ବୁଡିଲା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଡଙ୍ଗା: ୧୪ ମୃତ

ଢ଼ାକା,୧୧।୨: ଦକ୍ଷିଣ ବାଲାଂଦେଶ ନିକଟରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇକି ଯାଉଥିବା ଏକ ଡଙ୍ଗା ମଙ୍ଗଳବାର ସକାଳେ ବୁଡ଼ି ଯାଇଛି। ଏହି ଦୁର୍ଘଟଣାରେ ୭୦ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୧୪ଜଣଙ୍କ ମୃତ୍ୟୁ ହୋଇଛି। ଆଉ କେତେକ ବ୍ୟକ୍ତି ଏବେ ବି ନିଖୋଜ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ୨୦୧୭ରେ ମ୍ୟାନମାର ସେନାଙ୍କ କାର୍ଯ୍ୟାନୁଷ୍ଠାନ ଭୟରେ ପଳାଇ ଆସିଥିବା ୭ଲକ୍ଷରୁ ଊର୍ଦ୍ଧ୍ୱ ରୋହିଙ୍ଗ୍ୟା ଲୋକ ବାଲାଂଦେଶର କୋକ୍ସ ବଜାରରେ ଥିବା ଏକ ଶିବିରରେ ଶରଣ ନେଇଥିଲେ। ସେଠାରେ ରହୁଥିବା ପ୍ରାୟ ୧୩୦ଜଣ ଶରଣାର୍ଥୀ ବାଲାଂଦେଶ ଉପକୂଳରୁ ମାଲେସିଆ ଅଭିମୂଖେ ଯାଉଥିବା ନୌକାରେ ଯାତ୍ରା କରୁଥିଲେ। ତେବେ ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବାରୁ ଏହି ଦୁର୍ଘଟଣା ଘଟିଥିବା ତଟରକ୍ଷୀ ଅଧିକାରୀ ସୂଚନା ଦେଇଛନ୍ତି। ଅପରପକ୍ଷେ ଘଟଣାସ୍ଥଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧରେ ୧୨ ଗଣମାଧ୍ୟମ ପ୍ରତିନିଧିଙ୍କ ଜୀବନ ଗଲାଣି…

ଓ୍ବାଶିଂଟନ/କ୍ୱିଭ୍‌/ମସ୍କୋ, ୨୭।୩ : ୟୁକ୍ରେନ ବିରୋଧରେ ରୁଷିଆର ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ୧୨ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ ଘଟିଛି ଏବଂ ୧୦ ଜଣ...

ପୁଟିନ-ମୋଦିଙ୍କ ସମ୍ପର୍କ ଉପରେ କିଛି ଦେଶର ନଜର

ସମରକନ୍ଦ,୧୬ା୯: କରୋନା ମହାମାରୀର ଦୁଇ ବର୍ଷ ପରେ ଉଜବେକିସ୍ତାନର ସମରକନ୍ଦରେ ଗୁରୁବାର ସାଂଘାଇ ସହଯୋଗ ସଂଗଠନର (ଏସ୍‌ସିଓ)ର ୨୨ତମ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ଏଥି...

ଇମ୍ରାନଙ୍କ ସମର୍ଥକ-ପୋଲିସ ମୁହାଁମୁହିଁ

ଇସଲାମାବାଦ,୨୫ା୫: ନିଷେଧାଦେଶର ଗୋଟିଏ ଦିନ ପରେ ପାକିସ୍ତାନର ଶାହାବାଜ ଶରିଫ୍‌ ସରକାର ବିରୋଧୀ ଦଳ ପିଟିଆଇ ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ପଦଯାତ୍ରାକୁ ରୋକିବା ପାଇଁ ଉଦ୍ୟମ...

ବଗ୍‌ରାମ ଛାଡ଼ିଲେ ଆମେରିକା ସୈନ୍ୟ

କାବୁଲ,୩ା୭: ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରୁ କିଛି ସମୟ ଧରି ଆମେରକୀୟ ସେନା ପର୍ଯ୍ୟାୟକ୍ରମେ ସ୍ବଦେଶକୁ ଫେରିବାରେ ଲାଗିଛନ୍ତି। ଏହି କ୍ରମରେ ବଗ୍‌ରାମ ବାୟୁସେନା ଘାଟିରୁ ଆମେରିକା...

ଶ୍ରୀଲଙ୍କା ଦେବାଳିଆ

କଲମ୍ବୋ, ୧୩ା୪: ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଙ୍କଟ ଦିନକୁ ଦିନ ଅଧିକ ଗମ୍ଭୀର ହେବାରେ ଲାଗିଛି। ବିଦେଶ ଓ ବିଭିନ୍ନ ସୂତ୍ରରୁ ଆଣିଥିବା ୫୧...

କୋଲେଷ୍ଟରଲ୍‌ସ୍ତର କମାଏ ଏହି ଜୁସ୍‌…

ଗହମ ଗଛରୁ ପ୍ରସ୍ତୁତ ଜୁସ୍‌ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ କ୍ଲୋରୋଫିଲ୍‌ ରହିଥାଏ। ରକ୍ତହୀନତା ରୋଗୀ ଏହାକୁ ନିୟମିତ ପାନ...

ସର୍ବଦଳୀୟ ବୈଠକ ଡକାଇଲେ ଶ୍ରୀଲଙ୍କା ବାଚସ୍ପତି

କଲମ୍ବୋ,୨୬।୪: ଶ୍ରୀଲଙ୍କାରେ ରାଜନୈତିକ ଓ ଅର୍ଥନେତିକ ସଙ୍କଟ ଜାରି ରହିଛି। ଇତିମଧ୍ୟରେ ଶ୍ରୀଲଙ୍କା ସଂସଦର ବାଚସ୍ପତି ମହିନ୍ଦା ୟାପା ଅବୟଓ୍ବୋର୍ଡେନା ଗୁରୁବାର ଏକ ସର୍ବଦଳୀୟ ବୈଠକ...

ଲିଙ୍ଗଗତ ତାରତମ୍ୟ ତାଲିକା: ୧୧୨ ସ୍ଥାନରେ ଭାରତ; ପ୍ରଥମ ସ୍ଥାନରେ ଆଇସ୍‌ଲାଣ୍ଡ

ଜେନେଭା/ନୂଆଦିଲ୍ଲୀ,୧୭।୧୨: ଲିଙ୍ଗଗତ ତାରତମ୍ୟ ତାଲିକାରେ ଭାରତ ଚଳିତ ବର୍ଷ ୧୧୨ ସ୍ଥାନ ହାସଲ କରିଛି। ଗତ ବର୍ଷ ତୁଳନାରେ ଏହା ୪ ସ୍ଥାନ ତଳକୁ ଖସି...

Advertisement
Archives

Model This Week