ବେତନ କାଟ କରିବନି ଇଣ୍ଡିଆ ଇଙ୍କ

ମୁମ୍ବାଇ,୨୨-୩: କରୋନା ପ୍ରଭାବରେ ଏବେ ଭାରତୀୟ କମ୍ପାନୀଗୁଡିକ ଅନେକ କ୍ଷତି ସହୁଛନ୍ତି। ଏଭଳି ସ୍ଥିତିରେ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଛଟେଇ କିମ୍ବା ବେତନ ହ୍ରାସ କରିବେନି। ଏନେଇ କିଛି ପ୍ରମୁଖ ବାଣିଜି୍ୟକ ଗ୍ରୁପ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଯୋଗୁ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଭଳି ସ୍ଥିତି ଉପୁଜିଥିବା ବେଳେ ଅନେକ ଲୋକଙ୍କ ନିଯୁକ୍ତି ଉପରେ ନକରାତ୍ମକ ପ୍ରଭାବ ପଡିବ ବୋଲି ଜାତିସଂଘ ପକ୍ଷରୁ ଏକ ରିପୋର୍ଟ ଆସିଛି। ବଜାଜ, ଆଦିତ୍ୟ ବିର୍ଲା ଗ୍ରୁପ, ବେଦାନ୍ତ ଗ୍ରୁପ ସେମାନଙ୍କ କର୍ମଚାରୀ ଛଟେଇ କିମ୍ବା ନିଯୁକ୍ତ ହ୍ରାସ ନ କରିବାକୁ କହିଛନ୍ତି। ସେହିଭଳି ଅସ୍ଥାୟୀ କର୍ମଚାରୀଙ୍କୁ ପୁର୍ଣ୍ଣ ବେତନ ଦିଆଯିବ ବୋଲି ଟାଟା ସନ୍ସ ଅଧ୍ୟକ୍ଷ ଏନ୍‌.ଚନ୍ଦ୍ରଶେକରନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଲକ୍ଷ କୋଟି ଡଲାର କ୍ଷତି ସହିବ ବିଶ୍ୱ

ନୂଆଦିଲ୍ଲୀ,୧୧।୪: କରୋନା ଭୂତାଣୁ ବ୍ୟାପିବା ଯୋଗୁ ଏବେ ସାରା ବିଶ୍ୱର ସ୍ଥିତି ବେହାଲ ହୋଇଯାଇଛି। ଏଥିରେ ଅନେକ ସଂଖ୍ୟାରେ ଲୋକ ମୃତ୍ୟୁବରଣ କରିଥିବା ବେଳେ ଲକ୍ଷ...

ହୋଣ୍ଡାର ସ୍ପେଶାଲ ଏଡିଶନ ଆମେଜ୍‌

ଭୁବନେଶ୍ୱର: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ୍‌) ପକ୍ଷରୁ ସ୍ପେଶାଲ ଏଡିଶନ ଆମେଜ୍‌ ମଡେଲ ବଜାରକୁ ଆସିଛି। ପାର୍ବଣ ଉପଲକ୍ଷେ ଏହି ଫ୍ୟାମିଲ ସେଡାନକୁ କମ୍ପାନୀ...

ଡିସେମ୍ବରରେ ସୁନା ଆମଦାନୀ ହ୍ରାସ

ନୂଆଦିଲ୍ଲୀ,୧୩।୧:ଦୀର୍ଘ ବର୍ଷ ହେବ ଭାରତର ସୁନା ଆମଦାନୀ ଅନ୍ୟ ଆମଦାନୀ ଦେଶ ତୁଳନାରେ ବେଶ୍‌ ଅଧିକ ଓ ରେକର୍ଡ ସ୍ତରରେ ରହୁଥିଲା। ହେଲେ ୨୦୨୨ ଡିସେମ୍ବରରେ...

ଏଚ୍‌ଡିଏଫ୍‌ସି ବ୍ୟାଙ୍କର ସ୍ମାର୍ଟ ଲବି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପରିସରରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ସ୍ମାର୍ଟ ଲବି ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଆଡଭୋକେଟ ଜେନେରାଲ...

ରେନୋ ପକ୍ଷରୁ ଶୀତକାଳୀନ ସର୍ଭିସ କ୍ୟାମ୍ପ ଘୋଷଣା

ଭୁବନେଶ୍ୱର,୨୩-୧୧: ପ୍ରମୁଖ ଯାନ ନିର୍ମାତା କମ୍ପାନୀ ରେନୋ ଇଣ୍ଡିଆ ପକ୍ଷରୁ ଶୀତକାଳୀନ ସର୍ଭିସ କ୍ୟାମ୍ପ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ମାସ ୨୫ରୁ ଡିସେମ୍ବର ୧...

ପୁଣି ଚାଲିବ ଜେଟ୍‌ ଏୟାରଓ୍ବେଜ୍‌

ନୂଆଦିଲ୍ଲୀ,୯।୫: ଦୀର୍ଘ ଦିନ ହେବ ଉଡ଼ାଣ ବନ୍ଦ କରିଥିବା ଅନ୍ତର୍ଜାତୀୟ ଏୟାରଲାଇନ୍‌ ସଂସ୍ଥା ‘ଜେଟ୍‌ ଏୟାର୍‌ଓ୍ବେଜ୍‌’ ପୁଣି ଥରେ ଉଡ଼ାଣ ଭରିବ। କମ୍ପାନୀ ପକ୍ଷରୁ ଏହାର...

କମିଲା ଏଲପିଜି ଗ୍ୟାସ୍‌ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧୧: ନଭେମ୍ବର ମାସ ଆରମ୍ଭର ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି। ଆଜିଠାରୁ ଏଲପିଜ ଗ୍ୟାସ ସିଲିଣ୍ଡର ୧୧୫ ଟଙ୍କା ଶସ୍ତା ହୋଇଛି। ତେବେ ସାରା...

ଷ୍ଟାଇଲ ସ୍ପାରେ ଏଣ୍ଡ ଅଫ୍‌ ସିଜନ ସେଲ୍‌

ଭୁବନେଶ୍ୱର,୧୮-୪: ପ୍ରମୁଖ ଫର୍ନିଚର ନିର୍ମାତା କମ୍ପାନୀ ଷ୍ଟାଇଲ ସ୍ପା ପକ୍ଷରୁ ଏଣ୍ଡ୍‌ ଅଫ୍‌ ସିଜନ ସେଲ୍‌ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫରରେ ଗ୍ରାହକମାନେ...

Advertisement
Archives

Model This Week