Posted inଫୁରସତ

ବିଶ୍ୱର ସବୁଠୁ ଉଚ୍ଚ ସୁଇମିଂ ପୁଲ୍‌ : ୧୧୫ ଫୁଟ ଉପରେ ଝୁଲି ରହିଛି

ସାଧାରଣତଃ ସୁଇମିଂ ପୁଲ୍‌ ତଳେ ନିର୍ମାଣ କରାଯାଇଥାଏ। କିନ୍ତୁ ବ୍ରିଟେନ୍‌ରେ ଏମିତି ଏକ ସୁଇମିଂ ପୁଲ୍‌ ରହିଛି, ଯାହାର ନିର୍ମାଣ ଶୈଳୀ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଦକ୍ଷିଣ ବ୍ରିଟେନ୍‌ର ଦୁଇ ଆପାର୍ଟମେଣ୍ଟ ମଝିରେ ଝୁଲିଲା ପରି ରହିଛି ଏହି ପୁଲ୍‌। ଦୁଇ କୋଠା ମଧ୍ୟରେ ୧୧୫ ଫୁଟ ଉଚ୍ଚରେ ଏହା ନିର୍ମାଣ କରାଯାଇଛି।

ଯାହା ଦେଖିବାକୁ ଖୁବ୍‌ ଆକର୍ଷଣୀୟ। ଏହାର ଗଭୀର ୩ ମିଟର ଏବଂ ଲମ୍ବ ୨୫ ମିଟର। ତଳେ ଠିଆ ହୋଇ ପୁଲ୍‌କୁ ଚାହିଁଲେ ସନ୍ତରଣକାରୀଙ୍କୁ ବେଶ୍‌ ଭଲ ଭାବେ ଦେଖି ହେବ। ପୁଲ୍‌ର ଉପଯୋଗକର୍ତ୍ତା ଦୁଇ କୋଠା ମଝିରେ ପହଁରିବା ପାଇଁ ଅନୁମତି ମଧ୍ୟ ଦେଇ ସାରିଛନ୍ତି। କାରଣ ଡବଲ ପର୍ସ ଅନୁସାରେ ଏହାର ନିର୍ମାଣ କରାଯାଇଛି।

ବର୍ତ୍ତମାନ କଲରାଡୋରେ ଏହାର ଶେଷ ପରୀକ୍ଷା ଚାଲୁରହିଥିବାବେଳେ ଏହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିଯାଇଛି। ଆଗାମୀ ଗ୍ରୀଷ୍ମ ଋତୁରେ ଏହା ଖୋଲିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ ଡଷ୍ଟବିନ୍‌ରେ ଫିଙ୍ଗିଦେଲେ ଲକ୍ଷାଧିକ ଟଙ୍କାର ସୁନା ଚେନ୍‌, ଅଳିଆ ଗାଡ଼ି ପଛେ ପଛେ ଦୌଡ଼ିଲେ ସ୍ବାମୀ; ଆଉ ତା’ ପରେ…

ମାଲେସିଆରେ ରହୁଥିବା ଜଣେ ମହିଳା ଫେସ୍‌ବୁକରେ ତାଙ୍କ ସହ ଘଟିଥିବା ଏକ କାହାଣୀ ଶେୟାର କରିଛନ୍ତି। ମହିଳା ଜଣକ ହଠାତ୍‌ ତାଙ୍କ ସୁନା ଚେନ୍‌ଟିକୁ ଅଳିଆଗଦାରେ...

ଚାହିଁଲେ ପୂରା ଟ୍ରେନ୍‌ କରିପାରିବେ ବୁକ୍‌, ଦେବାକୁ ପଡ଼ିବ ଏତିକି ଟଙ୍କା

ଭାରତୀୟ ରେଳ ସେବା ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚିଛି। ଯେଉଁ ସ୍ଥାନରେ ପକ୍କା ସଡ଼କ ନାହିଁ ସେଠାରେ ଭାରତୀୟ ରେଳ ସେବା ପହଞ୍ଚି ପାରିଛି।...

