Posted inଖେଳ

ବିରାଟ କୋହଲି ସମେତ ୨୦ ଖେଳାଳିଙ୍କୁ ଭାଇ କଲେ ଏହି ଯୁବତୀ

ବେଙ୍ଗାଲୁରୁ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୩ତମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଦଳ ପ୍ରଥମଥର ପାଇଁ ଜଣେ ଯୁବତୀଙ୍କୁ ସର୍ପୋଟିଂ ଷ୍ଟାଫ୍‌ ଭାବେ ନିଯୁକ୍ତି ଦେଇଛି। ସେ ହେଉଛନ୍ତି ନବନୀତା ଗୌତମ। ମସାଜ ଥେରାପିଷ୍ଟ ଭାବେ ସେ କାର୍ଯ୍ୟ କରିବେ। ମୁଖ୍ୟ ଫିଜିଓଥେରାପିଷ୍ଟ ଇଭାନ ସ୍ପିଚଲୀ ଏବଂ ଫିଟନେସ୍‌ କୋଚ ଶଙ୍କର ବାସୁଙ୍କ ସହ କାମ କରିବେ ନବନୀତା। ଏ ସମ୍ପର୍କରେ ସେ କହିଛନ୍ତି,ଏବେ ମୋତେ ୨୦ ଜଣ ଭାଇଙ୍କ ଭିତରେ ରହିବାକୁ ପଡ଼ିବ। ଯଦି ଖେଳାଳି ଏବଂ ଷ୍ଟାଫ୍‌ ମୋ କାମ ଉପରେ ଭରସା ରଖିବେ ତେବେ କୌଣସି ଅସୁବିଧା ହେବ ନାହିଁ। ଆରସିବି ଭଳି ଅନ୍ୟ ଆଇପିଏଲ ଟିମ୍‌ ମଧ୍ୟ ସହାୟକ ପଦବୀରେ ମହିଳାଙ୍କୁ ନିଯୁକ୍ତି ଦେବେ ବୋଲି ଆଶା କରୁଛି। ଏହା ପୂର୍ବରୁ ନବନୀତା ଗ୍ଲୋବାଲ ଟି-୨୦ ଲିଗ୍‌ରେ କାମ କରିସାରିଛନ୍ତି। ସୂଚନାଯୋଗ୍ୟ ବିରାଟ କୋହଲି ଆରସିବିର ଅଧିନାୟକ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭିଟୋରିଙ୍କ ଚୁକ୍ତିରେ ପରିବର୍ତ୍ତନ କରିବ ବିସିବି

ଢାକା,୧୯।୨- ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ସ୍ପିନ ବୋଲିଂ ପରାମର୍ଶଦାତା ଡାନିଏଲ ଭିଟୋରିଙ୍କ ସହ ଥିବା ଚୁକ୍ତିରେ ପରିବର୍ତ୍ତନ କରିବାକୁ ଯୋଜନା କରୁଛି। ବାଂଲାଦେଶ ସ୍ପିନରଙ୍କୁ...

ସୁଯୋଗ ହାତଛଡ଼ା କଲା ଓଡ଼ିଶା

ଫାଟୋର୍ଡା, ୨୫ା୧: ଆରମ୍ଭରୁ ଅଗ୍ରଣୀ ସତ୍ତ୍ୱେ ଓଡ଼ିଶା ଏଫ୍‌ସି ସୁଯୋଗ ହାତଛଡ଼ା କରି ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ରବିବାର ଖେଳାଯାଇଥିବା ବେଙ୍ଗାଲୁରୁ ଏଫ୍‌ସି ବିପକ୍ଷ...

ପୂର୍ବତନ ଇଂଲଣ୍ଡ ଡିଫେଣ୍ଡର ସାନ୍‌ସୋମ ହସ୍ପିଟାଲରେ ଭର୍ତ୍ତି

ଲଣ୍ଡନ,୧୬।୫(ଏଏଫ୍‌ପି): ଇଂଲଣ୍ଡର ପୂର୍ବତନ ଫୁଟବଲର କେନି ସାନସୋମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୧୯୮୬ରେ ‘ହ୍ୟାଣ୍ଡ ଅଫ୍‌ ଓ୍ବାଲର୍‌ଡ କପ୍‌ କ୍ୱାର୍ଟର ଫାଇନାଲ’ ଖେଳିଥିବା ଏହି ପୂର୍ବତନ...

ଇଣ୍ଡିଆ ଓପନ୍‌ ଆୟୋଜନ କରିବାକୁ ବିଏଆଇ ପ୍ରସ୍ତୁତ

ନୂଆଦିଲ୍ଲୀ,୨୮।୪ (ପି.ଟି.): ଆସନ୍ତା ଡିସେମ୍ବର- ଜାନୁୟାରୀରେ ୪ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଟୁର୍ନାମେଣ୍ଟ ଇଣ୍ଡିଆ ଓପନ ଆୟୋଜନ କରିବାକୁ ପ୍ରସ୍ତୁତ ବୋଲି...

ଆଇପିଏଲ୍‌ରେ ଏହି ବିରଳ ସଫଳତା ପାଇବାରେ ରାବାଡା ପ୍ରଥମ ବୋଲର

ଦୁବାଇ, ୩୦।୯: ଆଇପିଏଲ୍‌-୧୩ତମ ସିଜନର ଏକାଦଶ ମ୍ୟାଚ୍‌ରେ ମଙ୍ଗଳବାର ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୧୫ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଦିଲ୍ଲୀ ପରାସ୍ତ...

ସ୍ପିନ୍‌ ବିପକ୍ଷରେ ଚାପେଲଙ୍କ ସର୍ବକାଳୀନ ଶ୍ରେଷ୍ଠ ଇନିଂସ ତାଲିକାରେ ଲକ୍ଷ୍ମଣଙ୍କ ୨୮୧

ମେଲବୋର୍ନ,୨୯।୩(ପି.ଟି.)- ବିଶ୍ୱସ୍ତରୀୟ ସ୍ପିନ୍‌ ବୋଲିଂ ବିପକ୍ଷରେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଇଆନ ଚାପେଲ ତାଙ୍କ ଦୁଇଟି ସର୍ବକାଳୀନ ଶ୍ରେଷ୍ଠ ତଥା ଫେଭରାଇଟ୍‌ ଇନିଂସ ସମ୍ପର୍କରେ ଉଲ୍ଲେଖ...

ବିପର୍ଯ୍ୟୟ ଘଟାଇ ପ୍ରଥମ କ୍ୱାର୍ଟରରେ ୟୁକ୍ରେନ

ଗ୍ଲାସଗୋ,୧।୭: ସବୁଠାରୁ ଖରାପ ପ୍ରଦର୍ଶନ କରିଥିଲେ ମଧ୍ୟ ୟୁକ୍ରେନ ଭାଗ୍ୟ ବଳରେ ୟୁରୋକପ୍‌ ରାଉଣ୍ଡ ଅଫ୍‌ ୧୬ରେ ପ୍ରବେଶ କରିଥିଲା। ଲିଗ୍‌ ପର୍ଯ୍ୟାୟରେ ଗୋଟିଏ ହେଲେ...

ଇଂଲଣ୍ଡର ଲଢ଼ୁଆ ବିଜୟ

ମାଞ୍ଚେଷ୍ଟର,୯।୮(ପି.ଟି.): ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ଭ୍ରମଣକାରୀ ପାକିସ୍ତାନ ବିପକ୍ଷରେ ୩ ଉଇକେଟରେ ରୋମାଞ୍ଚକ ବିଜୟ ହାସଲ...

Advertisement
Ten Cric Info


Archives

Model This Week