Posted inଜାତୀୟ

ବୃଦ୍ଧି ପାଇବ ଭାରତର ପ୍ରତିରକ୍ଷା ଶକ୍ତି: ଆମେରିକା ସହିତ କରାଯିବ ୭.୫ ବିଲିୟନ୍‌ ଡଲାରର ସାମରିକ ଚୁକ୍ତି

ନୂଆଦିଲ୍ଲୀ,୧୭।୧୧: ଭାରତ ଆମେରିକା ସହିତ ୭.୫ ବିଲିୟନ୍‌ ଡଲାରର ସାମରିକ ଚୁକ୍ତି ହେବ। ଚୁକ୍ତି ଅନୁସାରେ ଆମେରିକା ଭାରତକୁ ସି ଗାର୍ଡିୟନ୍‌ ଆର୍ମଡ୍‌ ଡ୍ରୋନ୍‌ ଏବଂ ନାଭାଲ୍‌ ସ୍ପାଏ ପ୍ଲେନ୍‌ ଯୋଗାଇ ଦେବ। ଚଳିତ ବର୍ଷ ଜୁନ୍‌ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଭାରତକୁ ଡ୍ରୋନ୍‌ ବିକ୍ରି କରିବା ଲାଗି ସ୍ବୀକୃତି ପ୍ରଦାନ କରିଥିଲେ। ତେବେ ଚୁକ୍ତି ଆସନ୍ତା ୨୦୨୦ ଫେବୃୟାରୀ-ମାର୍ଚ୍ଚରେ ହେବ ବୋଲି କୁହାଯାଉଛି। ସି ଗାର୍ଡିୟନ୍‌ ଆର୍ମଡ୍‌ ଡ୍ରୋନ୍‌ ପାଇଁ ୪.୫ ବିଲିୟନ୍‌ ଡଲାରର ଚୁକ୍ତି କରାଯିବାର ସମ୍ଭାବନା ରହିଛି। ସେହିପରି ନାଭାଲ୍‌ ସ୍ପାଏ ପ୍ଲେନ୍‌ ନେଇ ପ୍ରାୟ ୩ ବିଲିୟନ୍‌ ଡଲାରର ଚୁକ୍ତି ଦୁଇ ଦେଶ ମଧ୍ୟରେ କରାଯିବାର ଆଶା ରହିଛି। ଏହାଦ୍ୱାରା ଭାରତର ପ୍ରତିରକ୍ଷା ଶକ୍ତି ବହୁଗୁଣା ବୃଦ୍ଧି ପାଇବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ସରକାରଙ୍କୁ ପ୍ରଶଂସା କଲେ ଥରୁର

ନୂଆଦିଲ୍ଲୀ,୮।୮: କରୋନା ସଂକ୍ରମଣର ଏକ ସମ୍ଭାବ୍ୟ ତୃତୀୟ ଲହର ମଧ୍ୟରେ ଦେଶରେ ଦ୍ରୁତ ଟିକାକରଣ କାର୍ଯ୍ୟ ଚାଲିଛି । ଏ ପର୍ଯ୍ୟନ୍ତ ସାରା ଦେଶରେ ୫୦...

ଫେବୃୟାରୀ ୨୮ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ୍ ଅବଧି: ମହାରାଷ୍ଟ୍ର ସରକାର

ମୁମ୍ବାଇ,୨୯ ।୧: ଗୋଟିଏ ପଟେ କରୋନା ମହାମାରୀ ସାରା ଦେଶରେ ଏକ ପ୍ରକାର କମ୍ ହାଇଯାଇଥିବା ବେଳେ ଅନ୍ୟପଟେ କିନ୍ତୁ ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ସ୍ଥିତି ସୁଧୁରି...

ମମତାଙ୍କ ପ୍ରଶ୍ନ: ଭାଜପା ଏମିତି କରିବାକୁ ସାହସ କେମିତି କଲା

କୋଲକାତା,୩୧।୩: ପଶ୍ଚିମବଙ୍ଗରେ ରାମ ନବମୀ ଅବସରରେ ବିଭିନ୍ନ ସ୍ଥାନରେ ପଥର ଫିଙ୍ଗିବା ଏବଂ ଅଗ୍ନିକାଣ୍ଡ ଭଳି ଘଟଣା ଘଟିଛି। ପଶ୍ଚିମବଙ୍ଗର ହାଓ୍ବଡାରେ ହୋଇଥିବା ହିଂସାକୁ ନେଇ...

ପୁଣି ଫେରିବ କରୋନା କଟକଣା, ମୁଖ୍ୟମନ୍ତ୍ରୀ-ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ସୂଚନା…

ମୁମ୍ବାଇ, ୧।୫ : ମହାରାଷ୍ଟ୍ରରେ ପୁଣି କରୋନା କଟକଣା ଫେରିବାକୁ ଯାଉଛି। ଏଠାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇପାରେ। କରୋନା ସଂକ୍ରମଣ ବୃଦ୍ଦି ପାଉଥିବାରୁ ପୁଣି...

ହ୍ୟୁଣ୍ଡାଇ,ମାରୁତି କର୍ମଚାରୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ,୨୫।୫: କରୋନା ମହାମାରୀରୁ ଦେଶବାସୀଙ୍କୁ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ସାରା ଦେଶରେ ଲକ୍‌ଡାଉନ-୪ ଲାଗୁ କରାଯାଇଛି। ଏହି ଲକ୍‌ଡାଉନ ଅବଧି ମଧ୍ୟରେ ସରକାର ବହୁ...

କରୋନା ଗ୍ରାଫ୍‌ ଉପରମୁହାଁ: ଏହି ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଶିମଲା,୩୦।୭: ହିମାଚଳ ପ୍ରଦେଶରେ କରୋନା ଭାଇରସ୍‌ ସଂକ୍ରମଣ ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୩ଦିନ ଧରି ରାଜ୍ୟରେ ଲଗାତର ଭାବେ...

ବାର୍ବରାଙ୍କ ସ୍ବାସ୍ଥ୍ୟ ରିପୋର୍ଟ ୨ ସପ୍ତାହ ମଧ୍ୟରେ ଦିଅ

ମୁମ୍ବାଇ,୧୮।୭: ୨୦୧୮ ଏଲ୍‌ଗାର ପରିଷଦ ମାମଲାର ଅଭିଯୁକ୍ତ ତଥା ସାମାଜିକ କର୍ମୀ ବାର୍ବରା ରାଓ(୮୧)ଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଦୁଇପପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଜାତୀୟ ମାନବିକ...

ସେନାଧ୍ୟକ୍ଷଙ୍କୁ ଚିଦାମ୍ବରମଙ୍କ ପରାମର୍ଶ: ନିଜ କାମରେ ସୀମିତ ରୁହ

ଥିରୁଭାନନ୍ତପୁରମ୍‌,୨୯ା୧୨: ସେନାଧ୍ୟକ୍ଷ ଜେନେରାଲ ବିପିନ୍‌ ରାଓ୍ବତ୍‌ ନିଜ କାମ ଭିତରେ ସୀମିତ ରୁହନ୍ତୁ, ରାଜନେତାଙ୍କୁ ଶିକ୍ଷାଦେବା ବନ୍ଦକରନ୍ତୁ ବୋଲି କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ୍‌...

Advertisement
Archives

Model This Week