ବଡ଼ ତ୍ରିରଙ୍ଗା

ତ୍ରିରଙ୍ଗା ଆମ ଗର୍ବ ଆଉ ଗୌରବର ପ୍ରତୀକ। ଫର୍‌ ଫର ହୋଇ ଉଡୁଥିବା ତ୍ରିରଙ୍ଗାକୁ ଦେଖିଦେଲେ ମନରେ ସାହସ ଓ ଦମ୍ଭ ଭରିଯାଏ । ତେବେ...

ମାର୍ଚ୍ଚରେ ଜନ୍ମିତ ବ୍ୟକ୍ତିଙ୍କଠାରେ ଥାଏ ଏହି ସବୁ ଲକ୍ଷଣ

ମାର୍ଚ୍ଚ ମାସରେ ଜନ୍ମ ନେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଅନେକ ବିଶେଷ ଗୁଣ ରହିଥାଏ, ଯେଉଁ ଗୁଣ ସେମାନଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ। ତେବେ ଏହି...

ଏଲିଅନ୍‌ ଆତଙ୍କ: ଆମେରିକା ନୌବାହିନୀ ଯୁଦ୍ଧପୋତ ଉପରେ ଉଡ଼ିବୁଲିଲା ୧୪ ୟୁଏଫ୍‌ଓ…

ଓ୍ବାଶିଂଟନ,୩୦।୫: ଏଲିଅନ୍‌ଙ୍କୁ ନେଇ ଆମେରିକାର ଡେଲି ମେଲ୍‌ ଡଟ୍‌ କମ୍‌ରେ ଫିଲ୍ମ ମେକର ଜେରେମି କୋରଓ୍ବେଲଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ୪୬ ସେକେଣ୍ଡର ଏକ ଭିଡ଼ିଓ...

ସାପଙ୍କ ବନ୍ଧୁ ସ୍ନେହାଶ୍ରୀ

ପେସାରେ ଜଣେ ଶିକ୍ଷୟିତ୍ରୀ। ହେଲେ ନିଶା ତାଙ୍କର ସାପ ଧରିବା। କେବଳ ସାପ କାହିଁକି ବିଭିନ୍ନ ପଶୁପକ୍ଷୀ ଏବଂ ଜୀବଜନ୍ତ୍‌ୁଙ୍କ ସୁରକ୍ଷା ପାଇଁ ମଧ୍ୟ ସେ...

ସିଡ୍‌ନୀ ସମୁଦ୍ରକୂଳରେ ବିଚିତ୍ର ଜୀବ

କାନବେରା: ଅଷ୍ଟ୍ରେଲିଆ ସିଡ୍‌ନୀର ବୋନ୍ଦି ସମୁଦ୍ର କୂଳ ବେଳାଭୂମିରେ ଏକ ବିଚିତ୍ର ଜୀବ ଦେଖିବାକୁ ମିଳିଛି। ଅଧ ମିଟର ଲମ୍ବର ଏହି ପ୍ରାଣୀର ମଣିଷଙ୍କ ଭଳି...

ଚଳନ୍ତା ଟ୍ରେନ୍‌ରେ ବିପଜ୍ଜନକ ଷ୍ଟଣ୍ଟ୍‌ କଲେ ଯୁବକ, ଆଉ ତା’ ପରେ…

ଖୁବ୍‌ ତୀବ୍ର ବେଗରେ ଯାଉଥିବା ଟ୍ରେନ୍‌ରେ ଜଣେ ଯୁବକ ବିପଜ୍ଜନକ ଷ୍ଟଣ୍ଟ୍‌ କରିବା ସମସ୍ତଙ୍କୁ ଚକିତ କରିଛି। ଭିଡିଓଟି ଏବେ ଭାଇରାଲ ହେଉଛି। ଏଥିରେ ଦେଖିବାକୁ...

Advertisement
Archives

Model This Week