Posted inଖେଳ

ବିରାଟ କୋହଲି ପିନ୍ଧିଥିବା ଘଣ୍ଟାର ମୂଲ୍ୟ କେତେ ଜାଣନ୍ତି

କରୋନା ଯୋଗୁ ଏବେ ସବୁ କ୍ରିକେଟ ସିରିଜ୍‌ ସ୍ଥଗିତ ରହିଛି। ଫଳରେ କ୍ରିକେଟରମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଅଧିକାଂଶ କ୍ରିକେଟର ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି। ଭାରତୀୟ କ୍ରିକେଟ ଦଳର ଅଧିତ୍ତ୍ନାୟକ ବିରାଟ କୋହଲି ମଧ୍ୟ ଇନ୍‌ଷ୍ଟାଗ୍ରାମରେ ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି। ନିକଟରେ ସେ ଏକ ଫଟୋ ପୋଷ୍ଟ କରିଥିଲେ। ଫଟୋ ମୁମ୍ବାଇରେ ବାଲକୋନିରେ ବସି ମୌସୁମି ପାଗର ମଜା ନେଉଥିବାର ଦେଖାଯାଇଛି। ଏହାସହ ବିରାଟ ଏକ ବହି ପଢୁଛନ୍ତି। ହାତରେ ଏକ ସୁନ୍ଦର ଘଣ୍ଟା ମଧ୍ୟ ପିନ୍ଧିଛନ୍ତି। ଏବେ ଏହି ଘଣ୍ଟା ଟ୍ରେଣ୍ଡ୍‌ ହେବାକୁ ଲାଗିଲାଣି। ବିରାଟଙ୍କ ଏହି ଘଣ୍ଟାର ମୂଲ୍ୟ କେବେ ଜାଣନ୍ତି କି। ରୋଲେକ୍ସ କମ୍ପାନୀର ଏହି ଘଣ୍ଟାଟିର ମୂଲ୍ୟ ପାଖାପାଖି ୮ ଲକ୍ଷ ୬୦ ହଜାର ୭ ଶହ ଟଙ୍କା ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସନ୍ୟାସ ନେଲେ ଈଶ୍ୱର: କହିଲେ- ଧୋନୀ ଚାହିଁଥିଲେ, ମୋ କ୍ୟାରିୟର ଆଉ କିଛି ହୋଇଥାନ୍ତା…

ନୂଆଦିଲ୍ଲୀ,୧୩।୭: ମଧ୍ୟପ୍ରଦେଶ ଟିମ୍‌କୁ ପ୍ରଥମ ଥର ଲାଗି ରଣଜୀ ଟ୍ରଫି ଜିତାଇଥିବା ତାରକା ଦ୍ରୁତ ବୋଲର୍‌ ଈଶ୍ୱର ପାଣ୍ଡେ ଅନ୍ତର୍ଜାତୀୟ ଏବଂ ଘରୋଇ କ୍ରିକେଟରୁ ଅବସର...

ବଳାତ୍କାର ଅଭିଯୋଗକୁ ନେମାରଙ୍କ ଖଣ୍ଡନ

ରିଓ ଡି ଜେନିରୋ,୨ା୬- ବ୍ରାଜିଲ ପୋଲିସ ନିକଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଜଣେ ଅଜଣା ମହିଳା ଫୁଟ୍‌ବଲ ଷ୍ଟାର ନେମାରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଛନ୍ତି।...

କୁଲ୍‌ଟର ନାଇଲଙ୍କ ବିଶ୍ୱକପ୍‌ ରେକର୍ଡ

ନଟିଂହାମ,୭।୬(ପିଟି)- ଅଷ୍ଟ୍ରେଲିଆନ ଅଲରାଉଣ୍ଡର ନାଥାନ କୁଲ୍‌ଟର ନାଇଲ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୬୦ ବଲରୁ ୯୨ ରନ୍‌ର ଇନିଂସ ଖେଳିଥିଲେ। କ୍ୟାରିୟରର ଶ୍ରେଷ୍ଠ ଇନିଂସ ତାଙ୍କୁ ବିଶ୍ୱକପ୍‌...

ଭାରତକୁ ୩୭୫ ରନର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ସିଡନୀ,୨୭।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଏକଦିବସୀୟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ସିଡନୀରେ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆ ପ୍ରଥମେ ଟସ୍‌ ଜିତି ଭାରତୁ ୩୭୫ରନର ବିଶାଳ...

ସ୍ତ୍ରୀ, ମା’ଙ୍କୁ ହତ୍ୟା କରି ପୂର୍ବତନ ଭାରତୀୟ ଆଥ୍‌ଲେଟ୍‌ ଗିରଫ

ଓ୍ବାଶିଂଟନ, ୨୬।୮: ଭାରତ ପାଇଁ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ଜିତିଥିବା ଆଥ୍‌ଲେଟ୍‌ ଇକ୍‌ବାଲ ସିଂ ନିଜ ସ୍ତ୍ରୀ ଓ ମା’ଙ୍କୁ ହତ୍ୟା କରିଥିବା...

ଓଡ଼ିଶାର କ୍ରମାଗତ ୩ୟ ବୃହତ୍‌ ବିଜୟ

କଟକ, ୨୮।୧୨- ଫୁଲ ଫର୍ମରେ ଥିବା ଓଡ଼ିଶା ଦଳ ଚଳିତ ରଣ୍‌ଜୀ ଟ୍ରଫିରେ ଗୋଟିଏ ପରେ ଗୋଟିଏ ବୃହତ୍‌ ବିଜୟ ହାସଲ କରିଛି। ସ୍ଥାନୀୟ ଡ୍ରିମ୍ସ...

ଏହି କ୍ରିକେଟର୍‌ଙ୍କୁ ଦୋସା ମାଗିଲେ ପ୍ରଶଂସକ: ଜବାବରେ ମିଳିଲା ଏମିତି

ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଖେଳାଳି ହନୁମା ବିହାରୀ ଆଜିକାଲି କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ହନୁମା ସୋସିଆଲ ମିଡିଆ...

ଟସ ଜିତିଲା ଶ୍ରୀଲଙ୍କା, ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି…

କଲମ୍ବୋ,୧୭।୯ : ଏସିଆ କପ ଫାଇନାଲ ମ୍ୟାଚ ରବିବାର ଶ୍ରୀଲଙ୍କାର ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଭାରତ ଶ୍ରୀଲଙ୍କା ଟାଇଟଲ ହାସଲ କରିବାକୁ ମୁହାଁମୁହିଁ...

Advertisement
Archives

Model This Week