବଲିଉଡ ଅଭିନେତା ସୋନୁ ସୁଦ। କୋରନା ସମୟରେ ପ୍ରବାସୀଙ୍କୁ ସାହାଯ୍ୟ କରି ପ୍ରତ୍ୟେକ ଭାରତୀୟଙ୍କ ମନ ଜିଣିଥିବା ସୋନୁ ବର୍ତ୍ତମାନ ନିଜର...

୩୦୦ କୋଟି ଟଙ୍କା ବ୍ୟୟରେ ‘ରାମାୟଣ’କୁ ନେଇ ଫିଲ୍ମ ନିର୍ମାଣ କରିବେ ମଧୁ!

ମୁମ୍ବାଇ: ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ‘ରାମାୟଣ’କୁ ନେଇ କିଛି ଫିଲ୍ମ ନିର୍ମାଣ କରି ସାରିଛି । ଏହି ମହାକାବ୍ୟକୁ ନେଇ ଫିଲ୍ମ ନିର୍ମାତା ନିଜ ନିଜ...

‘ତୁମେ ସବୁଦିନ ମନେ ରହିବ’

ମୁମ୍ବାଇ: ପ୍ରସିଦ୍ଧ ଗାୟକ କେକେଙ୍କ ଦେହାନ୍ତରେ ବଲିଉଡ୍‌ ଷ୍ଟାର୍‌ ସଲମାନ ଖାନ୍‌ ଶୋକ ପ୍ରକାଶ କରିଛନ୍ତି। କେକେ ସଲମାନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଜୟ...

ଏହି ଅଭିନେତାଙ୍କ ପାଇଁ ଯୁବତୀମାନେ ରକ୍ତରେ ଲେଖୁଥିଲେ ଚିଠି

ଆଜି ହିନ୍ଦୀ ସିନେମାର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ଜନ୍ମଦିନ। ଡିସେମ୍ବର ୨୯, ୧୯୪୨ରେ ଅମୃତସରରେ ଜନ୍ମଗ୍ରହଣ କରିଥିବା ରାଜେଶ ଖାନ୍ନା ‘ଆଖିର୍‌ ଖତ୍‌’ ଫିଲ୍ମରୁ...

ଫିଲ୍ମ ଛାଡି କ୍ରିକେଟ ଖେଳିଲେ ଏହି ଅଭିନେତା

ରାଜକୁମାର ରାଓ ବଲିଉଡ୍‌ର ଏମିତି ଜଣେ ଅଭିନେତା ଯାହାଙ୍କ ନାମ ପସନ୍ଦର କଳାକାରଙ୍କ ତାଲିକାରେ ରହିଛି। ଖୁବ୍‌ କମ୍‌ ସମୟ ମଧ୍ୟରେ ସେ ସମସ୍ତଙ୍କର ପ୍ରିୟ...

Advertisement
Archives

Model This Week