ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତା ସୂଚକାଙ୍କରେ ଭାରତର ସ୍ଥାନ ୪୩

ନୂଆଦିଲ୍ଲୀ,୧୭।୬: ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାଜେନମେଣ୍ଟ ଡେଭଲପମେଣ୍ଟ ପକ୍ଷରୁ ପ୍ରକାଶ ପାଇଥିବା ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତା ସୂଚକାଙ୍କରେ ଭାରତର ସ୍ଥାନ ୪୩ ରହିଛି। ଭିତ୍ତିଭୂମିରେ ଦୁର୍ବଳତା ଏବଂ ଶିକ୍ଷା କ୍ଷେତ୍ରରେ ନିବେଶ କମ୍‌ ରହିବା ଯୋଗୁ ର଼୍ୟାଙ୍କିଙ୍ଗରେ ଭାରତ ପଛୁଆ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ମୋଟ ୬୩ ଦେଶକୁ ନେଇ ହୋଇଥିବା ର଼୍ୟାଙ୍କରେ ସିଙ୍ଗାପୁର ପ୍ରଥମ ସ୍ଥାନ ବଜାୟ ରଖିଥିବା ବେଳେ ଭାରତ ବହୁ ପଛୁଆ ରହିଛି। ସେହିଭଳି ଦ୍ୱିତୀୟରେ ଡେନ୍‌ମାର୍କ, ତୃତୀୟରେ ସୁଇଜରଲାଣ୍ଡ, ୪ର୍ଥରେ ନେଦରଲ୍ୟାଣ୍ଡସ ଏବଂ ପଞ୍ଚମ ସ୍ଥାନରେ ହଂକଂ ରହିଛି। ବ୍ରିକ୍ସ ଦେଶଗୁଡିକ ମଧ୍ୟରେ ଆମେରିକା ୧୦ ଏବଂ ଚାଇନା ୨୦ ତମ ସ୍ଥାନକୁ ଖସିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲ୍ୟୁ ହାଇଡ୍ରୋଜେନ୍‌ ନିର୍ମାତା ହେବାକୁ ଆର୍‌ଆଇଏଲ୍‌ର ଚେଷ୍ଟା

ନୂଆଦିଲ୍ଲୀ,୧୩।୨: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସର୍ବଭାରତୀୟ ସ୍ତରରେ ନୀଳ ହାଇଡ୍ରୋଜେନ୍‌ର ସର୍ବବୃହତ୍‌ ଉତ୍ପାଦକ ହେବାକୁ ଲକ୍ଷ୍ୟ...

ଗାଡ଼ି ବିକ୍ରିରେ ଅଭିବୃଦ୍ଧି

ନୂଆଦିଲ୍ଲୀ,୭।୪: କୋଭିଡ୍‌ ପରିବର୍ତ୍ତୀ ସମୟରେ ଦେଶର ଗାଡି ବିକ୍ରି କ୍ରମାଗତ ଭାବେ ବୃଦ୍ଧି ଘଟିଛି। ବିଶେଷ କରି ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ୨,୨୧,୫୦,୨୨୨ ୟୁନିଟ...

୨୮୫୮ କୋଟିର ଋଣ କରିବ ଓଡ଼ିଶା

ନୂଆଦିଲ୍ଲୀ: କରୋନା ପରେ ରାଜସ୍ବ ସଂଗ୍ରହ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ର ପକ୍ଷରୁ ମିଳୁଥିବା ଜିଏସ୍‌ଟି କ୍ଷତିପୂରଣ ପାଣ୍ଠି ମଧ୍ୟ ପ୍ରଭାବିତ ସ୍ଥିତିରେ ରହିଛି। ଏହାକୁ ବିଚାର...

ଆୟୁର୍ବେଦ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିଛି

ଉତ୍ତମ ଜୀବନଚର୍ଯ୍ୟା ଓ ଖାଦ୍ୟାଭାସ ସହ କେତେକ ସ୍ବାସ୍ଥ୍ୟ ଅନୁକୂଳ ପରାମର୍ଶ ବର୍ତ୍ତମାନ ସମୟରେ ଜୀବନଯାପନ ପାଇଁ ବିଶେଷ ସହାୟକ ହୋଇଥାଏ। ଏପରିକି ବୈଦିକ ଯୁଗରୁ...

ପବ୍ଲିକ ହେଲ୍‌ଥରେ ଅଧିକ ନିବେଶ ହେବ

ନୂଆଦିଲ୍ଲୀ,୧୮।୫: ପବ୍ଲିକ୍‌ ହେଲ୍‌ଥ ସିଷ୍ଟମରେ ସରକାର ଅଧିକ ପୁଞ୍ଜି ଖର୍ଚ୍ଚ କରିବାକୁ ଯୋଜନା ରଖିଛନ୍ତି। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଥିବା ସ୍ବାସ୍ଥ୍ୟସେବା ଯୋଗାଣ କରୁଥିବା ଅନୁଷ୍ଠାନଗୁଡିକରେ...

ଜିଏସ୍‌ଟି ସଂଗ୍ରହ ୯୧,୯୧୬ କୋଟି ଟଙ୍କାକୁ ହ୍ରାସ

ନୂଆଦିଲ୍ଲୀ,୨-୧୦: ସେପ୍ଟେମ୍ବରରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ ପରିମାଣ ୯୧,୯୧୬ କୋଟି ଟଙ୍କାକୁ ହ୍ରାସ ଘଟିଛି। ଜିଏସ୍‌ଟି ସଂଗ୍ରହ ୧୯ ମାସର ସର୍ବନିମ୍ନ ସ୍ତରକୁ...

ଏହି ପ୍ଲାନରେ ୫୦ ଜିବି ବୋନସ୍‌ ଡାଟା ଦେଉଛି ଭୋଡାଫୋନ୍‌-ଆଇଡିଆ, ତା’ ସହ ରହିଛି…

ନୂଆଦିଲ୍ଲୀ,୨୯।୧: ଟେଲିକମ୍‌ କମ୍ପାନୀ ଭୋଡାଫୋନ୍‌ ଆଇଡିଆ(ଭିଆଇ) ଏହାର ୨୫୯୫ ଟଙ୍କା ପ୍ରିପେଡ ପ୍ଲାନରେ ଉପଭୋକ୍ତମାନଙ୍କୁ ବୋନସ୍‌ ଡାଟା ଦେଉଛି। କିନ୍ତୁ ଏହା କେବଳ କମ୍ପାନୀର ମୋବାଇଲ୍‌...

୨୬୪ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ: ଗତ ୧୦ ସେସନ ହେବ ଭଲ କାରବାର ହାସଲ କରିବା ପରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବୁଧବାର ୨୬୪ ପଏଣ୍ଟ ଖସିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ,...

Advertisement
Archives

Model This Week