ବିଶ୍ୱ ଅର୍ଥନୀତି ଅସ୍ଥିରତା ଆଡ଼କୁ ଗତି କରୁଛି: ଶକ୍ତିକାନ୍ତ

ନୂଆଦିଲ୍ଲୀ,୨୮-୭: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ବିଶ୍ୱ ଅର୍ଥନୀତିକୁ ନେଇ ନିଜର ମତପୋଷଣ କରିଛନ୍ତି। ଭି.ଶ୍ରୀନିବାସଙ୍କ ଦ୍ୱାରା ଲିଖିତ ‘ଇଣ୍ଡିଆଜ ରିଲେଶନ୍ସ ଓ୍ବିଥ୍‌ ଇଣ୍ଟରନ୍ୟାଶନାଲ ମନିଟାରୀ ଫଣ୍ଡ’ ଶୀର୍ଷକ ଏକ ପୁସ୍ତକର ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ବିଶ୍ୱ ଅର୍ଥନୀତି ଏକ ନୂଆ ତଥା ଅନିଶ୍ଚିତତା ଆଡକୁ ଠେଲି ହୋଇଯାଉଛି। ଏହି କାରଣରୁ ସମସ୍ୟାର ସମାଧାନ ହେବା କଠିନ ହୋଇଯିବ। ସେ କହିଛନ୍ତି ଯେ, ମୁକାବିଲା ମନୋଭାବ ବୃଦ୍ଧି ପାଇବା ଯୋଗୁ ଏବଂ ସୀମିତ ନୀତି ନିର୍ଦ୍ଧାରଣ ଭିତରେ ବିଶ୍ୱ ଏବେ ଉତ୍ତେଜନାପୂର୍ଣ୍ଣ ସମାଧାନ ନେଇ ଅନିଶ୍ଚିତତା ମଧ୍ୟକୁ ଗତି କରୁଛି। ବିକଶିତ ରାଷ୍ଟ୍ରଙ୍କ ମୋଟ ଋଣ ଜିଡିପିର ୧୦୦ ପ୍ରତିଶତ ଟପିଯାଇଛି। ବହୁ ବିକଶିତ ତଥା ବିକାଶଶୀଳ ଦେଶର ଅର୍ଥନୀତି ସଙ୍କୁଚିତ ହେବାରେ ଲାଗିଛି ବୋଲି ଗଭର୍ନର ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ବିଆଇ ପକ୍ଷରୁ ୨କୋଟିର ସହାୟତା

ନୂଆଦିଲ୍ଲୀ,୧୮।୧୦: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ସଶସ୍ତ୍ର ବଳ ଯୁଦ୍ଧ ଆହତ କଲ୍ୟାଣ ପାଣ୍ଠି (ଏଏଫ୍‌ବିସିଡବ୍ଲ୍ୟୁଏଫ୍‌)କୁ ୨ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି।...

ଉତ୍କଳ କନିକା ଗ୍ୟାଲେରିଆର ଶୁଭାରମ୍ଭ

ଭୁବନେଶ୍ୱର,୨୦-୧୨: ଉତ୍କଳ ବିଲଡର୍ସ ପକ୍ଷରୁ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ସ୍ଥାନୀୟ କଳ୍ପନା ଛକରେ ଏହି ମଲ୍‌ ୨.୫ ଲକ୍ଷ...

ନିବେଶକଙ୍କୁ ୬.୮୨ ଲକ୍ଷ କୋଟି ଫାଇଦା

ମୁମ୍ବାଇ,୨୧-୯: ସରକାରଙ୍କ ଦ୍ୱାରା କର୍ପୋରେଟ ଟିକସ ହ୍ରାସ ଓ ନିବେଶକଙ୍କ ସମ୍ପର୍କିତ ଘୋଷଣା ଦ୍ୱାରା ଶୁକ୍ରବାର ଶେୟାର ବଜାରରେ ରେକର୍ଡ ବୃଦ୍ଧି ଦେଖାଯାଇଛି। ବମ୍ବେ ଷ୍ଟକ୍‌...

ଇ-ଯାନ ନିର୍ମାଣକୁ ଟାଟାର ଗୁରୁତ୍ୱ

ନୂଆଦିଲ୍ଲୀ:  ଟାଟା ଗ୍ରୁପ ଭାରତରେ ଇ-ଯାନ (ବିଦ୍ୟୁତ) ଯାନବାହନ ନିର୍ମାଣ କରିବା ସପକ୍ଷରେ ରହିଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚା ହେଉଛି। ବିଦ୍ୟୁତ ଯାନ...

ମେଳା ମିଳନର ମହାପର୍ବ

ଭୁବନେଶ୍ୱର,୨୬।୨: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସ୍ଥାନୀୟ ଜନତା ମଇଦାନଠାରେ କ୍ରେଡାଇ ଭୁବନେଶ୍ୱର ପକ୍ଷରୁ ୧୮ ତମ ହୋମ୍‌ ଆଣ୍ଡ ଡେକୋର-୨୦୨୩ ରିୟଲ ଇଷ୍ଟେଟ ପ୍ରଦର୍ଶନୀର...

ଖିମ୍‌ଜୀ ଜୁଏଲର୍ସର ସ୍ବତନ୍ତ୍ର ‘ବ୍ରାଇଡାଲ ବ୍ଲେସିଂସ୍‌’ ଅଫର

ଭୁବନେଶ୍ୱର,୨୬।୧: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ସ୍ବତନ୍ତ୍ର ଭାବେ ପରିକଳ୍ପିତ ‘ବ୍ରାଇଡାଲ ବ୍ଲେସିଂସ୍‌’ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ...

ପୁଣି ଖସିଲା ମାନୁଫାକ୍‌ଚରିଂ ପିଏମ୍‌ଆଇ

ନୂଆଦିଲ୍ଲୀ: ଦେଶର ମାନୁଫାକ୍‌ଚରିଂ କ୍ଷେତ୍ର ପ୍ରଭାବିତ ସ୍ଥିତିରେ ରହିଛି। ଏହା ନଭେମ୍ବରରେ ୩ ମାସର ସର୍ବନିମ୍ନ ସ୍ତରକୁ ଖସିଯାଇଛି। ଫ୍ୟାକ୍ଟ୍ରି ଅର୍ଡର, ରପ୍ତାନି ଏବଂ କ୍ରେତାଙ୍କ...

୧୭.୮୪% ଖସିଲା ରପ୍ତାନି

ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲରୁ ନଭେମ୍ବର ମାସ ମଧ୍ୟରେ ଦେଶ ମଧ୍ୟରୁ ରପ୍ତାନି ୧୭.୮୪% ଖସିଛି। ସେହିଭଳି ସମାନ ଅବଧିରେ ଆମଦାନୀ ୩୩.୫୬% କମିଥିବା...

Advertisement
Archives

Model This Week